ପଦ୍ମଜ ପାଳ
ଦେଖଣା
(Padmaja Palରୁ ଲେଉଟି ଆସିଛି)
ପଦ୍ମଜ ପାଳ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କୁସିଂଗା,ଜଗତସିଂହପୁର | ୪ ନଭେମ୍ବର ୧୯୪୬
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ପି.ଏଚ. ଡି (ଆସଥେଟିକ ଏକ୍ସପେରିଅନ୍ସ), ଉତ୍କଳ ବିଶ୍ୱବିଦ୍ୟାଳୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ଦୁର୍ଗ ପତନର ବେଳ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦସ୍ତଖତ |
ପଦ୍ମଜ ପାଳ (ଜନ୍ମ: ୦୪ ନଭେମ୍ବର ୧୯୪୬) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଔପନ୍ୟାସିକ ଓ ଗାଳ୍ପିକ ।[୧]
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ପଦ୍ମଜ ପାଳ ୧୯୪୬ ମସିହା ନଭେମ୍ବର ମାସ ୪ ତାରିଖରେ, ଜଗତସିଂହପୁର ଜିଲ୍ଲାର କୁସିଂଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କୁସିଂଗା ଉ.ପ୍ରା ବିଦ୍ୟାଳୟରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି, କାଦୁଅପଡା଼ର ଗାଦିବ୍ରହ୍ମ ବିଦ୍ୟାପୀଠରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ 'ଆସଥେଟିକ ଏକ୍ସପେରିଅନ୍ସ' ସନ୍ଧର୍ଭରେ ପି.ଏଚ.ଡି ମଧ୍ୟ ଲାଭ କରିଛନ୍ତି ।
ସାହିତ୍ୟକୃତି
[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
|
ଗଳ୍ପ ସଂକଳନ[ସମ୍ପାଦନା]
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ (ଦୁର୍ଗ ପତନର ବେଳ)[୩][୪]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୧
ଆଧାର
[ସମ୍ପାଦନା]- ↑ http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL069
- ↑ କଥା ପେବୃଆରି ୨୦୧୪ରେ ପ୍ରକାଶିତ ପଦ୍ମଜ ପାଳଙ୍କର ଆଶିଷ ଗଡ଼ନାୟକଙ୍କଦ୍ୱାରା ସାକ୍ଷାତକାର
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 8 October 2020. Retrieved 5 December 2020.
- ↑ http://orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf