Jump to content

ପଦ୍ମଜ ପାଳ

ଉଇକିପିଡ଼ିଆ‌ରୁ
(Padmaja Palରୁ ଲେଉଟି ଆସିଛି)
ପଦ୍ମଜ ପାଳ
ଜନ୍ମ ଓ ଜନ୍ମସ୍ଥାନ (1946-11-04) ୪ ନଭେମ୍ବର ୧୯୪୬ (ବୟସ ୭୯)
କୁସିଂଗା, କାଦୁଅପଡ଼ା,ଜଗତସିଂହପୁର
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାପି.ଏଚ. ଡି (ଆସଥେଟିକ ଏକ୍ସପେରିଅନ୍ସ), ଉତ୍କଳ ବିଶ୍ୱବିଦ୍ୟାଳୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଦୁର୍ଗ ପତନର ବେଳ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦସ୍ତଖତ

ପଦ୍ମଜ ପାଳ (ଜନ୍ମ: ୦୪ ନଭେମ୍ବର ୧୯୪୬) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଔପନ୍ୟାସିକ ଓ ଗାଳ୍ପିକ ।[୧]

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

ପଦ୍ମଜ ପାଳ ୧୯୪୬ ମସିହା ନଭେମ୍ବର ମାସ ୪ ତାରିଖରେ, ଜଗତସିଂହପୁର ଜିଲ୍ଲାର କାଦୁଅପଡ଼ା ଅନ୍ତର୍ଗତ କୁସିଂଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ କୁସିଂଗା ଉ.ପ୍ରା ବିଦ୍ୟାଳୟରୁ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି, କାଦୁଅପଡା଼ର ଗାଦିବ୍ରହ୍ମ ବିଦ୍ୟାପୀଠରୁ ମାଟ୍ରିକ, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ 'ଆସଥେଟିକ ଏକ୍ସପେରିଅନ୍ସ' ସନ୍ଧର୍ଭରେ ପି.ଏଚ.ଡି ମଧ୍ୟ ଲାଭ କରିଛନ୍ତି ।

ସାହିତ୍ୟକୃତି

[ସମ୍ପାଦନା]

ପଦ୍ମଜ ପାଳ  (ଛବି)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. ↑ http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL069
  2. ↑ "ସମସ୍ତଙ୍କର ଯୋଗ୍ୟତା ନାହିଁ ଭଲ ଜିନିଷକୁ ଭଲ କହିବା". https://sambadepaper.com/. 2018-11-12. Retrieved 2026-08-03. {{cite web}}: External link in |website= (help)
  3. ↑ କଥା ପେବୃଆରି ୨୦୧୪ରେ ପ୍ରକାଶିତ ପଦ୍ମଜ ପାଳଙ୍କର ଆଶିଷ ଗଡ଼ନାୟକଙ୍କଦ୍ୱାରା ସାକ୍ଷାତକାର
  4. ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 8 October 2020. Retrieved 5 December 2020.
  5. ↑ http://orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf