ନୀଳମଣି ରାଉତରାୟ
ଦେଖଣା
ନୀଳମଣି ରାଉତରାୟ | |
---|---|
ପରିବେଶ ଓ ଜଙ୍ଗଲ ବିଭାଗୀୟ କେନ୍ଦ୍ରମନ୍ତ୍ରୀ | |
କାର୍ଯ୍ୟକାଳ ୨ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦ | |
ପ୍ରଧାନ ମନ୍ତ୍ରୀ | ବିଶ୍ୱନାଥ ପ୍ରତାପ ସିଂହ |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୨୬ ଜୁନ ୧୯୭୭ – ୧୭ ଫେବୃଆରୀ ୧୯୮୦ [୧] | |
ପୂର୍ବ ଅଧିକାରୀ | ବିନାୟକ ଆଚାର୍ଯ୍ୟ |
ପର ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମୁକୁନ୍ଦପୁର, ବାଲେଶ୍ୱର ଜିଲ୍ଲା[୨] | ୨୪ ମଇ ୧୯୨୦
ମୃତ୍ୟୁ | ୪ ଅକ୍ଟୋବର ୨୦୦୪ କଟକ | (ବୟସ ୮୪)
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ, ଉତ୍କଳ କଂଗ୍ରେସ, ଭାରତୀୟ ଲୋକଦଳ |
ଜୀବନ ସାଥୀ | ନଳିନୀଦେବୀ ରାଉତରାୟ |
ସମ୍ପର୍କ | ବିଷ୍ଣୁବ୍ରତ ରାଉତରାୟ (ନାତି) |
ସନ୍ତାନ | ବିଜୟଶ୍ରୀ ରାଉତରାୟ[୩] |
ନୀଳମଣି ରାଉତରାୟ (୨୪ ମଇ ୧୯୨୦ - ୪ ଅକ୍ଟୋବର ୨୦୦୪) ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୭୭ଠାରୁ ୧୯୮୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।[୪]
ସେ କେନ୍ଦ୍ରରେ ପ୍ରଥମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ବିଶ୍ୱନାଥ ପ୍ରତାପ ସିଂହଙ୍କ ନେତୃତ୍ୱାଧୀନ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରିଥିଲେ । ୪ ଅକ୍ଟୋବର ୨୦୦୪ରେ ତାଙ୍କର ଦେହାନ୍ତ ହୋଇଥିଲା ।[୫][୬]
ରାଜନୈତିକ ଜୀବନ
[ସମ୍ପାଦନା]୧୯୬୭ରୁ ୧୯୭୦ ପର୍ଯ୍ୟନ୍ତ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ପରେ ସେ ଉତ୍କଳ କଂଗ୍ରେସରେ ଯୋଗ ଦେଇ ଏହାର ସଭାପତି ହୋଇଥିଲେ । ଏହାପରେ ସେ ଭାରତୀୟ ଲୋକଦଳରେ ଯୋଗଦାନ କରି ଏହାର ରାଜ୍ୟ ଶାଖା ସଭାପତି ହୋଇଥିଲେ । ସେ ୧୯୮୯ ମସିହାରେ ଲୋକ ସଭାକୁ ନିର୍ବଚିତ ହୋଇଥିଲେ ।[୭]
ରଚନାବଳୀ
[ସମ୍ପାଦନା]- ସ୍ମୃତି ଓ ଅନୁଭୁତି (୧୯୮୬): ଆତ୍ମଜୀବନି
ଆଧାର
[ସମ୍ପାଦନା]- ↑ "Brief History of Odisha Legislative Assembly Since 1937". ws.ori.nic.in. 2011. Archived from the original on 9 January 2007. Retrieved 23 April 2012.
NAME OF THE CHIEF MINISTERS OF Odisha
- ↑ "Odisha Files: Shri Nilamani Routray". odishafiles.com. 2012. Archived from the original on 1 June 2014. Retrieved 5 February 2013.
born on 24th May 1920 to father Chandrasekhar Routray at Mukundpur of Balasore district.
- ↑ "ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ ।". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 June 2021. Retrieved 2 June 2021.
- ↑ "Former Orissa CM Nilamani Routray passes away - Deccan Herald". archive.deccanherald.com. 2004. Retrieved 5 February 2013.
Routray was Chief Minister of the state between 1977 and 1980 and is a former union minister
[permanent dead link] - ↑ "Nilamani Routray dead". The Hindu. October 5, 2004. Archived from the original on October 10, 2004. Retrieved August 12, 2012.
- ↑ Nilamani Routray passes away, three-day state mourning in Orissa
- ↑ "Former Orissa Chief Minister Nilamani Routray passes away". Daily Excelsior. October 5, 2004.
Preceded by ବିନାୟକ ଆଚାର୍ଯ୍ୟ |
ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୬ ଜୁନ ୧୯୭୭ –୧୭ ଫେବୃଆରୀ ୧୯୮୦ |
Succeeded by ଜାନକୀ ବଲ୍ଲଭ ପଟ୍ଟନାୟକ |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଶ୍ରେଣୀସମୂହ:
- ୧୯୨୦ ଜନ୍ମ
- ୨୦୦୪ ମୃତ୍ୟୁ
- ଓଡ଼ିଶାର ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦ
- ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୫ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୭ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୯ମ ଲୋକ ସଭା ସଭ୍ୟ
- ଓଡ଼ିଆ ସାହିତ୍ୟିକ
- ଓଡ଼ିଶାର ଲୋକ ସଭା ସଦସ୍ୟ
- ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ରାଜନେତା
- ବାଲେଶ୍ୱର ଜିଲ୍ଲାର ଲୋକ