ଭାଗବତ ପ୍ରସାଦ ମହାନ୍ତି

ଉଇକିପିଡ଼ିଆ‌ରୁ
ଭାଗବତ ପ୍ରସାଦ ମହାନ୍ତି
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀସରୋଜକାନ୍ତ କାନୁନଗୋ
ପର ଅଧିକାରୀବେଦ ପ୍ରକାଶ ଅଗ୍ରୱାଲ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଇନ୍ଦ୍ରମଣି ରାଉତ
ପର ଅଧିକାରୀବେଦ ପ୍ରକାଶ ଅଗ୍ରୱାଲ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀବେଦ ପ୍ରକାଶ ଅଗ୍ରୱାଲ
ପର ଅଧିକାରୀବେଦ ପ୍ରକାଶ ଅଗ୍ରୱାଲ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929 -11-27)୨୭ ନଭେମ୍ବର ୧୯୨୯
ମୃତ୍ୟୁ୮ ଡିସେମ୍ବର ୨୦୧୯(2019-12-08) (ବୟସ ୯୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀକଲ୍ୟାଣି ମହାନ୍ତି
ବାପା/ବୋଉସୂର୍ଯ୍ୟମଣି ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଭାଗବତ ପ୍ରସାଦ ମହାନ୍ତି (୨୭ ନଭେମ୍ବର ୧୯୨୯ - ୮ ଡିସେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସେ ୫ମ୯ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭାଗବତ ପ୍ରସାଦ ମହାନ୍ତି ୧୯୨୯ ମସିହା ନଭେମ୍ବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ମହାନ୍ତି ଏବଂ ପତ୍ନୀଙ୍କ ନାମ କଲ୍ୟାଣି ମହାନ୍ତି ।[୧] ଭାଗବତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭାଗବତ ପ୍ରସାଦ ମହାନ୍ତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ[ସମ୍ପାଦନା]

ଭାଗବତ ପ୍ରସାଦ ମହାନ୍ତି ୨୦୧୯ ମସିହାର ଡିସେମ୍ବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬][୭][୮][୯] ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Bhagabat Prasad Mohanty". odishaassembly.nic.in. Odisha Assembly. Retrieved 1 January 2020. {{cite web}}: Cite has empty unknown parameter: |dead-url= (help)
  2. "Orissa Assembly Election Results in 1971". www.elections.in. Retrieved 23 October 2019.
  3. "Orissa Assembly Election Results in 1985". www.elections.in. Retrieved 23 October 2019.
  4. "Orissa Assembly Election Results in 1995". www.elections.in. Retrieved 23 October 2019.
  5. "Bhagabat Prasad Mohanty". www.odishahelpline.com. Retrieved 8 December 2019.
  6. "Former Odisha Minister Bhagabat Prasad Mohanty No More". Kalinga TV. 8 December 2019. Retrieved 8 December 2019.
  7. "Former Odisha Minister Bhagabat Mohanty Passes Away". Sambad English. 8 December 2019. Retrieved 8 December 2019.
  8. "Former Odisha Min Bhagabat Mohanty Passes Away". Pragativadi. 8 December 2019. Retrieved 8 December 2019.
  9. "ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ : କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ଜଡ଼ିତ ଥିଲେ ଭାଗବତ ପ୍ରସାଦ". Kanak News. 8 December 2019. Retrieved 8 December 2019.