ରତି ରଞ୍ଜନ ମିଶ୍ର
ଦେଖଣା
(Rati Ranjan Mishraରୁ ଲେଉଟି ଆସିଛି)
ରତି ରଞ୍ଜନ ମିଶ୍ର | |
---|---|
ଜନ୍ମ | ରତି ରଞ୍ଜନ ମିଶ୍ର ୧ ଅକ୍ଟୋବର ୧୯୫୨ |
ମୃତ୍ୟୁ | ୧୯ ମଇ ୨୦୦୫ | (ବୟସ ୫୨)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର( ଇଂରାଜୀ) |
ଶିକ୍ଷାନୁଷ୍ଠାନ | ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା |
ବୃତ୍ତି(ସମୂହ) | ନାଟ୍ୟକାର, ନିର୍ଦ୍ଦେଶକ ଆକାଶବାଣୀ କଟକ |
ବୈବାହିକ-ସାଥୀ | ମିନତି ମିଶ୍ର |
ପିତାମାତା(s) | ପଣ୍ଡିତ ପଦ୍ମନାଭ ମିଶ୍ର ସୁଷମା ମିଶ୍ର |
ରତି ରଞ୍ଜନ ମିଶ୍ର (୧ ଅକ୍ଟୋବର ୧୯୫୨–୧୯ ମଇ ୨୦୦୫) ଜଣେ ଭାରତୀୟ ଓଡ଼ିଆ ନାଟ୍ୟକାର[୧] ଓ ଆକାଶବାଣୀ କଟକର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୫୨ ମସିହାରେ, କେନ୍ଦୁଝର ଜିଲ୍ଲାର ଭୋଳାନୂଆଁ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପଦ୍ମନାଭ ମିଶ୍ର ଓ ମାତାଙ୍କ ନାମ ସୁଷମା ମିଶ୍ର ଥିଲା । ପିଲାଟି ଦିନରୁ ନାଟକ ପ୍ରତି ତାଙ୍କର ରୂଚି ରହିଥିଲା ଓ ସେ ୧୯୭୪ ମସିହାରେ ସେ ନାଟକ ରଚନା ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେ ଦୂରଦର୍ଶନ କେନ୍ଦ୍ର, କଟକରେ ଜଣେ ପ୍ରଯୋଜନା ସହକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୮୦ ମସିହାରେ, ସେ ଆକାଶବାଣୀ କଟକର ପ୍ରୋଗ୍ରାମ ଏକଜିକ୍ୟୁଟିଭ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ରତି ରଞ୍ଜନ, ପ୍ରାୟ ପଚାଶରୁ ଅଧିକ ନାଟକ ରଚନା କରିଥିଲେ ।
ରତି ରଞ୍ଜନଙ୍କଦ୍ୱାରା ଲିଖିତ ନାଟକ 'କଥା କହୁଥିଲେ ସରିବନି', 'ମା' ଦୂରଦର୍ଶନରେ ଏବଂ 'ଜୀବନ ଯମୁନା' ଇ ଟିଭିରେ ପ୍ରସାରିତ ହୋଇଥିଲା । [୨]
ସାହିତ୍ୟ କୃତି
[ସମ୍ପାଦନା]- ଦେଖ ବର୍ଷା ଆସୁଛି
- ସୀତା[୩]
- ଅସ୍ତଗାମୀ
- ଅରୁଣ ରଙ୍ଗର ପକ୍ଷୀ[୪]
- ସତର୍କ ସଂଘମିତ୍ରା
- ଅତି ଆତଙ୍କିତ କଥା
- ଶୀତଳ ହୁଅନ୍ତା ସୂର୍ଯ୍ୟ
- ତତେ ମୁଁ ଝୁରେ ରାତିଦିନ
- ଛବିର ମଣିଷ
- ରୁଦ୍ଧଦ୍ୱାର[୫]
- ନୋ ଟବାକୋ(NO TOBACO)[୬]
- ସୀତା[୭]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୭(ନାଟକ 'ଦେଖ ବର୍ଷା ଆସୁଛି' ପାଇଁ) [୮][୯]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୩('ସୀତା' ନାଟକ ପାଇଁ) [୧୦]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ Ananda Lal (2009). Theatres of India: a concise companion. Oxford University Press. ISBN 978-0-19-569917-3. Retrieved 4 October 2012.
- ↑ http://www.odisha.com/20050519/fullstory/AIR.radio.html
- ↑ http://iitbbs.academia.edu/SubhenduMund/Papers/1798627/MYTH_AS_CONTINUITY
- ↑ "ଆର୍କାଇଭ୍ କପି". Archived from the original on 2015-11-17. Retrieved 2016-03-11.
{{cite web}}
: Cite has empty unknown parameter:|1=
(help) - ↑ Kala Vikash Kendra, Cuttack (1997). Journal. Retrieved 4 October 2012.
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2012-10-04.
{{cite web}}
: Cite has empty unknown parameter:|1=
(help) - ↑ Sangeet Natak Akademi (1995). Sangeet natak. Retrieved 4 October 2012.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
- ↑ "ଆର୍କାଇଭ୍ କପି". Archived from the original on 2012-04-10. Retrieved 2012-10-04.
{{cite web}}
: Cite has empty unknown parameter:|1=
(help) - ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf