ହରିବଂଶ ରାୟ ବଚ୍ଚନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ହରିବଂଶ ରାୟ ବଚ୍ଚନ
father of sri AMITABH BACCHAN
ଜନ୍ମ ହରିବଂଶ ରାୟ ବଚ୍ଚନ ଶ୍ରୀବାସ୍ତବ
୨୭ ନଭେମ୍ବର ୧୯୦୭(1907-11-27)
ଆଲାହାବାଦ,ଉତ୍ତର ପ୍ରଦେଶ
ମୃତ୍ୟୁ ୧୮ ଜାନୁଆରୀ, ୨୦୦୩ (୯୫ ବର୍ଷ)
ମୁମ୍ବାଇ, ଭାରତ
ବୃତ୍ତି ଲେଖକ, ସାହିତ୍ୟିକ
ଶିକ୍ଷାନୁଷ୍ଠାନ St Catharine's College, Cambridge
ଜୀବନ ସାଥି Shyama (1926–1936)
Teji Bachchan (1941–2007)
ସନ୍ତାନ ଅମିତାଭ ବଚ୍ଚନ, ଅଜିତାଭ ବଚ୍ଚନ

ଦସ୍ତଖତ

ହରିବଂଶ ରାୟ ବଚ୍ଚନ (୨୭ ନଭେମ୍ବର ୧୯୦୭-୧୮ ଜାନୁଆରି ୨୦୦୩) ଜଣେ ଜଣାଶୁଣା ଭାରତୀୟ କବି ଥିଲେ । ତାହାଙ୍କ ରଚନାବଳୀ ୨୦ଶ ଶତକର ଆରମ୍ଭରେ ଭାରତୀୟ ହିନ୍ଦୀ କବିତାର ଛାୟାବାଦ କାଳର । ସେ କବି ସମ୍ମିଳନୀରେ ଜଣେ ଜଣାଶୁଣା କବି ମଧ୍ୟ ଥିଲେ । ସେ ମଧୁଶାଳା କବିତାଗ୍ରନ୍ଥ ନିମନ୍ତେ ଜଣାଶୁଣା ।[୧] ସେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଙ୍କ ପିତା ଅଟନ୍ତି ।

ପ୍ରାଥମିକ ଜୀବନ[ସମ୍ପାଦନା]

ପରିବାର[ସମ୍ପାଦନା]

ସାହିତ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Harivanshrai Bachchan, 1907-2003 Obituary, Frontline, (The Hindu), February 01 - 14, 2003.