Jump to content

୯ ଫେବୃଆରୀ

ଉଇକିପିଡ଼ିଆ‌ରୁ
(ଫେବୃଆରୀ ୯ରୁ ଲେଉଟି ଆସିଛି)
୧୦ ୧୧ ୧୨ ୧୩ ୧୪
୧୫ ୧୬ ୧୭ ୧୮ ୧୯ ୨୦ ୨୧
୨୨ ୨୩ ୨୪ ୨୫ ୨୬ ୨୭ ୨୮
  ୨୦୨୬ (ସୋମବାର)
  ୨୦୨୫ (ରବିବାର)
  ୨୦୨୪ (ଶୁକ୍ରବାର)
  ୨୦୨୩ (ଗୁରୁବାର)
  ୨୦୨୨ (ବୁଧବାର)
  ୨୦୨୧ (ମଙ୍ଗଳବାର)
  ୨୦୨୦ (ରବିବାର)
  ୨୦୧୯ (ଶନିବାର)
  ୨୦୧୮ (ଶୁକ୍ରବାର)
  ୨୦୧୭ (ଗୁରୁବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ଫେବୃଆରୀ ବର୍ଷର ୪୦ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୫ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୨୬ ଦିନ ) ।

ଘଟଣାବଳୀ

[ସମ୍ପାଦନା]
  • ୧୭୮୮ - ଋଷିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ଅଷ୍ଟ୍ରିଆ
  • ୧୮୦୧ - ଫ୍ରାନ୍ସ - ଅଷ୍ଟ୍ରିଆ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ।
  • ୧୯୬୯ - ବୋଇଂ-୭୪୭ର ପ୍ରଥମ ଉଡାଣ।
  • ୧୯୭୧ - ମହାକାଶଯାନ ଆପୋଲୋ - ୧୪ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲା।
  • ୧୯୭୫ - ମହାକାଶଯାନ ୟୁସୋଜ-୧୭ ପୃଥିବୀକୁ ଅବତରଣ କଲା।
  • ୧୯୯୨ - ହେଇକି ହେଙ୍କେଲ ହାଇ-ଜମ୍ପରେ ବିଶ୍ୱ ରେକର୍ଡ କଲେ।
  • ୨୦୧୪ - ଅଷ୍ଟ୍ରେଲିୟ ବୈଜ୍ଞାନିକ ବିଶ୍ୱର ସର୍ବ ପୁରାତ୍ତନ ତାରା ଠାବ କଲେ ।

ଦେହାନ୍ତ

[ସମ୍ପାଦନା]

ପର୍ବପର୍ବାଣି

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]