ଦେବେନ୍ଦ୍ର ଶତପଥୀ
Appearance
ଦେବେନ୍ଦ୍ର ଶତପଥୀ | |
---|---|
ସାଂସଦ: ୫ମ, ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୯ | |
ପୂର୍ବ ଅଧିକାରୀ | କାମାକ୍ଷା ପ୍ରସାଦ ସିଂହଦେଓ |
ପର ଅଧିକାରୀ | କାମାକ୍ଷା ପ୍ରସାଦ ସିଂହଦେଓ |
ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୯ ସେପ୍ଟେମ୍ବର ୧୯୨୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ନନ୍ଦିନୀ ଶତପଥୀ |
ବାପା/ବୋଉ | ବିଶ୍ୱନାଥ ଶତପଥୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଦେବେନ୍ଦ୍ର ଶତପଥୀ (ଜନ୍ମ: ୯ ସେପ୍ଟେମ୍ବର ୧୯୨୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଦେବେନ୍ଦ୍ର ଶତପଥୀ ୧୯୨୯ ମସିହାର ସେପ୍ଟେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ଶତପଥୀ ଓ ପତ୍ନୀଙ୍କ ନାମ ନନ୍ଦିନୀ ଶତପଥୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଦେବେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସମ୍ବିଧାନର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Debendra Satpathy". odishaassembly.nic.in. Odisha Assembly. Retrieved 1 April 2021.