କାର୍ତ୍ତିକ କୁମାର ଘୋଷ
ଦେଖଣା
(କାର୍ତ୍ତିକ ଘୋଷରୁ ଲେଉଟି ଆସିଛି)
କାର୍ତ୍ତିକ କୁମାର ଘୋଷ | |
---|---|
ଜନ୍ମ | ବାଖରାବାଦ, କଟକ | ୨୩ ଅକ୍ଟୋବର ୧୯୦୩
ମୃତ୍ୟୁ | ୧୯ ମଇ ୧୯୯୭ | (ବୟସ ୯୩)
ସକ୍ରିୟ ବର୍ଷ | ୧୯୫୦-୧୯୮୧ |
ପ୍ରସିଦ୍ଧି | ଅଭିନେତା |
ସମ୍ପର୍କୀୟ | ଅଶ୍ୱିନୀ କୁମାର ଘୋଷ (ବଡ଼ଭାଇ) |
ପୁରସ୍କାର | ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ |
କାର୍ତ୍ତିକ କୁମାର ଘୋଷ (୨୩ ଅକ୍ଟୋବର ୧୯୦୩ – ୧୯ ମଇ, ୧୯୯୭) ଏକଧାରରେ ଅଭିନେତା, ନାଟ୍ୟକାର, ଗୀତିକାର, ଗାୟକ ଓ ନର୍ତ୍ତକ ଥିଲେ | ସେ ୧୯୦୩ ମସିହା ଅକ୍ଟୋବର ୨୩ତାରିଖ ଦିନ କଟକର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ ।[୧]କାହାଣୀକାର ଓ ଗୀତିକାର ଅଶ୍ୱିନୀ କୁମାର ଘୋଷ କାର୍ତ୍ତିକ କୁମାରଙ୍କ ବଡ଼ ଭାଇ ଥିଲେ । ଶ୍ରୀ ଲୋକନାଥ କଥାଚିତ୍ରର 'ଆଜି ଆକାଶେ କି ରଙ୍ଗ ଲାଗିଲା' ଗୀତଟି ସେ ରଚନା କରିଥିଲେ । ତାଙ୍କ ରଚିତ 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ' ୧୯୮୪ ମସିହାରେ ପ୍ରକାଶିତ ହେଇଥିଲା ।[୨] ୧୯୯୭, ମଇ ୧୯ ତାରିଖ ଦିନ ତାଙ୍କର ମୃତ୍ୟୁ ହେଇଥିଲା ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ସୀତା ଲବକୁଶ (୧୯୮୦)
- ମାଟିର ମଣିଷ (୧୯୬୬)
- ପରିଣାମ (୧୯୬୧)
- ଶ୍ରୀ ଜଗନ୍ନାଥ (୧୯୫୦)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୩-୯୪ [୪]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୧୯୯୬[୫]
ଆଧାର
[ସମ୍ପାଦନା]- ↑ "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 5 February 2013.
Born on 23rd October 1903 at Bakhrabad in Cuttack.Kartik Kumar Ghosh
- ↑ "Library Books". Archived from the original on 5 March 2016. Retrieved 7 January 2016.
- ↑ "ନାଟ୍ୟକାର-ଅଭିନେତା କାର୍ତ୍ତିକ ଘୋଷ". ସମ୍ବାଦ. Retrieved 21 May 2016.
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ "Eminent Odissi vocalist to be awarded - Times Of India". indiatimes.com. 2002. Retrieved 5 February 2013.
Kartik Kumar Ghosh for theatre (1996)
[permanent dead link]
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାର୍ତ୍ତିକ କୁମାର ଘୋଷ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |