ସମୟ ବଡ଼ ବଳବାନ
ଦେଖଣା
ସମୟ ବଡ଼ ବଳବାନ | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
ପ୍ରଯୋଜକ | ଧୀର ବିଶ୍ୱାଳ |
ଚିତ୍ରନାଟ୍ୟ | ଶିଶିର ମିଶ୍ର |
କାହାଣୀ | ଶିଶିର ମିଶ୍ର |
କଳାକାର | ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ୱେତା ରାୟ, ଝରଣା ଦାସ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ରାଜନ କିନ୍ନାଗି, ଦିଲୀପ ଦତ୍ତ |
ସମ୍ପାଦକ | ଶ୍ରୀକାନ୍ତ ତେଲଙ୍ଗ |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସମୟ ବଡ଼ ବଳବାନ, ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର ।[୧][୨]
ଅଭିନୟ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ସମୟ ବଡ଼ ବଳବାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି[୩]
- ଶ୍ରୀରାମ ପଣ୍ଡା
- ଧୀର ବିଶ୍ୱାଳ
- ମହାଶ୍ୱେତା ରାୟ
- ଶିଶିର ମିଶ୍ର
- ଜୟୀରାମ ସାମଲ
- ଦୁଃଖୀରାମ ସ୍ୱାଇଁ
- ରୋଜାରମଣୀ
- ହେମନ୍ତ ଦାସ[୪]
- ଝରଣା ଦାସ
- ନରେନ୍ଦ୍ର କୁମାର ବେହେରା (ନରି)
- ଶ୍ୟାମଳେନ୍ଦୁମୀରା ମହାନ୍ତି
- ମୀରା ମହାନ୍ତି
ଆଧାର
[ସମ୍ପାଦନା]- ↑ "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]
- ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସମୟ ବଡ଼ ବଳବାନ