ମଦର ଟେରେସା

ଉଇକିପିଡ଼ିଆ ରୁ
Jump to navigation Jump to search
ମଦର୍ ଟେରେସା
କଲିକତାର ସେଣ୍ଟ୍ ଟେରେସା
ଚାରିଟି ମିଶନାରୀ
MotherTeresa 094.jpg
ଏକ ଜୀବନ ପରବର୍ତ୍ତୀ ସଭାରେ ମଦର୍ ଟେରେସା
ପଶ୍ଚିମ ଜର୍ମାନୀର ବନ୍ରେ, ୧୯୮୬
Consecrated ଧାର୍ମିକ, ନନ୍
Born ଆନ୍‌ଜେଜେ ଗୋନ୍‌କ୍ସେ ବୋଜାକ୍ସ୍‌ହିଉ
୨୬ ଅଗଷ୍ଟ ୧୯୧୦(1910-08-26)
ଉସ୍କୁପ୍, କୋସୋଭୋ ଭିଲାୟେତ୍, ଅଟ୍ଟୋମାନ୍ ସାମ୍ରାଜ୍ୟ
(ବର୍ତ୍ତମାନ ସ୍କୋପ୍‌ଜେ, ମାସିଡ଼ୋନିଆ ସାଧାରଣତନ୍ତ୍ର)
Died ୫ ସେପ୍ଟେମ୍ବର ୧୯୯୭ (୮୭ ବର୍ଷ)
କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Venerated in ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚ
Beatified ୧୯ ଅକ୍ଟୋବର ୨୦୦୩, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଜନ୍ ପଲ୍- ଦ୍ୱିତୀୟ
Canonized ୪ ସେପ୍ଟେମ୍ବର ୨୦୧୬, ସେଣ୍ଟ୍ ପିଟର୍‌ସ ସ୍କୋୟାର୍, ଭାଟିକାନ୍ ସିଟି by ପୋପ୍ ଫ୍ରାନ୍‌ସିସ୍
Major shrine Mother House of the Missionaries of Charity, କଲିକତା, ପଶ୍ଚିମ‌ବଙ୍ଗ, ଭାରତ
Feast ୫ ସେପ୍ଟେମ୍ବର[୧]
Attributes
Patronage
Mother Teresa
Religion Roman Catholicism
Personal
Nationality Ottoman subject (1910–1912)
Serbian subject (1912–1915)
Bulgarian subject (1915–1918)
Yugoslavian subject (1918–1943)
Yugoslavian citizen (1943–1948)
Indian subject (1948–1950)
Indian citizen[୪] (1950–1997)
Albanian citizen[୫] (1991–1997)
Senior posting
Title Superior general
Period in office 1950–1997
Successor Sr. Nirmala Joshi, MC

ମଦର ଟେରେସା, (ଜନ୍ମ: Anjezë Gonxhe Bojaxhiu; Albanian: 26 ଅଗଷ୍ଟ ୧୯୧୦ - ୫ ସେପ୍ଟେମ୍ବର ୧୯୯୭ ) ଜଣେ ଆଲବାନିଆନ - ଭାରତୀୟ ରୋମାନିଆନ କ୍ଯାଥଲିକ ନନ ଥିଲେ। ସେ ସ୍କୋପ୍ଯେଠାରେ ଜନ୍ମ ଗ୍ରହଣ କରିଥିଲେ। ମାସେଡୋନିଆରେ ୧୮ ବର୍ଷ ରହିଲା ପରେ ସେ ଆୟାରଲ୍ଯାଣ୍ଡ ଆସିଥିଲେ ଓ ମୃତ୍ୟୁ ଯାଏଁ ଭାରତରେ ରହିଥିଲେ ।

ଟେରେସା ନିଜ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହେଇଥିଲେ, ସେ ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚଦ୍ଵାରା ସନ୍ଥର ମାନ୍ୟତା ପାଇଥିଲେ ।

ଆଧାର[ସମ୍ପାଦନା]

  1. "Canonisation of Mother Teresa – September 4th". Diocese of Killala. September 2016. Retrieved 4 September 2016. 
  2. Manik Banerjee (6 September 2017). "Vatican declares Mother Teresa a patron saint of Calcutta". Associated Press, ABC News.com. Archived from the original on 6 September 2017. https://web.archive.org/web/20170906160015/http://abcnews.go.com/International/wireStory/vatican-declares-mother-teresa-patron-saint-calcutta-49651357. Retrieved 6 September 2017. 
  3. "Mother Teresa to be named co-patron of Calcutta Archdiocese on first canonization anniversary". First Post. 4 September 2017. Retrieved 5 September 2017. 
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Cannon2013 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. shqiptare, bota. "Kur Nënë Tereza vinte në Tiranë/2". 

ଅଧିକ ତଥ୍ୟ[ସମ୍ପାଦନା]