ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା
ଦେଖଣା
(ଭାରତର ପ୍ରଧାନମନ୍ତ୍ରୀ ମାନଙ୍କର ତାଲିକାରୁ ଲେଉଟି ଆସିଛି)
ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବ୍ୟକ୍ତିବିଶେଷ ।
ସଂ | ନାମ | ଛବି | କାର୍ଯ୍ୟଗ୍ରହଣ | କାର୍ଯ୍ୟତ୍ୟାଗ | କାର୍ଯ୍ୟକାଳ | ଜନ୍ମ | ମୃତ୍ୟୁ | ଦଳ |
---|---|---|---|---|---|---|---|---|
୧ | ଜବାହରଲାଲ ନେହେରୁ | ![]() |
୧୫ ଅଗଷ୍ଟ ୧୯୪୭ c | ୨୯ ମେ ୧୯୬୪ 1 | ୧୬ ବର୍ଷ ୨୮୬ ଦିନ | ୧୪ ନଭେମ୍ବର ୧୮୮୯ | ୨୭ ମେ ୧୯୬୪ | ଭାରତୀୟ ଜାତୀୟ କଂଗ୍ରେସ |
*ଗୁଲଜାରିଲାଲ ନନ୍ଦା | ୨୭ ମେ ୧୯୬୪ | ୯ ଜୁନ ୧୯୬୪ * | ୪ ଜୁଲାଇ ୧୮୯୮ | ୧୫ ଜାନୁଆରୀ ୧୯୯୮ | ଭାରତୀୟ ଜାତୀୟ କଂଗ୍ରେସ | |||
୨ | ଲାଲ ବାହାଦୁର ଶାସ୍ତ୍ରୀ | ୯ ଜୁନ ୧୯୬୪ | ୧୧ ଜାନୁଆରୀ ୧୯୬୬ 1 | ୨ ଅକ୍ଟୋବର ୧୯୦୪ | ୧୧ ଜାନୁଆରୀ ୧୯୬୬ | ଭାରତୀୟ ଜାତୀୟ କଂଗ୍ରେସ | ||
*ଗୁଲଜାରିଲାଲ ନନ୍ଦା | ୧୧ ଜାନୁଆରୀ ୧୯୬୬ | ୨୪ ଜାନୁଆରୀ ୧୯୬୬ * | ୪ ଜୁଲାଇ ୧୮୯୮ | ୧୫ ଜାନୁଆରୀ ୧୯୯୮ | ଭାରତୀୟ ଜାତୀୟ କଂଗ୍ରେସ | |||
୩ | ଇନ୍ଦିରା ଗାନ୍ଧୀ | ![]() |
୨୪ ଜାନୁଆରୀ ୧୯୬୬ 2 c | ୨୪ ମାର୍ଚ୍ଚ ୧୯୭୭ | ୧୯ ନଭେମ୍ବର ୧୯୧୭ | ୩୧ ଅକ୍ଟୋବର ୧୯୮୪ | ଭାରତୀୟ ଜାତୀୟ କଂଗ୍ରେସ | |
୪ | ମୋରାରଜୀ ଦେଶାଇ | ![]() |
୨୪ ମାର୍ଚ୍ଚ ୧୯୭୭ | ୨୮ ଜୁଲାଇ ୧୯୭୯ 4 | ୨୯ ଫେବ୍ରୁଆରୀ ୧୮୯୬ | ୧୦ ଅପ୍ରେଲ ୧୯୯୫ | ଜନତା ଦଳ | |
*ଚରଣ ସିଂହ | 100px | ୨୮ ଜୁଲାଇ ୧୯୭୯ | ୧୪ ଜାନୁଆରୀ ୧୯୮୦ 3 | ୨୩ ଡିସେମ୍ବର ୧୯୦୨ | ୨୯ ମେ ୧୯୮୭ | ଜନତା ଦଳ | ||
୩ | ଇନ୍ଦିରା ଗାନ୍ଧୀ | ![]() |
୧୪ ଜାନୁଆରୀ ୧୯୮୦ 2 | ୩୧ ଅକ୍ଟୋବର ୧୯୮୪ 1 | ୧୯ ନଭେମ୍ବର ୧୯୧୭ | ୩୧ ଅକ୍ଟୋବର ୧୯୮୪ | ଭାରତୀୟ ଜାତୀୟ କଂଗ୍ରେସ | |
୫ | ରାଜୀବ ଗାନ୍ଧୀ | ![]() |
୩୧ ଅକ୍ଟୋବର ୧୯୮୪ c | ୨ ଡିସେମ୍ବର ୧୯୮୯ | ୨୦ ଅଗଷ୍ଟ ୧୯୪୪ | ୨୧ ମେ ୧୯୯୧ | ଭାରତୀୟ ଜାତୀୟ କଂଗ୍ରେସ | |
୬ | ବିଶ୍ୱନାଥ ପ୍ରତାପ ସିଂହ | ![]() |
୨ ଡିସେମ୍ବର ୧୯୮୯ | ୧୦ ନଭେମ୍ବର ୧୯୯୦ 3 | ୨୫ ଜୁନ ୧୯୩୧ | ୨୭ ନଭେମ୍ବର ୨୦୦୮ | ଜନତା ଦଳ | |
*ଚନ୍ଦ୍ର ଶେଖର | 100px | ୧୦ ନଭେମ୍ବର ୧୯୯୦ | ୨୧ ଜୁନ ୧୯୯୧ | ୧ ଜୁଲାଇ ୧୯୨୭ | ୮ ଜୁଲାଇ ୨୦୦୭ | ସମାଜବାଦୀ ଜନତା ଦଳ | ||
୭ | ପି.ଭି. ନରସିଂହ ରାଓ | ![]() |
୨୧ ଜୁନ ୧୯୯୧ c | ୧୬ ମେ ୧୯୯୬ | ୨୮ ଜୁନ ୧୯୨୧ | ୨୩ ଡିସେମ୍ବର ୨୦୦୪ | ଭାରତୀୟ ଜାତୀୟ କଂଗ୍ରେସ | |
୮ | ଅଟଳ ବିହାରୀ ବାଜପେୟୀ | ![]() |
୧୬ ମେ ୧୯୯୬ | ୧ ଜୁନ ୧୯୯୬ 3</sup> | ୨୫ ଡିସେମ୍ବର ୧୯୨୪ | ଜୀବିତ | ଭାରତୀୟ ଜନତା ପାର୍ଟି | |
୯ | ଏଚ.ଡି. ଦେବଗୌଡ଼ା | ୧ ଜୁନ ୧୯୯୬ | ୨୧ ଅପ୍ରେଲ ୧୯୯୭ 3 | ୧୮ ମେ ୧୯୩୩ | ଜୀବିତ | ଜନତା ଦଳ | ||
*ଇନ୍ଦ୍ର କୁମାର ଗୁଜରାଲ | ![]() |
୨୧ ଅପ୍ରେଲ ୧୯୯୭ | ୧୯ ମାର୍ଚ୍ଚ ୧୯୯୮ | ୪ ଡିସେମ୍ବର ୧୯୧୯ | ୩୦ ନଭେମ୍ବର ୨୦୧୨ | ଜନତା ଦଳ | ||
୮ | ଅଟଳ ବିହାରୀ ବାଜପେୟୀ | ![]() |
୧୯ ମାର୍ଚ୍ଚ ୧୯୯୮ c | ୨୨ ମେ ୨୦୦୪ | ୨୫ ଡିସେମ୍ବର ୧୯୨୪ | ଜୀବିତ | ଭାରତୀୟ ଜନତା ପାର୍ଟି | |
୧୦ | ଡଃ ମନମୋହନ ସିଂହ | ![]() |
୨୨ ମେ ୨୦୦୪ | ୨୬ ମେ ୨୦୧୪c | ୨୬ ସେପ୍ଟେମ୍ବର ୧୯୩୨ | ଜୀବିତ | ଭାରତୀୟ ଜାତୀୟ କଂଗ୍ରେସ | |
୧୧ | ନରେନ୍ଦ୍ର ମୋଦୀ | ![]() |
୨୬ ମେ ୨୦୧୪ | ପଦସ୍ଥ | ୧୭ ସେପ୍ଟେମ୍ବର ୧୯୫୦ | ଜୀବିତ | ଭାରତୀୟ ଜନତା ପାର୍ଟି |
ସଙ୍କେତ
[ସମ୍ପାଦନା]- * କାମଚଳା - ଶ୍ରୀ ଗୁଲଜାରିଲାଲ ନନ୍ଦା, ଚାରଣ ସିଂ, ଚନ୍ଦ୍ରଶେଖର, ଇନ୍ଦ୍ର କୁମାର ଗୁଜୁରାଲ, କାମଚଳା ଥିଲେ। ଶ୍ରୀ ନନ୍ଦା ପ୍ରଧାନ ମନ୍ତ୍ରୀ ପଦବୀ ପାଇଁ ଶପଥ ପାଠ କରିଥିଲେ। କାମଚଳା ପ୍ରଧାନ ମନ୍ତ୍ରୀ ଭଳି ପଦବୀ ସମ୍ବନ୍ଧରେ ଭାରତୀୟ ସମ୍ବିଧାନରେ କେଉଁଠି କିଛି ଉଲ୍ଲେଖ ନାହିଁ। ବରଂ ସମ୍ବିଧାନରେ କାମଚଳା ରାଷ୍ଟ୍ରପତି ସମ୍ବନ୍ଧରେ ଉଲ୍ଲେଖ ରହିଛି, ଯିଏ ରାଷ୍ଟ୍ରପତି ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଥାନ୍ତି।
c-ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଥିଲେ
- ୧ ନିହତ କିମ୍ବା କାର୍ଯ୍ୟରତ ଅବସ୍ଥାରେ ମୃତ
- ୨ କାର୍ଯ୍ୟରେ ପୁନଃ ପ୍ରବେଶ
- ୩ ତ୍ୟାଗ ପତ୍ର ଦେଇଥିବା
- ୪ ଅନାସ୍ଥା ପ୍ରସ୍ତାବ ପରେ ରାଷ୍ଟ୍ରପତିଙ୍କଦ୍ୱାରା ବହିଷ୍କୃତ