ରାଜୀବ ଗାନ୍ଧୀ
ଦେଖଣା
ରାଜୀବ ଗାନ୍ଧୀ | |
|---|---|
୧୯୮୯ ସମୟରେ ଗାନ୍ଧୀ | |
| ଷଷ୍ଠ ଭାରତର ପ୍ରଧାନମନ୍ତ୍ରୀ | |
| କାର୍ଯ୍ୟକାଳ ୩୧ ଅକ୍ଟୋବର ୧୯୮୪ – ୨ ଡିସେମ୍ବର୧୯୮୯ | |
| ରାଷ୍ଟ୍ରପତି | ଜୈଲ ସିଂହ ରାମସ୍ୱାମୀ ଭେଙ୍କଟରମଣ |
| ପୂର୍ବ ଅଧିକାରୀ | ଇନ୍ଦିରା ଗାନ୍ଧୀ |
| ପର ଅଧିକାରୀ | ବିଶ୍ୱନାଥ ପ୍ରତାପ ସିଂହ |
| Minister of External Affairs | |
| କାର୍ଯ୍ୟକାଳ ୨୫ ଜୁଲାଇ ୧୯୮୭ – ୨୫ ଜୁନ ୧୯୮୮ | |
| ପୂର୍ବ ଅଧିକାରୀ | ଏନ.ଡି.ତିୱ୍ଆରୀ |
| ପର ଅଧିକାରୀ | ପି.ଭି. ନରସିଂହ ରାଓ |
| କାର୍ଯ୍ୟକାଳ ୩୧ ଅକ୍ଟୋବର ୧୯୮୪ – ୨୫ ସେପ୍ଟେମ୍ବର ୧୯୮୫ | |
| ପୂର୍ବ ଅଧିକାରୀ | ଇନ୍ଦିରା ଗାନ୍ଧୀ |
| ପର ଅଧିକାରୀ | ବଳି ରାମ ଭଗତ |
| Minister of Finance | |
| କାର୍ଯ୍ୟକାଳ ୨୪ ଜାନୁଆରୀ ୧୯୮୭ – ୨୫ ଜୁଲାଇ ୧୯୮୭ | |
| ପୂର୍ବ ଅଧିକାରୀ | ବିଶ୍ୱନାଥ ପ୍ରତାପ ସିଂହ |
| ପର ଅଧିକାରୀ | ଏନ.ଡି.ତିୱ୍ଆରୀ |
| Minister of Defence | |
| କାର୍ଯ୍ୟକାଳ ୨୫ ସେପ୍ଟେମ୍ବର ୧୯୮୫ – ୨୪ ଜାନୁଆରୀ ୧୯୮୭ | |
| ପୂର୍ବ ଅଧିକାରୀ | ପି.ଭି. ନରସିଂହ ରାଓ |
| ପର ଅଧିକାରୀ | ବିଶ୍ୱନାଥ ପ୍ରତାପ ସିଂହ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ରାଜୀବ ଗାନ୍ଧୀ ୨୦ ଅଗଷ୍ଟ ୧୯୪୪ Bombay, Bombay Presidency, British Raj (Now Mumbai, Maharashtra, India) |
| ମୃତ୍ୟୁ | ୨୧ ମଇ ୧୯୯୧ (ବୟସ ୪୬) ସ୍ପିପେରୁମ୍ବୁଦୁର, ତାମିଲ ନାଡୁ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ସୋନିଆ ଗାନ୍ଧୀ |
| ସନ୍ତାନ | ରାହୁଲ ପ୍ରିୟଙ୍କା |
| ଶିକ୍ଷାନୁଷ୍ଠାନ | Trinity College, Cambridge Imperial College, London |
ରାଜୀବ ଗାନ୍ଧୀ, ଭାରତର ଷଷ୍ଠ ପ୍ରଧାନ ମନ୍ତ୍ରୀ । ରାଜୀବ ଗାନ୍ଧୀ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଓ ଜବାହରଲାଲ ନେହେରୁଙ୍କ ନାତି। ୧୯୮୪ ମସିହା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାପରେ ରାଜୀବ ଗାନ୍ଧୀ ବହୁ ଜନମତଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ।
ପରିବାର ଓ ପ୍ରାଥମିକ ଜୀବନ
[ସମ୍ପାଦନା]ରାଜନୈତିକ ଜୀବନ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]- A Profile
- Press Brief in Archived 2018-01-09 at the Wayback Machine.
- TERRORIST AND DISRUPTIVE ACTIVITIES (PREVENTION) ACT, 1987
- QRZ Ham Radio Callsign Database – VU2RG
- Rajiv Gandhi Memorial SEANET Convention
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |