୨୭ ନଭେମ୍ବର
ଦେଖଣା
(November 27ରୁ ଲେଉଟି ଆସିଛି)
<< | ନଭେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | |||||
୩ | ୪ | ୫ | ୬ | ୭ | ୮ | ୯ |
୧୦ | ୧୧ | ୧୨ | ୧୩ | ୧୪ | ୧୫ | ୧୬ |
୧୭ | ୧୮ | ୧୯ | ୨୦ | ୨୧ | ୨୨ | ୨୩ |
୨୪ | ୨୫ | ୨୬ | ୨୭ | ୨୮ | ୨୯ | ୩୦ |
୨୦୨୪ |
November 27 in recent years |
୨୦୨୩ (ସୋମବାର) |
୨୦୨୨ (ରବିବାର) |
୨୦୨୧ (ଶନିବାର) |
୨୦୨୦ (ଶୁକ୍ରବାର) |
୨୦୧୯ (ବୁଧବାର) |
୨୦୧୮ (ମଙ୍ଗଳବାର) |
୨୦୧୭ (ସୋମବାର) |
୨୦୧୬ (ରବିବାର) |
୨୦୧୫ (ଶୁକ୍ରବାର) |
୨୦୧୪ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୭ ନଭେମ୍ବର ବର୍ଷର ୩୩୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୩୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୪ ଦିନ ବାକି ଅଛି ।
ଜନ୍ମ
[ସମ୍ପାଦନା]- ୧୯୦୭ – ହରିବଂଶ ରାୟ ବଚ୍ଚନ, ଭାରତୀୟ କବି (ମୃତ୍ୟୁ: ୧୮ ଜାନୁଆରୀ ୨୦୦୩)
- ୧୯୨୯ – ଭାଗବତ ପ୍ରସାଦ ମହାନ୍ତି, ଓଡ଼ିଶା ବିଧାନ ସଭା ସଭ୍ୟ ଓ ମନ୍ତ୍ରୀ (ମୃତ୍ୟୁ: ୮ ଡିସେମ୍ବର ୨୦୧୯)
- ୧୯୩୩ – ଖଗେଶ୍ୱର ମହାପାତ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସମାଲୋଚକ (ମୃତ୍ୟୁ: ୧୯ ଜୁଲାଇ ୨୦୧୭)
- ୧୯୩୪ – ନାଗଭୂଷଣ ପଟ୍ଟନାୟକ କମ୍ୟୁନିଷ୍ଟ ନେତା (ମୃତ୍ୟୁ: ୯ ଅକ୍ଟୋବର, ୧୯୯୮)
- ୧୯୪୮ – ମନୋରମା ବିଶ୍ୱାଳ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବୀ
ମୃତ୍ୟୁ
[ସମ୍ପାଦନା]- ୧୮୫୨ – ଏଡା ଲଭ୍ଲେସ୍, ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର (ଜନ୍ମ: ୧୦ ଡିସେମ୍ବର ୧୮୧୫)
- ୨୦୦୮ – ବିଶ୍ୱନାଥ ପ୍ରତାପ ସିଂହ, ଭାରତର ଭୂତପୂର୍ବ ପ୍ରଧାନ ମନ୍ତ୍ରୀ (ଜନ୍ମ: ୨୫ ଜୁନ ୧୯୩୧)
- ୨୦୧୫ – ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୩୧)
ପର୍ବପର୍ବାଣି
[ସମ୍ପାଦନା]ଘଟଣାବଳୀ
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୭ ନଭେମ୍ବର
ବାବଦରେ ମାଧ୍ୟମ ରହିଛି ।