୨୦୦୪
Jump to navigation
Jump to search
| ଶତାବ୍ଦୀ: | ୨୦ଶ ଶତାବ୍ଦୀ – ୨୧ଶ ଶତାବ୍ଦୀ – ୨୨ଶ ଶତାବ୍ଦୀ |
|---|---|
| ଦଶନ୍ଧି: | ୧୯୭୦ ଦଶକ ୧୯୮୦ ଦଶକ ୧୯୯୦ ଦଶକ – ୨୦୦୦ ଦଶକ – ୨୦୧୦ ଦଶକ ୨୦୨୦ ଦଶକ ୨୦୩୦ ଦଶକ |
| ବର୍ଷ: | ୨୦୦୧ ୨୦୦୨ ୨୦୦୩ – ୨୦୦୪ – ୨୦୦୫ ୨୦୦୬ ୨୦୦୭ |
୨୦୦୪ (MMIV) ଗ୍ରେଗୋରି ପାଞ୍ଜି ଅନୁସାରେ ଗୁରୁବାର ଦିନ ଆରମ୍ଭ ହେଇଥିବା ଏକ ଅଧିବର୍ଷ, ମସିହା (Common Era- CE) ଓ ଖ୍ରୀଷ୍ଟାବ୍ଦ (Anno Domini- AD) ମାନ୍ୟତା ଅନୁସାରେ ୨୦୦୪ତମ ବର୍ଷ, ୩ୟ ଶହସ୍ରାବ୍ଦର ୪ର୍ଥ ବର୍ଷ, ୨୧ଶ ଶତାବ୍ଦୀର ୪ର୍ଥ ବର୍ଷ, ଏବଂ ୨୦୦୦ ଦଶକର ୫ମ ବର୍ଷ ଥିଲା ।