ବିଶ୍ୱ

ଉଇକିପିଡ଼ିଆ‌ରୁ

ଉଭୟ ବସ୍ତୁଶକ୍ତି (matter and energy) ଏହି ବିଶାଳ ବିଶ୍ୱର ସଂରଚନା କରନ୍ତି । ଆମେ ସମସ୍ତେ ଏହାର ଅଂଶ ବିଶେଷ ଅଟୁ । ବିଶ୍ୱର ସଂଜ୍ଞା[୧] ଭିନ୍ନ ଭିନ୍ନ କ୍ଷେତ୍ରରେ ଅଲଗା ଭାବେ ପ୍ରକାଶ କରାଯାଇଥାଏ । ଏହା ପୃଥିବୀ , ସୌରଜଗତ , ସମଗ୍ର ଜୀବଜଗତ , ଛାୟାପଥ , ନକ୍ଷେତ୍ର , ଗ୍ରହାଣୁ ପୁଞ୍ଜର ସମାହାର ।

ଦ୍ୱନ୍ଦ[ସମ୍ପାଦନା]

ବିଶ୍ୱ ଓ ବ୍ରହ୍ମାଣ୍ଡ ଭିତରେ ପାର୍ଥକ୍ୟ ଅଧିକାଂଶ ସମୟରେ ଦ୍ୱନ୍ଦ[୨]ରେ ପକାଇଥାଏ । ଇଂରାଜୀରେ world, ଓଡ଼ିଆରେ ବିଶ୍ୱ ସହ ସବୁ କ୍ଷେତ୍ରରେ ସମାର୍ଥବୋଧକ ନୁହଁ । କିନ୍ତୁ କିଛି ଅନୁବାଦରେ ଏହା ବ୍ୟବହାର କରାଯାଏ । ଅନେକାଂଶରେ ଏହା ଇଂରାଜୀ universe ସହ ସମାନ , କିନ୍ତୁ ସମସ୍ତ କ୍ଷେତ୍ରରେ ନୁହେଁ ।

ଆଧାର[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]