ଭାରତୀୟ ଜନତା ପାର୍ଟି
|
|
This article does not cite any references or sources. Please help improve this article by adding citations to reliable sources. Unsourced material may be challenged and removed. |
| ଭାରତୀୟ ଜନତା ପାର୍ଟି | |
|---|---|
| Chairperson | ରାଜନାଥ ସିଂହ |
| Parliamentary Chairperson | ଲାଲକୃଷ୍ଣ ଆଡଭାନୀ |
| Leader in Lok Sabha | ସୁଷମା ସ୍ଵରାଜ (Leader of Opposition) |
| Leader in Rajya Sabha | ଅରୁଣ ଜେଟଲୀ (Leader of Opposition) |
| Founded | ୬ ଅପ୍ରେଲ ୧୯୮୦ |
| Preceded by | ଭାରତୀୟ ଜନସଂଘ |
| Headquarters | 11 Ashoka Road, New Delhi, 110001 |
| Newspaper | କମଳ ସନ୍ଦେଶ |
| Youth wing | ଭାରତୀୟ ଜନ ଯୁବ ମୋର୍ଚା |
| Women's wing | ଭାଜପା ମହିଳା ମୋର୍ଚା |
| Peasant's wing | ଭାରତୀୟ କିଶାନ ସଂଘ |
| Ideology | Indian Nationalism Integral humanism Economic liberalism Gandhian Socialism[ଆଧାର ଲୋଡ଼ା] Conservatism Social conservatism |
| Political position | Centre-right |
| International affiliation | None |
| Official colours | Saffron |
| ECI Status | ଜାତୀୟ ଦଳ |
| Alliance | National Democratic Alliance (NDA) |
| Seats in Lok Sabha |
୧୧୪ / ୫୪୫
|
| Seats in Rajya Sabha |
୪୯ / ୨୪୫
|
| Election symbol | |
| Website | |
| bjp.org | |
| This article is part of a series about Bharatiya Janata Party |
||
|---|---|---|
| Bharatiya Jana Sangh · History of the BJP · Organisation of the BJP · Bharatiya Janata Yuva Morcha · Bharatiya Mazdoor Sangh · Bharatiya Kisan Sangh · BJP Mahila Morcha · BJP Minority Morcha · List of MP in the 14th Lok Sabha | ||
ଭାରତୀୟ ଜନତା ପାର୍ଟି ଭାରତର ଏକ ରାଜନୈତିକ ଦଳ । ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ । ତେବେ କେବଳ ଆରଏସ୍ଏସ୍ ର ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ୟ ଏପରି ଚିନ୍ତା କରିଥାନ୍ତି । କିନ୍ତୁ ସଂଘର ସ୍ଵୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି । କାରଣ ସେମାନଙ୍କ ହୃଦୟରେ କୌଣସି ଦ୍ଵନ୍ଦ ନଥାଏ ଯେ, ଆରଏସ୍ ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ । ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ୟ ଏହା ସ୍ଵୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ ।
ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ଵୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ ଶ୍ରୀଲଙ୍କାଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ ଚୀନ ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମୀ ଭାରତବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ଼ ନିକଟରେ ଶିଥିଳ ପଡିଯାଇଥିଲା । ତେବେ ହଜାରେ ବର୍ଷ ଧରି ଏହି ଝଡ଼ ଯୋଗୁଁ ଭାରତ ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ୟ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ଵାମୀ ଦୟାନନ୍ଦ ଓ ସ୍ଵାମୀ ବିବେକାନନ୍ଦଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ୟ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ ମହାତ୍ମା ଗାନ୍ଧୀଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କ ଦ୍ଵାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସ୍ ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କ ଦ୍ଵାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା । ଏହା ଭାରତରେ ଥିବା ମୁସଲମାନ ସଂପ୍ରଦାୟର ବିରୋଧି ନୁହଁ । ଏହି ପ୍ରସଙ୍ଗରେ ଆରଏସ୍ଏସ୍ ର ଆଭିମୁଖ୍ୟ ସମସ୍ତଙ୍କୁ ନ୍ୟାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି । ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ୟ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ । ଅତଏବ ଧାର୍ମିକ ବିଶ୍ଵାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ ।
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Bharatiya Janata Party ଉପରେ ମାଧ୍ୟମ ରହିଅଛି |
Organisations
- Bharatiya Janata Party — Official website
- Akhil Bharatiya Vidyarthi Parishad
- Bharatiya Janata Yuva Morcha
- BJP India
- Punjab BJP
- BJP Punjab
General
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |