ବୌଦ୍ଧ ଜିଲ୍ଲା
ଦେଖଣା
(Boudh districtରୁ ଲେଉଟି ଆସିଛି)
ବୌଦ୍ଧ | |
|---|---|
ଜିଲ୍ଲା | |
ଓଡ଼ିଶାରେ ଅବସ୍ଥାନ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକ ସଭା | କନ୍ଧମାଳ |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନ ସଭା | ୨ଟି ଆସନ
|
| Area | |
| • ଜିଲ୍ଲା | 3098 km2 (1,196 sq mi) |
| Population (୨୦୧୧) | |
| • ଜିଲ୍ଲା | ୪୩୯୯୧୭ |
| • Density | 136/km2 (350/sq mi) |
| • Urban | ୨୦୪୩୫ |
| • Rural | ୪୧୯୪୮୨ |
| • ୬ ବର୍ଷରୁ କମ ଶିଶୁ | ୫୯୦୯୪ |
| Time zone | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୨ ୦xx |
| ତାର (ଏସ୍.ଟି.ଡ଼ି) | +୦୬୮୪x |
| ଯାନବାହାନ ପଞ୍ଚୀକରଣ | OD-27 |
| ଜିଲ୍ଲାପାଳ | ପ୍ରଶାନ୍ତ କୁମାର ପ୍ରଧାନ |
| Website | Official website |
ବୌଦ୍ଧ ଜିଲ୍ଲା, ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ଭୂଗୋଳ
[ସମ୍ପାଦନା]ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଆୟତନ ୩,୦୯୮ ବର୍ଗ କିମି
ଅବସ୍ଥିତି
[ସମ୍ପାଦନା]- ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା
- ଦକ୍ଷିଣରେ କନ୍ଧମାଳ ଜିଲ୍ଲା
- ପୂର୍ବରେ ନୟାଗଡ଼ ଜିଲ୍ଲା
- ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି
ମୁଖ୍ୟ ନଦୀ ଓ ଶାଖାନଦୀ
[ସମ୍ପାଦନା]- ମହାନଦୀ
- ତେଲନଦୀ
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକସଂଖ୍ୟା ୪,୩୯,୯୧୭ ।[୧]
- ପୁରୁଷ: ୨,୨୦,୯୯୩
- ମହିଳା: ୨,୧୮,୯୨୪
- ଛ ବର୍ଷରୁ କମ: ୫୯,୦୯୪
- ପଢୁଆ ହାର ୭୨.୫୧%
- ପୁରୁଷ: ୮୪.୪୯%
- ମହିଳା: ୬୦.୪୪%
ବିଧାନ ସଭା ନିର୍ବାଚନ ମଣ୍ଡଳୀ
[ସମ୍ପାଦନା]- କଣ୍ଟାମାଳ(୦୮୫)
- ବୌଦ୍ଧ (୦୮୬)