Jump to content

ମଦର ଟେରେସା

ଉଇକିପିଡ଼ିଆ‌ରୁ
ମଦର୍ ଟେରେସା
କଲିକତାର ସେଣ୍ଟ୍ ଟେରେସା
ଚାରିଟି ମିଶନାରୀ
ଏକ ଜୀବନ ପରବର୍ତ୍ତୀ ସଭାରେ ମଦର୍ ଟେରେସା
ପଶ୍ଚିମ ଜର୍ମାନୀର ବନ୍ରେ, ୧୯୮୬
Consecrated ଧାର୍ମିକ, ନନ୍
Bornଆନ୍‌ଜେଜେ ଗୋନ୍‌କ୍ସେ ବୋଜାକ୍ସ୍‌ହିଉ
(1910-08-26)୨୬ ଅଗଷ୍ଟ ୧୯୧୦
ଉସ୍କୁପ୍, କୋସୋଭୋ ଭିଲାୟେତ୍, ଅଟ୍ଟୋମାନ୍ ସାମ୍ରାଜ୍ୟ
(ବର୍ତ୍ତମାନ ସ୍କୋପ୍‌ଜେ, ମାସିଡ଼ୋନିଆ ସାଧାରଣତନ୍ତ୍ର)
Died୫ ସେପ୍ଟେମ୍ବର ୧୯୯୭(1997-09-05) (ବୟସ ୮୭)
କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Venerated inରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ
Beatified୧୯ ଅକ୍ଟୋବର ୨୦୦୩, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଜନ୍ ପଲ୍- ଦ୍ୱିତୀୟ
Canonized୪ ସେପ୍ଟେମ୍ବର ୨୦୧୬, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଫ୍ରାନ୍‌ସିସ୍
Major shrineMother House of the Missionaries of Charity, କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Feast୫ ସେପ୍ଟେମ୍ବର[]
Attributes
Patronage
Mother Teresa
ଧର୍ମRoman Catholicism
ବ୍ୟକ୍ତିଗତ
ଜାତୀୟତାOttoman subject (1910–1912)
Serbian subject (1912–1915)
Bulgarian subject (1915–1918)
Yugoslavian subject (1918–1943)
Yugoslavian citizen (1943–1948)
Indian subject (1948–1950)
Indian citizen(1950–1997)
Albanian citizen[] (1991–1997)
Senior posting
ଉପାଧିSuperior general
Period in office1950–1997
ପରSr. Nirmala Joshi, MC

ମଦର ଟେରେସା, (ଜନ୍ମ: Anjezë Gonxhe Bojaxhiu; Albanian: 26 ଅଗଷ୍ଟ ୧୯୧୦ - ୫ ସେପ୍ଟେମ୍ବର ୧୯୯୭ ) ଜଣେ ଆଲବାନିଆନ - ଭାରତୀୟ ରୋମାନିଆନ କ୍ଯାଥଲିକ ନନ ଥିଲେ। ସେ ସ୍କୋପ୍ଯେଠାରେ ଜନ୍ମଗ୍ରହଣ କରିଥିଲେ। ମାସେଡୋନିଆରେ ୧୮ ବର୍ଷ ରହିଲା ପରେ ସେ ଆୟାରଲ୍ଯାଣ୍ଡ ଆସିଥିଲେ ଓ ମୃତ୍ୟୁ ଯାଏଁ ଭାରତରେ ରହିଥିଲେ ।

ଟେରେସା ନିଜ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହେଇଥିଲେ, ସେ ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚଦ୍ୱାରା ସନ୍ଥର ମାନ୍ୟତା ପାଇଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୨୬ ଅଗଷ୍ଟ ୧୯୧୦ରେ କୋସୋଭାର ଆଲବାନିଆନ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯାହା ସ୍କୋପ୍ଜେ, ଅଟୋମାନ୍ ସାମ୍ରାଜ୍ୟରେ (ଏବେ ଉତ୍ତର ମାସିଡୋନିଆର ରାଜଧାନୀ) ଅବସ୍ଥିତ ଥିଲା ।[] ସେ ଜନ୍ମର ପରବର୍ତ୍ତୀ ଦିନ ସ୍କୋପ୍ଜେରେ ଖ୍ରୀଷ୍ଟ ଧର୍ମରେ ଦିକ୍ଷିତ ହୋଇଥିଲେ । ପରେ ସେ ୨୭ ଅଗଷ୍ଟ, ଯେଉଁ ଦିନେ ସେ ଖ୍ରୀଷ୍ଟ ଧର୍ମରେ ଦିକ୍ଷିତ ହୋଇଥିଲେ, ସେହି ଦିନକୁ ନିଜର "ପ୍ରକୃତ ଜନ୍ମଦିନ" ବୋଲି ମନେ କରିଥିଲେ ।

ସେ ନିକୋଲ୍ ଏବଂ ଡ୍ରାନାଫାଇଲ୍ ବୋଯାଝିଉ (ବେର୍ନାଇ) ଙ୍କ କନିଷ୍ଠ ସନ୍ତାନ ଥିଲେ । ତାଙ୍କ ପିତା, ଅଟୋମାନ୍ ମାସିଡୋନିଆରେ ଆଲବାନିଆନ୍ ସମୁଦାୟର ରାଜନୈତିକ କାର୍ଯ୍ୟକ୍ରମରେ ଜଡିତ ଥିଲେ । ସେ ୧୯୧୯ରେ ବେଲଗ୍ରେଡକୁ ଏକ ରାଜନୈତିକ ସଭା ପାଇଁ ଯିବାପରେ, ସର୍ବିଆନ୍ ଏଜେଣ୍ଟମାନଙ୍କ ଦ୍ୱାରା ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଏ । ସେତେବେଳକୁ ଟେରେସାଙ୍କ ବୟସ ଥିଲା ମାତ୍ର ଆଠ ବର୍ଷ । ସେ ପ୍ରିଜ୍ରେନ୍ (ଏବେର କୋସୋଭୋ) ରେ ଜନ୍ମ ନେଇଥିଲେ, କିନ୍ତୁ ତାଙ୍କ ପରିବାର ମିର୍ଦିତା (ବର୍ତ୍ତମାନ ଆଲବାନିଆ) ରୁ ଥିଲେ ।

  1. "Canonisation of Mother Teresa – September 4th". Diocese of Killala. September 2016. Archived from the original on 8 September 2016. Retrieved 4 September 2016.
  2. Manik Banerjee (6 ସେପ୍ଟେମ୍ବର 2017). "Vatican declares Mother Teresa a patron saint of Calcutta". Associated Press, ABC News.com. Archived from the original on 6 ସେପ୍ଟେମ୍ବର 2017. Retrieved 6 ସେପ୍ଟେମ୍ବର 2017.
  3. "Mother Teresa to be named co-patron of Calcutta Archdiocese on first canonization anniversary". First Post. 4 September 2017. Retrieved 5 September 2017.
  4. shqiptare, bota. "Kur Nënë Tereza vinte në Tiranë/2". Archived from the original on 2016-09-18. Retrieved 2017-03-02.
  5. "Mother Teresa - Biographical". web.archive.org. 2014-10-11. Archived from the original on 2014-10-11. Retrieved 2025-03-27.{{cite web}}: CS1 maint: bot: original URL status unknown (link)
  • ଇଣ୍ଟରନେଟ ମୁଭି ଡାଟାବେସରେ Mother Teresa