ବୀରକିଶୋର ପାଢ଼ୀ
ଦେଖଣା
ବୀରକିଶୋର ପାଢ଼ୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କୋତପୁର, ଧର୍ମଶାଳା, ଯାଜପୁର, ଓଡ଼ିଶା | ୧୧ ଅଗଷ୍ଟ ୧୯୩୦
ମୃତ୍ୟୁ | ୬ ସେପ୍ଟେମ୍ବର ୨୦୧୦ କଟକ | (ବୟସ ୮୦)
ବୃତ୍ତି | ଶିଶୁ ସାହିତ୍ୟିକ ଓ ଶିକ୍ଷକ |
ଭାଷା | ଓଡ଼ିଆ |
ସାହିତ୍ୟ କୃତି | "ମୋ ମିତ:ମୋ ଗୀତ" (ଅନୁବାଦ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୩ |
ବୀରକିଶୋର ପାଢ଼ୀ (୧୧ ଅଗଷ୍ଟ ୧୯୩୦ - ୬ ସେପ୍ଟେମ୍ବର ୨୦୧୦) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ ଓ ଶିକ୍ଷକ । ସେ ନିଜର ଶିଶୁ ସାହିତ୍ୟ ପୁସ୍ତକ ମୋ ମିତ:ମୋ ଗୀତ ପାଇଁ ୨୦୦୩ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବୀରକିଶୋର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର, ଶିକ୍ଷାରେ ସ୍ନାତକ ଶିକ୍ଷା ପ୍ରାପ୍ତ । ପ୍ରଧାନ ଶିକ୍ଷକ ଭାବେ ଅବସରପ୍ରାପ୍ତ ବୀରକିଶୋର ଗାଁ ଭୂଇଁ ପତ୍ରିକାର ସମ୍ପାଦକ ଥିଲେ ।[୨][୩]
ରଚନାବଳୀ
[ସମ୍ପାଦନା]- କୁଟାକାଠି
- ଜାଗାଳାଈ ଜ୍ୟୋତି
- ଅନାବନା କବିତା
- ବନ୍ଦନା
- ମାଟି ସ୍ୱର୍ଗ
- ସୋରିଷ ଫୁଲ
- ସଂସ୍କୃତିର ସଂକେତ
- କୁଆଁତାରା
- ଜଣାଣ ଜ୍ୟୋତି
- କୁନିମୁନି କବିତା
- ମୋ ମିତ:ମୋ ଗୀତ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜ୍ୟ ଶିଶୁ ସାହିତ୍ୟ ପୁରସ୍କାର ୧୯୬୨
- ବିଷୁବ ମିଳନ ପୁରସ୍କାର ୧୯୭୦
- ଏନସିଆରଟି ପୁରସ୍କାର ୧୯୭୮
- ରାଜ୍ୟ ଶିଶୁ ମେଳା ପୁରସ୍କାର ୧୯୯୨
- ସ୍ୱତନ୍ତ୍ର ବିଷୁବ ପୁରସ୍କାର ୧୯୯୪
- ପ୍ରଜାତନ୍ତ୍ର ପୁରସ୍କାର ୧୯୯୭
- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମୋ ମିତ:ମୋ ଗୀତ ପାଇଁ ୨୦୦୩
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award10.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୦୮୫. ISBN 81-903352-0-0.
- ↑ 81-903352-0-0ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୨୪. ISBN 81-7400-331-2.