ଯୁଧିଷ୍ଠିର ଦାସ
ଦେଖଣା
ଯୁଧିଷ୍ଠିର ଦାସ | |
|---|---|
| ଜନ୍ମ | ୨୫ ସେପ୍ଟେମ୍ବର ୧୯୨୩ ରାହାଡିଙ୍ଗା,ଜଗତସିଂହପୁର ଜିଲ୍ଲା, ଓଡ଼ିଶା |
| ମୃତ୍ୟୁ | ୧୮ ଫେବୃଆରୀ ୨୦୧୪ (ବୟସ ୯୦)[୧] |
| ଭୁବନେଶ୍ୱର | |
| ଜାତୀୟତା | |
| ପ୍ରସିଦ୍ଧି | ବିଧାନ ସଭା ବାଚସ୍ପତି |
| ପିତାମାତା | ମଧୁସୂଦନ ଦାସ |
ଯୁଧିଷ୍ଠିର ଦାସ (୨୫ ସେପ୍ଟେମ୍ବର ୧୯୨୩ - ୧୮ ଫେବୃଆରୀ ୨୦୧୪),[୨] ଦଶମ ବିଧାନ ସଭାର ବାଚସ୍ପତି ରୂପେ ୯ ମାର୍ଚ୍ଚ ୧୯୯୦ରୁ ୨୨ ମାର୍ଚ୍ଚ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥିଲେ । ସେ କଟକ ଜିଲ୍ଲା, କିଶନନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ (ଚକ୍ର) ପକ୍ଷରୁ ଦଶମ(୧୯୯୦-୧୯୯୫) ଓ ଏକାଦଶ (୧୯୯୫-୨୦୦୦) ବିଧାନ ସଭାରେ ପ୍ରତିନିଧିତ୍ୱ କରିଥିଲେ । [୩]
ଆଧାର
[ସମ୍ପାଦନା]- ↑ http://www.dailypioneer.com/state-editions/bhubaneswar/ex-speaker-yudhisthir-das-passes-away.html
- ↑ "ପୁର୍ବତନ ବାଚସ୍ପତି ଯୁଧିଷ୍ଠିର ଦାଶଙ୍କ ପରଲୋକ". ଧରିତ୍ରୀ. ୧୯ ଫେବୃଆରୀ ୨୦୧୪. p. ୩. Retrieved 18 February 2022.
{{cite web}}: Check date values in:|date=(help) - ↑ "Late Yudhisthir Das". ଓଡ଼ିଶା ବିଧାନ ସଭା. Retrieved 18 February 2022.