ଶ୍ରୀ ଲୋକନାଥ
ଦେଖଣା
| ଶ୍ରୀ ଲୋକନାଥ | |
|---|---|
![]() | |
| ନିର୍ଦ୍ଦେଶକ | ପ୍ରଫୁଲ୍ଲ ସେନଗୁପ୍ତା |
| ଚିତ୍ରନାଟ୍ୟ | ପ୍ରେମେନ୍ଦ୍ର ମିତ୍ର |
| କାହାଣୀ | ଅଶ୍ୱିନୀ କୁମାର ଘୋଷ |
| କଳାକାର | ସାମୁଏଲ ସାହୁ (ବାବି), ଅକ୍ଷୟ ମହାନ୍ତି କାଶ୍ୟପ, ମଣିମାଳା |
| ସଙ୍ଗୀତ | ବାଳକୃଷ୍ଣ ଦାସ |
| ଚିତ୍ରଗ୍ରହଣ | ରାମାନନ୍ଦ ସେନଗୁପ୍ତା |
| ସମ୍ପାଦକ | ସୁକୁମାର ସେନଗୁପ୍ତା |
ମୁକ୍ତିଲାଭ ତାରିଖ | ୧୯୬୦ |
| ଦେଶ | |
| ଭାଷା | ଓଡ଼ିଆ |
ଶ୍ରୀ ଲୋକନାଥ, ୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରରେ ସାପଙ୍କ ମହିମା ବିଷୟରେ କିଛି ଦୃଶ୍ୟ ରହିଛି ।[୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଶ୍ରୀ ଲୋକନାଥ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସାମୁଏଲ ସାହୁ (ବାବି)
- ଦୁଃଖୀରାମ ସ୍ୱାଇଁ
- ଅକ୍ଷୟ ମହାନ୍ତି କାଶ୍ୟପ
- ଇନ୍ଦ୍ରଜିତ ଘୋଷ
- ନିତ୍ୟାନନ୍ଦ ମିଶ୍ର
- କମଳ କୁମାରି ମହାପାତ୍ର
- ମଣିମାଳା
- ନିର୍ମଳା
- ସୌମେନ୍ଦ୍ର
- ଉର୍ବଶୀ
- ଶାନ୍ତି
ଗୀତ
[ସମ୍ପାଦନା]ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇର୍ଥିଲେ ବାଳକୃଷ୍ଣ ଦାଶ ।
ଗୀତ ଗୁଡ଼ିକର ସାରଣୀ
| କ୍ରମ | ଗୀତ | ଗୀତିକାର | ଗାୟକ / ଗାୟିକା |
|---|---|---|---|
| ୧ | ଆଜି ଆକାଶେ କି ରଙ୍ଗ ଲାଗିଲା | କାର୍ତ୍ତିକ କୁମାର ଘୋଷ | ନିର୍ମଳା ମିଶ୍ର |
| ୨ | ଫୁଲ ରସିଆରେ ମନ ମୋ ଛୁଇଁ ଛୁଇଁ ଯା ଯା | ନରସିଂହ ମହାପାତ୍ର | ସନ୍ଧ୍ୟା ମୁଖାର୍ଜୀ[୨] |
| ୩ | ତୁ କି ପରଦେଶୀ ନିଜ ଦେଶେ | ନରସିଂହ ମହାପାତ୍ର | ପ୍ରଣବ ପଟ୍ଟନାୟକ |
| ୪ | ତାଝିଣାତା ବାଜେ ନୂପୁର | ନରସିଂହ ମହାପାତ୍ର | ଶ୍ୟାମାମଣି ପଟ୍ଟନାୟକ |
| ୫ | ଭଜ ଶ୍ରୀଲୋକନାଥ ଚରଣ | ନରସିଂହ ମହାପାତ୍ର | ଅକ୍ଷୟ ମହାନ୍ତି ଓ ସାଥୀ |
| ୬ | ଚାହେଁନା ଚାହେଁନା ମିଛ ଏ ବନ୍ଧନ | ନରସିଂହ ମହାପାତ୍ର | ନିର୍ମଳା ମିଶ୍ର ଓ ପ୍ରଣବ ପଟ୍ଟନାୟକ |
ଆଧାର
[ସମ୍ପାଦନା]- ↑ "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.
- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}: Check date values in:|date=and|archivedate=(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀ ଲୋକନାଥ
