ମହାନଦୀ
| ମହାନଦୀ | |
| ନଦୀ | |
|
The Mahanadi
|
|
| Name origin: From Sanskrit "Maha" (great) and "Nadi" (river) | |
| Country | ଭାରତ |
|---|---|
| Parts | ଛତିଶଗଡ଼, ମଧ୍ୟ ପ୍ରଦେଶ, ଓଡ଼ିଶା |
| Regions | ଦଣ୍ଡକାରଣ୍ୟ, Dakshina Kosala Kingdom, Coastal Plains |
| Administrative areas |
Betul, ରାୟପୁର, ଜଞ୍ଜଗିର, ବିଳାସପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା |
| Tributaries | |
| - left | Seonath, Telen, Ib |
| Cities | ସମ୍ବଲପୁର, କଟକ, ସୋନପୁର, ବିରମହାରାଜପୁର |
| Landmarks | ସାତକୋସିଆ ଗଣ୍ଡ, Sonapur Lanka, Hookitola Falls |
| Source | |
| - location | ସିଂହବା, ଧମତରି, ଦଣ୍ଡକାରଣ୍ଯ, ଛତିଶଗଡ଼, ଭାରତ |
| - elevation | ୮୭୭ m (୨,୮୭୭ ft) |
| - coordinates | 20°07′N 81°55′E / 20.11°N 81.91°E |
| Mouth | |
| - location | False Point, କେନ୍ଦ୍ରାପଡ଼ା, Delta, ଓଡ଼ିଶା, ଭାରତ |
| - elevation | ୦ m (୦ ft) |
| Length | ୮୫୮ km (୫୩୩ mi) |
| Basin | ୧,୪୧,୬୦୦ km2 (୫୪,୬୭୨ sq mi) |
| Discharge | for False Point, ଓଡ଼ିଶା |
| - average | ୨,୧୧୯ m3/s (୭୪,୮୩୨ cu ft/s) |
| - max | ୫୬,୭୦୦ m3/s (୨୦,୦୨,୩୪୨ cu ft/s) |
ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । [୧] ଏହା ପାରାଦ୍ବୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗର ରେ ପଡିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି. । ବୌଦ୍ଧ ଜିଲ୍ଲାର ସୁନାଖଣିଆରୁ ଦଶପଲ୍ଲାର ବଡମୂଳ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟିକରିଛି । ଏହାକୁ ସାତକୋଶିଆ ଗଣ୍ଡ କୁହାଯାଏ । ଓଡ଼ିଶା ଭିତରେ ତେଲ୍ ଓ ଇବ୍ ମହାନଦୀର ଦୁଇଟି ଉପନଦୀ । ଏହାର ଶାଖାନଦୀମାନ ହେଲେ କାଠଯୋଡି, କୁଆଖାଇ,ବିରୁପା, ଦେବୀ,ଦୟା,ଭାର୍ଗବୀ,କୁଶଭଦ୍ରା, ଧନୁଆ ଓ ଲୁଣୀ ।
ବିଷୟସୂଚୀ |
ପୌରାଣିକ [ସମ୍ପାଦନା]
କୁହାଯାଏ ପ୍ରାଚୀନ କାଳରେ ମହାନଦୀର ନାମ ଚିତ୍ରୋତ୍ପଳା ଥିଲା । ପୁରାଣ ଅନୁସାରେ ମହାନଦୀ ଓ ତାର ଉପନଦୀ ପ୍ରାଚୀନ ଶୁକ୍ଲମତ ପର୍ବତରୁ ବାହାରିଥିଲା । ଭିଷ୍ମପର୍ବରେ ବର୍ଣ୍ଣନା ଅନୁସାରେ ଚିତ୍ରୋତ୍ପଳାର ପାଣି ଭାରତୀୟମାନେ ପିଉଥିଲେ । ଅର୍ଥାତ ମହାଭାରତ ସମୟରେ ମହାନଦୀ କୂଳରେ ଆର୍ଯ୍ୟମାନେ ରହୁଥିଲେ ।
ବ୍ୟବହାର [ସମ୍ପାଦନା]
ବନ୍ୟା ନିୟନ୍ତ୍ରଣ,ଜଳ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଉଦ୍ଧେଶ୍ୟରେ ହିରାକୁଦ ଠାରେ ଏକ ଡ୍ୟାମ୍ ଓ ଜୋବ୍ରା ଠାରେ ଏକ ବ୍ୟାରେଜ୍ ନିର୍ମାଣ କରାଯାଇ କୂତ୍ରିମ ଜଳଭଣ୍ଡାର ସୃଷ୍ଟି କରାଯାଇଛି ।
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Mahanadi River ଉପରେ ମାଧ୍ୟମ ରହିଅଛି |
- Bargarh district topography
- Burnt paddy and dead fish
- Orissa Govt. blamed for declining quality of river water
- Mahanadi River
|
|||||