ନମିତା ଅଗ୍ରୱାଲ

ଉଇକିପିଡ଼ିଆ ରୁ
Jump to navigation Jump to search
ନମିତା ଅଗ୍ରୱାଲ
Namita Agrawal (Odia Singer).jpg
ନମିତା ଅଗ୍ରୱାଲ
ଜନ୍ମ ଓ ଜନ୍ମସ୍ଥାନ
ନିବେଦିତା

ଫେବୃଆରୀ ୧, ୧୯୬୯(1969-02-01)
ଜୀବିକାପ୍ରଚ୍ଛଦପଟ ଗାୟିକା, ପ୍ରଯୋଜିକା
କାର୍ଯ୍ୟକାଳ୧୯୮୯-ଏବେଯାଏଁ
ଜୀବନସାଥିସୀତାରାମ ଅଗ୍ରୱାଲ

ନମିତା ଅଗ୍ରୱାଲ ଓଡ଼ିଶାର ଜଣେ ଗାୟିକା । ସେ ଭଜନ ପାଇଁ ଓଡ଼ିଶାରେ ଜଣାଶୁଣା। [୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କର୍ମଜୀବନ[ସମ୍ପାଦନା]

ସେ ସିଦ୍ଧ।ର୍ଥ ଟିଭି,ସିଦ୍ଧ।ର୍ଥ ମ୍ୟୁଜିକ,ସାର୍ଥକ ମ୍ୟୁଜିକ ଏବଂ ସାର୍ଥକ ଟିଭି ଚ୍ୟାନେଲର ସହ ପ୍ରତିଷ୍ଠାତା ଅଟନ୍ତି । ତାଙ୍କ ନିର୍ଦ୍ଦେଶିତ ଗୀତରେ ଅଭିନୟ ସହ ବିଭିନ୍ନ ଟିଭି କାର୍ଯ୍ୟକ୍ରମମାନଙ୍କରେ ବିଚାରପତି ଏବଂ ଉପସ୍ଥାପକ ଭୂମିକା ତୁଲାଇଛନ୍ତି । ସେ ଇରା ମହାନ୍ତି,ଲୋପିତା ମିଶ୍ର,ଶୈଳଭାମାଙ୍କ ସମସାମୟିକ ଅଟନ୍ତି । ଆଧୁନିକ ଓ ସିନେମା ଗୀତ ଗାଇବା ବେଳେ ଛଦ୍ମନାମ "ନିବେଦିତା" ବ୍ୟବହାର କରନ୍ତି ।

କଥାଚିତ୍ରରେ ଭୂମିକା =[ସମ୍ପାଦନା]

ଗାୟିକା ଭାବରେ[ସମ୍ପାଦନା]

ଆଲବମ[ସମ୍ପାଦନା]

  • ଭକ୍ତି ଚନ୍ଦନ
  • ଲକ୍ଷ୍ମୀ ପୁରାଣ
  • ଖୁଆ ଦଉଡି

ପ୍ରଯୋଜିକା[ସମ୍ପାଦନା]

ମାନସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]