୪ ଫେବୃଆରୀ
(ଫେବୃଆରୀ ୪ରୁ ଲେଉଟି ଆସିଛି)
<< | ଫେବୃଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | |||
୫ | ୬ | ୭ | ୮ | ୯ | ୧୦ | ୧୧ |
୧୨ | ୧୩ | ୧୪ | ୧୫ | ୧୬ | ୧୭ | ୧୮ |
୧୯ | ୨୦ | ୨୧ | ୨୨ | ୨୩ | ୨୪ | ୨୫ |
୨୬ | ୨୭ | ୨୮ | ||||
୨୦୨୩ |
February 4 in recent years |
୨୦୨୩ (ଶନିବାର) |
୨୦୨୨ (ଶୁକ୍ରବାର) |
୨୦୨୧ (ଗୁରୁବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ସୋମବାର) |
୨୦୧୮ (ରବିବାର) |
୨୦୧୭ (ଶନିବାର) |
୨୦୧୬ (ଗୁରୁବାର) |
୨୦୧୫ (ବୁଧବାର) |
୨୦୧୪ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଫେବୃଆରୀ ବର୍ଷର ୩୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୦ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୧ ଦିନ ) ।
ଘଟଣାବଳୀ[ସମ୍ପାଦନା]
- ୧୮୪୭ : ପ୍ରଥମ ଆମେରିକୀୟ ଟେଲିଗ୍ରାଫ କମ୍ପାନୀ ମେରିଲାଣ୍ଡରେ ସ୍ଥାପିତ।
- ୧୮୯୯ : ଫିଲିପାଇନ୍ସ-ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ।
- ୧୯୨୦ : ପ୍ରଥମ ଥର ଲଣ୍ଡନରୁ ଦକ୍ଷିଣ ଆଫ୍ରିକା ବିମାନ ଉଡାଣ ଆରମ୍ଭ।
- ୧୮୪୮ : ଶ୍ରୀଲଙ୍କା ସ୍ୱାଧୀନ ହେଲା।
- ୧୯୧୬ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା
- ୧୯୯୫ : ଜିମ୍ବାୱେ ପ୍ରଥମଥର ଟେଷ୍ଟ କ୍ରିକେଟରେ ବିଜୟ ଲାଭ କଲା।
- ୨୦୧୪ : ସ୍କଟଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ।
ଜନ୍ମ[ସମ୍ପାଦନା]
ମୃତ୍ୟୁ[ସମ୍ପାଦନା]
- ୧୯୩୪: ମଧୁସୂଦନ ଦାସ, କବି, ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ଜନ୍ମ: ୨୮ ଅପ୍ରେଲ ୧୮୪୮)
- ୧୮୭୪ : ସତ୍ୟେନ୍ଦ୍ର ନାଥ ବୋଷ, ଭାରତୀୟ ପଦାର୍ଥ ବିଜ୍ଞାନୀ (ଜନ୍ମ : ୧ ଜାନୁଆରୀ ୧୮୯୪)
ପର୍ବପର୍ବାଣି[ସମ୍ପାଦନା]
ବାହାର ଲିଙ୍କ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ୪ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି ।