୨୦୦୯
Jump to navigation
Jump to search
| ଶତାବ୍ଦୀ: | ୨୦ଶ ଶତାବ୍ଦୀ – ୨୧ଶ ଶତାବ୍ଦୀ – ୨୨ଶ ଶତାବ୍ଦୀ |
|---|---|
| ଦଶନ୍ଧି: | ୧୯୭୦ ଦଶକ ୧୯୮୦ ଦଶକ ୧୯୯୦ ଦଶକ – ୨୦୦୦ ଦଶକ – ୨୦୧୦ ଦଶକ ୨୦୨୦ ଦଶକ ୨୦୩୦ ଦଶକ |
| ବର୍ଷ: | ୨୦୦୬ ୨୦୦୭ ୨୦୦୮ – ୨୦୦୯ – ୨୦୧୦ ୨୦୧୧ ୨୦୧୨ |
୨୦୦୯ (MMIX) ଗ୍ରେଗୋରି ପାଞ୍ଜି ଅନୁସାରେ ଗୁରୁବାର ଦିନ ଆରମ୍ଭ ହେଇଥିବା ଏକ ସାଧାରଣ ବର୍ଷ, ମସିହା (Common Era- CE) ଓ ଖ୍ରୀଷ୍ଟାବ୍ଦ (Anno Domini- AD) ମାନ୍ୟତା ଅନୁସାରେ ୨୦୦୯ତମ ବର୍ଷ, ୩ୟ ଶହସ୍ରାବ୍ଦର ୯ମ ବର୍ଷ, ୨୧ଶ ଶତାବ୍ଦୀର ୯ମ ବର୍ଷ, ଏବଂ ୨୦୦୦ ଦଶକର ୧୦ମ and last ବର୍ଷ ଥିଲା ।