୧୯୮୦
Jump to navigation
Jump to search
| ଶତାବ୍ଦୀ: | ୧୯ଶ ଶତାବ୍ଦୀ – ୨୦ଶ ଶତାବ୍ଦୀ – ୨୧ଶ ଶତାବ୍ଦୀ |
|---|---|
| ଦଶନ୍ଧି: | ୧୯୫୦ ଦଶକ ୧୯୬୦ ଦଶକ ୧୯୭୦ ଦଶକ – ୧୯୮୦ ଦଶକ – ୧୯୯୦ ଦଶକ ୨୦୦୦ ଦଶକ ୨୦୧୦ ଦଶକ |
| ବର୍ଷ: | ୧୯୭୭ ୧୯୭୮ ୧୯୭୯ – ୧୯୮୦ – ୧୯୮୧ ୧୯୮୨ ୧୯୮୩ |
୧୯୮୦ (MCMLXXX) ଗ୍ରେଗୋରି ପାଞ୍ଜି ଅନୁସାରେ ମଙ୍ଗଳବାର ଦିନ ଆରମ୍ଭ ହେଇଥିବା ଏକ ଅଧିବର୍ଷ, ମସିହା (Common Era- CE) ଓ ଖ୍ରୀଷ୍ଟାବ୍ଦ (Anno Domini- AD) ମାନ୍ୟତା ଅନୁସାରେ ୧୯୮୦ତମ ବର୍ଷ, ୨ୟ ଶହସ୍ରାବ୍ଦର ୯୮୦ତମ ବର୍ଷ, ୨୦ଶ ଶତାବ୍ଦୀର ୮୦ତମ ବର୍ଷ, ଏବଂ ୧୯୮୦ ଦଶକର ୧ମ ବର୍ଷ ଥିଲା ।