ରାଜୀବ ଗାନ୍ଧୀ

ଉଇକିପିଡ଼ିଆ‌ରୁ
ରାଜୀବ ଗାନ୍ଧୀ
୧୯୮୯ ସମୟରେ ଗାନ୍ଧୀ
ଷଷ୍ଠ ଭାରତର ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୩୧ ଅକ୍ଟୋବର ୧୯୮୪ – ୨ ଡିସେମ୍ବର୧୯୮୯
ରାଷ୍ଟ୍ରପତିଜୈଲ ସିଂହ
ରାମସ୍ୱାମୀ ଭେଙ୍କଟରମଣ
ପୂର୍ବ ଅଧିକାରୀଇନ୍ଦିରା ଗାନ୍ଧୀ
ପର ଅଧିକାରୀବିଶ୍ୱନାଥ ପ୍ରତାପ ସିଂହ
Minister of External Affairs
କାର୍ଯ୍ୟକାଳ
୨୫ ଜୁଲାଇ ୧୯୮୭ – ୨୫ ଜୁନ ୧୯୮୮
ପୂର୍ବ ଅଧିକାରୀଏନ.ଡି.ତିୱ୍ଆରୀ
ପର ଅଧିକାରୀପି.ଭି. ନରସିଂହ ରାଓ
କାର୍ଯ୍ୟକାଳ
୩୧ ଅକ୍ଟୋବର ୧୯୮୪ – ୨୫ ସେପ୍ଟେମ୍ବର ୧୯୮୫
ପୂର୍ବ ଅଧିକାରୀଇନ୍ଦିରା ଗାନ୍ଧୀ
ପର ଅଧିକାରୀବଳି ରାମ ଭଗତ
Minister of Finance
କାର୍ଯ୍ୟକାଳ
୨୪ ଜାନୁଆରୀ ୧୯୮୭ – ୨୫ ଜୁଲାଇ ୧୯୮୭
ପୂର୍ବ ଅଧିକାରୀବିଶ୍ୱନାଥ ପ୍ରତାପ ସିଂହ
ପର ଅଧିକାରୀଏନ.ଡି.ତିୱ୍ଆରୀ
Minister of Defence
କାର୍ଯ୍ୟକାଳ
୨୫ ସେପ୍ଟେମ୍ବର ୧୯୮୫ – ୨୪ ଜାନୁଆରୀ ୧୯୮୭
ପୂର୍ବ ଅଧିକାରୀପି.ଭି. ନରସିଂହ ରାଓ
ପର ଅଧିକାରୀବିଶ୍ୱନାଥ ପ୍ରତାପ ସିଂହ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ରାଜୀବ ଗାନ୍ଧୀ

(1944-08-20)୨୦ ଅଗଷ୍ଟ ୧୯୪୪
Bombay, Bombay Presidency, British Raj
(Now Mumbai, Maharashtra, India)
ମୃତ୍ୟୁ୨୧ ମଇ ୧୯୯୧(1991-05-21) (ବୟସ ୪୬)
ସ୍ପିପେରୁମ୍ବୁଦୁର, ତାମିଲ ନାଡୁ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୋନିଆ ଗାନ୍ଧୀ
ସନ୍ତାନରାହୁଲ
ପ୍ରିୟଙ୍କା
ଶିକ୍ଷାନୁଷ୍ଠାନTrinity College, Cambridge
Imperial College, London

ରାଜୀବ ଗାନ୍ଧୀ, ଭାରତର ଷଷ୍ଠ ପ୍ରଧାନ ମନ୍ତ୍ରୀ । ରାଜୀବ ଗାନ୍ଧୀ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଓ ଜବାହରଲାଲ ନେହେରୁଙ୍କ ନାତି। ୧୯୮୪ ମସିହା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାପରେ ରାଜୀବ ଗାନ୍ଧୀ ବହୁ ଜନମତଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ହେଇଥିଲେ।

ପରିବାର ଓ ପ୍ରାଥମିକ ଜୀବନ[ସମ୍ପାଦନା]

ରାଜନୈତିକ ଜୀବନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]