ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା/ସେପ୍ଟେମ୍ବର
Jump to navigation
Jump to search
ସେପ୍ଟେମ୍ବର
ଜନ୍ମ
- ୧ – ଅରବିନ୍ଦ ମୁଦୁଲି, ଭଜନ ଗାୟକ (ଜନ୍ମ: ୧୯୬୧)
- ୨ – ବିନୋଦ ଚନ୍ଦ୍ର ନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୧୯)
- ୪ – ସାହିତ୍ୟ ବିଶାରଦ କୁଞ୍ଜବିହାରୀ ତ୍ରିପାଠୀ, ଶିକ୍ଷାବିତ ଓ ଭାଷା ଗବେଷକ (ଜନ୍ମ: ୧୯୧୧)
- ୫ – ଧନେଶ୍ଵର ମହାପାତ୍ର, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୩୧)
- ୫ – ସୌଭାଗ୍ୟ କୁମାର ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୪୧)
- ୯ – ଗୋପାଳ ଚନ୍ଦ୍ର ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସଂକଳକ (ଜନ୍ମ: ୧୮୭୪)
- ୧୦ – ଉପେନ୍ଦ୍ର ତ୍ରିପାଠୀ, ଶିଶୁ ସାହିତ୍ୟିକ (ଜନ୍ମ: ୧୯୦୩)
- ୧୦ – ପଦ୍ମଶ୍ରୀ କୁଙ୍କୁମ ମହାନ୍ତି, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ (ଜନ୍ମ: ୧୯୪୬)
- ୧୩ – ରଙ୍ଗନାଥ ମିଶ୍ର, ଉଚ୍ଚତମ ନ୍ୟାୟାଳୟର ଭୂତପୂର୍ବ ପ୍ରଧାନ ବିଚାରପତିକବି (ମୃତ୍ୟୁ: ୨୦୧୨)
- ୧୪ – ବୈକୁଣ୍ଠନାଥ ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୦୪)
- ୧୪ – ଶ୍ରଦ୍ଧାକର ସୁପକାର, ଗାନ୍ଧିବାଦୀ ରାଜନେତା, ସାମ୍ବାଦିକ ଓ ଲେଖକ (ଜନ୍ମ: ୧୯୧୪)
- ୧୫ – ବ୍ରଜରାଜ ମହାପାତ୍ର, ତିଗିରିଆର ଶେଷ ରାଜା (ଜନ୍ମ: ୧୯୨୧)
- ୧୫ – ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି (ଜନ୍ମ: ୧୯୩୩)
- ୧୬ – ଚନ୍ଦ୍ରଶେଖର ରାଓ, ଓଡ଼ିଶା ଲଳିତକଳା ଏକାଡେମୀ ସମ୍ମାନିତ ଚିତ୍ରଶିଳ୍ପୀ (ଜନ୍ମ:୧୯୪୦)
- ୧୭ – ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୩୭)
- ୧୮ – ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ସମାଜସେବୀ (ମୃତ୍ୟୁ: ୧୯୫୭)
- ୨୧ – ପଦ୍ମଶ୍ରୀ ଭଗବାନ ସାହୁ, ଲୋକନୃତ୍ୟ ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୧୯୧୪)
- ୨୫ – ପଦ୍ମଶ୍ରୀ ଯୁଧିଷ୍ଠିର ଦାସ, ଓଡ଼ିଶା ବିଧାନ ସଭାର ଭୂତପୂର୍ବ ବାଚସ୍ପତି (ଜନ୍ମ: ୧୯୨୩)
- ୨୭ – ବୀରେନ ରାଉତରାୟ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ଅଭିନେତା ଓ ନାଟ୍ୟକାର (ଜନ୍ମ: ୧୮୩୯)
- ୨୮ – କବିବର ରାଧାନାଥ ରାୟ (ଜନ୍ମ: ୧୮୪୮)
- ୨୯ – ପଠାଣି ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୨୮)
- ୩୦ – ପ୍ରଫୁଲ୍ଲ ଦାସ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୭)
- ୩୦ – ଧନେଶ୍ଵର ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ୧୯୪୯)
ମୃତ୍ୟୁ
- ୧ – ସୁରେନ୍ଦ୍ରନାଥ ଦ୍ଵିବେଦୀ, ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ (ମୃତ୍ୟୁ: ୨୦୦୧)
- ୦୮– ଶିବବ୍ରତ ଦାସ, ଓଡ଼ିଆ କଥାଚିତ୍ର ଗୀତିକାର (ମୃତ୍ୟୁ: ୧୯୮୮)
- ୯ – ଗୋବିନ୍ଦ ତ୍ରିପାଠୀ, ପ୍ରାବନ୍ଧିକ (ମୃତ୍ୟୁ: ୧୯୬୨)
- ୯ – ସଦାଶିବ ତ୍ରିପାଠୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା (ମୃତ୍ୟୁ: ୧୯୮୦)
- ୧୨ – ଦାଶରଥି ପଟ୍ଟନାୟକ, ସଂଗ୍ରାହକ (ମୃତ୍ୟୁ: ୧୯୯୭)
- ୧୩ – ରାମଶଙ୍କର ରାୟ, ଆଧୁନିକ ଓଡ଼ିଆ ନାଟକର ଜନକ (ମୃତ୍ୟୁ: ୧୯୩୧)
- ୧୩ – ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ (ମୃତ୍ୟୁ: ୧୯୮୦)
- ୧୩ – ରଙ୍ଗନାଥ ମିଶ୍ର, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ମୃତ୍ୟୁ: ୨୦୧୨)
- ୧୬ – ଅଚ୍ୟୁତାନନ୍ଦ କର, ବ୍ୟଙ୍ଗ ସାହିତ୍ୟିକ (ମୃତ୍ୟୁ: ୨୦୧୨)
- ୧୮ – ସାରଙ୍ଗଧର ଦାସ, ସମାଜବାଦୀ ନେତା (ମୃତ୍ୟୁ: ୧୯୫୭)
- ୨୧ – ନିଜାମ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ଗୀତିକାର (ମୃତ୍ୟୁ: ୨୦୧୫)
- ୨୩ – ନୀରଦପ୍ରଭା ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ (ମୃତ୍ୟୁ: ୨୦୧୬)
- ୨୮ – ପରି ବେୱା, ଏକମାତ୍ର ଓଡ଼ିଆ ମହିଳା ଶହୀଦ (ମୃତ୍ୟୁ: ୧୯୪୨)
ପର୍ବପର୍ବାଣୀ
- ୦୨: କୃଷ୍ଣ ଜନ୍ମାଷ୍ଟମୀ, ଖୁଦୁରୁକୁଣି ଓଷା ଆରମ୍ଭ
- ୦୬: କାଳୀୟଦଳନ ଏକାଦଶୀ
- ୦୯: ସପ୍ତପୁରୀ ଅମାବାସ୍ୟା
- ୧୨: ବାଲି ତୃତୀୟା
- ୧୩: ଗଣେଶ ପୂଜା
- ୧୪: ନୂଆଖାଇ
- ୧୫: ଷଠି ଓଷା, ସୋମନାଥ ବ୍ରତ ଆରମ୍ଭ
- ୧୬: କୁକ୍କୁଟୀ ବ୍ରତ
- ୧୭: ରାଧାଷ୍ଟମୀ, ବିଶ୍ଵକର୍ମା ପୂଜା
- ୨୦: ପାର୍ଶ୍ଵପରିବର୍ତ୍ତନ ଏକାଦଶୀ
- ୨୧: ସୁନିଆଁ, ବାମନ ଜନ୍ମ
- ୨୩: ଅନନ୍ତ ଚତୁର୍ଦ୍ଦଶୀ
- ୨୫: ଭାଗବତ ଜନ୍ମ