୧୦ ଫେବୃଆରୀ
ଦେଖଣା
(ଫେବୃଆରୀ ୧୦ରୁ ଲେଉଟି ଆସିଛି)
| << | ଫେବୃଆରୀ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | ୭ |
| ୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
| ୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
| ୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
| ୨୦୨୬ | ||||||
| February 10 in recent years |
| ୨୦୨୬ (ମଙ୍ଗଳବାର) |
| ୨୦୨୫ (ସୋମବାର) |
| ୨୦୨୪ (ଶନିବାର) |
| ୨୦୨୩ (ଶୁକ୍ରବାର) |
| ୨୦୨୨ (ଗୁରୁବାର) |
| ୨୦୨୧ (ବୁଧବାର) |
| ୨୦୨୦ (ସୋମବାର) |
| ୨୦୧୯ (ରବିବାର) |
| ୨୦୧୮ (ଶନିବାର) |
| ୨୦୧୭ (ଶୁକ୍ରବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଫେବୃଆରୀ ବର୍ଷର ୪୧ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୪ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୨୫ ଦିନ ) ।
ଘଟଣାବଳୀ: (୧୬୧୬) ଜାହାଙ୍ଗୀର ଦରବାରରେ ପହଁଚିଲେ ବ୍ରିଟିଶ ରାଜଦୂତ ଥୋମାସ ରୋ/ (୧୮୧୮) ରାମପୁରରେ ବ୍ରିଟିଶ ଓ ମରାଠା ମଧ୍ୟରେ ଶେଷ ଯୁଦ୍ଧ/ (୧୮୪୬) ଶିଖ ମାନେ ବ୍ରିଟିଶ ଦ୍ୱାରା ପରାସ୍ତ ହେଲେ/ (୧୯୨୧) ଦିଲ୍ଲୀରେ ଇଣ୍ଡିଆ ଗେଟର ଭିତ୍ତିପ୍ରସ୍ତର ସ୍ଥାପନ/ (୧୯୨୧) ବାରାଣସୀରେ କାଶୀ ବିଦ୍ୟାପୀଠ ଉଦଘାଟିତ ହେଲା/ (୧୯୩୧) ଦିଲ୍ଲୀ ହେଲା ଭାରତର ରାଜଧାନୀ/ (୨୦୧୩) ୟୁପି ପ୍ରୟାଗରାଜ କୁମ୍ଭମେଳା ଦଳାଚକଟାରେ ୩୬ ମୃତ
[ସମ୍ପାଦନା]ଜନ୍ମ: ରାମଚନ୍ଦ୍ର ଖୁଣ୍ଟିଆ (ନେତା), ପୁନମ ବାରଲା (ହକି), ପ୍ରତୀକ ଦାସ (କ୍ରିକେଟ)
[ସମ୍ପାଦନା]ଦେହାନ୍ତ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୦ ଫେବୃଆରୀ
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2023-03-26 at the Wayback Machine.
- କାନାଡାରେ ଏହି ଦିନ[permanent dead link]