"ଖୋର୍ଦ୍ଧା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ r2.6.5) (Robot: Adding hi, it, mr, nl, pnb, ru
୧୨୮ କ ଧାଡ଼ି: ୧୨୮ କ ଧାଡ଼ି:


[[en:Khordha district]]
[[en:Khordha district]]
[[hi:खोर्धा जिला]]
[[it:Distretto di Khordha]]
[[mr:खोर्दा जिल्हा]]
[[nl:Khordha (district)]]
[[pnb:ضلع کھوردا]]
[[ru:Кхурда (округ)]]

୨୩:୧୦, ୨୧ ସେପ୍ଟେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଖୋର୍ଦ୍ଧା ଜିଲ୍ଲା
ଜିଲ୍ଲା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭାଖୋର୍ଦ୍ଧା
ଭାଷାଓଡ଼ିଆ, ଇଂରାଜୀ
ବିଧାନସଭା୮ଟି ଆସନ
 
  • ୧. ଜୟଦେବ
    ୨. ଭୁବନେଶ୍ବର(ମଧ୍ୟ)
    ୩. ଭୁବନେଶ୍ବର(ଉତ୍ତର)
    ୪. ଭୁବନେଶ୍ବର(ଏକାମ୍ର)
    ୫. ଜଟଣି
    ୬. ବେଗୁନିଆ
    ୭. ଖୋର୍ଦ୍ଧା
    ୮. ଚିଲିକା
Area
 • ଜିଲ୍ଲା2,887.5 km2 (1,114.9 sq mi)
Population
 (୨୦୧୧)
 • ଜିଲ୍ଲା୨୨୪୬୩୪୧
 • Rankଓଡ଼ିଶାରେ ପଞ୍ଚମ (୫/୩୦)
 • Density799/km2 (2,070/sq mi)
 • Urban
୧୦୮୦୭୨୧
 • Rural
୧୧୬୫୬୨୦
 • ୬ ବର୍ଷରୁ କମ ଶିଶୁ
୨୨୨୨୭୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୧ xxx
ତାର (ଏସ୍.ଟି.ଡ଼ି)୦୬୭୪
ଯାନବାହାନ ପଞ୍ଚୀକରଣOR-02
WebsiteOfficial website

ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।

ଇତିହାସ

୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା | ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା |

ଭୂଗୋଳ

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି୤

ଅବସ୍ଥିତି

ମୁଖ୍ୟ ନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [୧]ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି [୨] |

  • ପୁରୁଷ: ୧୧,୬୬,୯୪୯
  • ମହିଳା: ୧୦,୭୯,୩୯୨
    • ଛ ବର୍ଷରୁ କମ: ୨,୨୨,୨୭୫
  • ପଢୁଆ ହାର: ୮୭.୫୧%
    • ପୁରୁଷ: ୯୨.୫୫%
    • ମହିଳା: ୮୨.୦୬%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ବର ଓ ୨. ଖୋର୍ଦ୍ଧା |
  • ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ବର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
  • ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ବର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ ୤
  • ଗ୍ରାମ ପଞ୍ଚାୟତ: ୧୫୨
  • ଗ୍ରାମ: ୧,୫୬୭
  • ସହର: ୫
    • ମହାନଗର ନିଗମ:୧: ଭୁବନେଶ୍ବର
    • ପୌରପାଳିକା:୨: ଖୋର୍ଦ୍ଧା, ଜଟଣି
    • ବିଜ୍ଞାପିତ ଅଞ୍ଚଳ ପରିଷଦ:୨: ବାଣପୁର, ବାଲୁଗାଁ,

ରାଜନୀତି

ଲୋକସଭା ନିର୍ବାଚନ ମଣ୍ଡଳୀ

ବିଧାନସଭା ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଜୟଦେବ (୧୧୧)
  2. ଭୁବନେଶ୍ବର(ମଧ୍ୟ) (୧୧୨)
  3. ଭୁବନେଶ୍ବର(ଉତ୍ତର) (୧୧୩)
  4. ଭୁବନେଶ୍ବର(ଏକାମ୍ର) (୧୧୪)
  5. ଜଟଣି (୧୧୫)
  6. ବେଗୁନିଆ (୧୧୬)
  7. ଖୋର୍ଦ୍ଧା (୧୧୭)
  8. ଚିଲିକା (୧୧୮)

ଦର୍ଶନୀୟ ସ୍ଥାନ

ଆଧାର

ବାହାର ଲିଙ୍କ

  1. ଖୋର୍ଦ୍ଧା ଜିଲ୍ଲାର ସରକାରୀ ପୃଷ୍ଠା
  2. orissadiaryରେ ଖୋର୍ଦ୍ଧା ଜିଲ୍ଲା
  3. orissa.oriyaonline.comରେ ଖୋର୍ଦ୍ଧା ଜିଲ୍ଲା