ଝାରସୁଗୁଡ଼ା ଜିଲ୍ଲା

ଉଇକିପିଡ଼ିଆ ରୁ
(ଝାରସୁଗୁଡ଼ା ଜିଲା ରୁ ଲେଉଟି ଆସିଛି)
ଏହି ଲେଖାଟି ଝାରସୁଗୁଡ଼ା 'ଜିଲ୍ଲା' ବାବଦରେ । ଝାରସୁଗୁଡ଼ା 'ସହର' ପାଇଁ, ଝାରସୁଗୁଡ଼ା ପ୍ରସଙ୍ଗଟି ଦେଖନ୍ତୁ ।
ଝାରସୁଗୁଡ଼ା
ଜିଲ୍ଲା
ଝାରସୁଗୁଡ଼ା ରେଳ ଷ୍ଟେସନ
ଝାରସୁଗୁଡ଼ା ରେଳ ଷ୍ଟେସନ
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 21°51′00″N 84°00′58″E / 21.85°N 84.016°E / 21.85; 84.016ଦିଗବାରେଣି: 21°51′00″N 84°00′58″E / 21.85°N 84.016°E / 21.85; 84.016
ଦେଶ ଭାରତ
ରାଜ୍ୟ ଓଡ଼ିଶା
ସ୍ଥାପନା ୧ ଜାନୁଆରୀ ୧୯୯୪
ସଦର ମହକୁମା ଝାରସୁଗୁଡ଼ା
ସରକାର
 • ଜିଲ୍ଲାପାଳ ନିରଞ୍ଜନ ସାହୁ
 • ଲୋକସଭା ସଭ୍ୟ ସଞ୍ଜୟ ଭୋଇ
କ୍ଷେତ୍ରଫଳ
 • ମୋଟ ୨,୦୮୧ km (୮୦୩ sq mi)
ଜନସଂଖ୍ୟା (୨୦୧୧)
 • ମୋଟ ୫,୭୯,୪୯୯
 • ଘନତା ୨୪୫/km (୬୩୦/sq mi)
ଭାଷା
 • ସରକାରୀ ଓଡ଼ିଆ, ଇଂରାଜୀ
ସମୟ ମଣ୍ଡଳ IST (UTC+୫:୩୦)
ପିନ କୋଡ଼ ୭୬୮ xxx
ଗାଡି ପଞ୍ଜୀକରଣ OD-23
ନିକଟତମ ସହର ଭୁବନେଶ୍ଵର
ଲିଙ୍ଗାନୁପାତ ୧.୦୫୭ /
ସାକ୍ଷରତା ୭୧.୪%
ଲୋକସଭା ନିର୍ବାଚନ ମଣ୍ଡଳୀ ବରଗଡ଼
ବିଧାନସଭା ନିର୍ବାଚନ ମଣ୍ଡଳୀ ୨: ବ୍ରଜରାଜନଗର (୦୦୬) ଓ ଝାରସୁଗୁଡ଼ା (୦୦୭)
ଜଳବାୟୁ Aw (Köppen)
ବୃଷ୍ଟିପାତ ୧,୫୨୭ ମିଲିମିଟରs (. in)
ହାରାହାରୀ ଗ୍ରୀଷ୍ମ ତାପମାତ୍ରା ୪୬.୭ °C (. °F)
ୱେବସାଇଟ jharsuguda.nic.in

'ଝାରସୁଗୁଡ଼ା ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଝାରସୁଗୁଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ[ସମ୍ପାଦନା]

ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା୤

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ପଶ୍ଚିମଭାଗରେ ଅବସ୍ଥିତ ଝାରସୁଗୁଡ଼ା ଜିଲ୍ଲାର ଆୟତନ ୨,୦୮୧ ବର୍ଗ କିମି୤

ଅବସ୍ଥିତି[ସମ୍ପାଦନା]

ମୁଖ୍ୟ ନଦୀ ଓ ଶାଖାନଦୀ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା [୧]ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ଲୋକସଂଖ୍ୟା ୫,୭୯,୪୯୯ |

  • ପୁରୁଷ: ୨,୯୭,୦୧୪
  • ମହିଳା: ୨,୮୨,୪୮୫
    • ଛ ବର୍ଷରୁ କମ: ୬୧,୮୨୩
  • ପଢୁଆ ହାର ୭୮.୩୬%
    • ପୁରୁଷ: ୮୬.୨୭%
    • ମହିଳା: ୭୦.୨୫%

ରାଜନୀତି[ସମ୍ପାଦନା]

ଲୋକସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ବିଧାନସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
ବ୍ରଜରାଜନଗର ଅଣ ସଂରକ୍ଷିତ ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ) ଅନୁପ କୁମାର ସାଏ କଂଗ୍ରେସ
ଝାରସୁଗୁଡ଼ା ଅଣ ସଂରକ୍ଷିତ ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ) ନବକିଶୋର ଦାସ କଂଗ୍ରେସ

ଗମନାଗମନ[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

ପର୍ଯ୍ୟଟନ ସ୍ଥଳ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]