ପବିତ୍ର ପାଣିଗ୍ରାହୀ

ଉଇକିପିଡ଼ିଆ ରୁ
(Pabitra Panigrahi ରୁ ଲେଉଟି ଆସିଛି)
Jump to navigation Jump to search
ପବିତ୍ର ପାଣିଗ୍ରାହୀ
ଜନ୍ମ ଓ ଜନ୍ମସ୍ଥାନ ୫ ଜୁନ ୧୯୬୩ (1963-06-05) (୫୫ ବର୍ଷ)
ଜୀବିକା ଅଧ୍ୟାପନା

ପବିତ୍ର ପାଣିଗ୍ରାହୀ, ଜଣେ ଓଡ଼ିଆ ଲେଖକ ।[୧] ସେ ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ଲେଖନି ଚାଳନା କରିଛନ୍ତି । ବୃତିଗତ ସେ ଜନେ ଇତିହାସ ଅଧ୍ୟାପକ ।

ପବିତ୍ର ୧୯୬୩ ମସିହାରେ ଭଦ୍ରକ ଜିଲ୍ଲାର ଏରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ରାବସ୍ଥାରୁ ଲେଖାଲେଖି ଆରମ୍ଭ କରିଥିଲେ । ପବିତ୍ର ମୁଖ୍ୟତଃ ଜଣେ ଗାଳ୍ପିକ ହୋଇଥିବା ବେଳେ ପ୍ରବନ୍ଧ, ଉପନ୍ୟାସ, ଜୀବନୀ ଓ ଅନୁବାଦ ଆଦି ଓଡ଼ିଆ ସାହିତ୍ୟର ବହୁବିଭାଗରେ ସେ ଲେଖନି ଚାଳନା କରିଛନ୍ତି । ୧୯୮୮ ମସିହା ବେଳକୁ "ଗଳ୍ପଝର" ନାମକ ପତ୍ରିକା ସମ୍ପାଦନା ସହିତ ସେ ଜଡ଼ିତ ଥିଲେ । ସେହି ପତ୍ରିକାର ପ୍ରକାଶକ ବିଜୟ କୁମାର ସାହୁ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରେମିକର ଦଶାବତାର ମଧ୍ୟ ପ୍ରକାଶ କରିଥିଲେ । ବସନ୍ତ ମୁଦୁଲୀ ସ୍ମୃତି ସଂସଦ ଭଳି ଅନୁଷ୍ଠାନ ସହ ସେ ଜଡ଼ିତ ରହିଆସିଛନ୍ତି ।[୨]

ରଚନାବଳି[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଡଅଁର

କବିତା ସଂକଳନ[ସମ୍ପାଦନା]

  • କଦମ୍ବ ବନର ସନ୍ୟାସୀ

ଜୀବନୀ[ସମ୍ପାଦନା]

  • ଐତିହାସିକ ମନ୍ମଥନାଥ

ପ୍ରବନ୍ଧ[ସମ୍ପାଦନା]

  • ଜଗତୀକରନ ଓ ଓଡ଼ିଆ ଗଳ୍ପ

ଗଳ୍ପ ସଂକଳନ[ସମ୍ପାଦନା]

  • ପ୍ରେମିକର ଦଶାବତାର
  • ହାଇଫେନ୍
  • ଖରାପ ପାଗ
  • ମନ ଅନ୍ଧାର
  • ଏକା ଏକା ଅରୁନ୍ଧତୀ
  • ଅଫେରା ଜହ୍ନରାତି
  • ଛୁଇଁଲେ ପ୍ରେମ
  • ସ୍ୱପ୍ନଚୋରୀ
  • ବରଂ ଅନ୍ଧାର ଭଲ
  • ଗପର ମୁହଁ
  • ମିଛଘର[୩]

ସମ୍ପାଦନା[ସମ୍ପାଦନା]

ପବିତ୍ର କିଛି ଗଳ୍ପ ସଂକଳନର ସମ୍ପାଦନା ମଧ୍ୟ କରିଛନ୍ତି । ସେଗୁଡିକ ନିମ୍ନମତେ ।

  • ମୋହ
  • ମିଛ
  • ପ୍ରେମିକା
  • ପ୍ରେମଗଳ୍ପ[୪]

ଆଧାର[ସମ୍ପାଦନା]

  1. Auro Varat Patnaik (୨ February ୨୦୧୫). Beauty Beyond Beauty. timepass. pp. ୧୫–. ISBN ୯୭୮-୮୧-୯୦୮୫୩୭-୩-୬. 
  2. http://www.thehindu.com/todays-paper/tp-national/tp-otherstates/Basant-Mudulis-poetry-celebrated/article15906917.ece
  3. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ମେ ୨୭- ଜୁନ ୯, ୨୦୧୭ ପୃଷ୍ଠା ୨. http://www.dharitri.com/sahityayan/270517/p2.htm. Retrieved 7 June 2017. 
  4. (ଡିସେମ୍ବର ୨୦୧୭): ୪୪.  |first1= missing |last1= in Authors list (help); Missing or empty |title= (help);