ବଲ୍ଲଭଭାଇ ପଟେଲ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସର୍ଦ୍ଦାର ବଲ୍ଲଭଭାଇ ପଟେଲ
વલ્લભભાઈ પટેલ
Sardar patel (cropped).jpg
ଭାରତର ଉପ ପ୍ରଧାନମନ୍ତ୍ରୀ
In office
୧୫ ଅଗଷ୍ଟ ୧୯୪୭ – ୧୫ ଡିସେମ୍ବର ୧୯୫୦
ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁ
ପୂର୍ବ ଅଧିକାରୀ Position established
ପର ଅଧିକାରୀ ମୋରାରଜୀ ଦେଶାଇ
ଗୃହମନ୍ତ୍ରୀ
In office
୧୫ ଡିସେମ୍ବର ୧୯୪୭ – ୧୫ ଡିସେମ୍ବର ୧୯୫୦
ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ
ପୂର୍ବ ଅଧିକାରୀ Position established
ପର ଅଧିକାରୀ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
Personal details
ଜନ୍ମ ୩୧ ଅକ୍ଟୋବର ୧୮୭୫(1875-10-31)
Nadiad, Bombay Presidency, British India (now India)
ମୃତ୍ୟୁ ୧୫ ଡିସେମ୍ବର, ୧୯୫୦ (୭୫ ବର୍ଷ)
ମୁମ୍ବାଇ, ଭାରତ
ଜାତୀୟତା ଭାରତୀୟ
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନ ମଣିବେନ ପଟେଲ, ଧ୍ୟାନଚାନ୍ଦ ପଟେଲ
ଶିକ୍ଷାନୁଷ୍ଠାନ Middle Temple
ପେଷା ଓକିଲ
ଧର୍ମ ହିନ୍ଦୁ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ଓକିଲ ଥିଲେ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । ଭାରତର ସ୍ୱାଧିନତା ସଂଙ୍ଗ୍ରାମରେ ତାଙ୍କ ଭୁମିକା ଗୁରୁତ୍ୱାପୁର୍ଣ ଥିଲା ।

ସେ ଗୁଜରାଟର ଗାଁରେ ବଢିଥିଲେ ।[୧]ସେ ଓକିଲ ଭାବେ ନିୟୋଜିତ ହୋଇଥିଲେ ।

ବାଲ୍ୟ ଜିବନ[ସମ୍ପାଦନା]

Sardar Vallabhai ପଟେଲଙ୍କ ଚିତ୍ର

ତାଙ୍କ ଜନ୍ମ ତାରିଖର କିଛି ପ୍ରମାଣ ନ ଥିଲା ।ସେ ୩୧ ଅକ୍ଟୋବରକୁ ନିଜ ଜନ୍ମ ତାରିଖ ଭାବେ ମାଟ୍ରିକ ପରୀକ୍ଷାରେ ଲେଖିଥିଲେ ।ସେ ପଟେଲ ଜାତିରେ ଜନ୍ମଗ୍ର‌ହଣ କରିଥିଲେ ।[୨] ସେ ନ‌ଦିଆଦ, ପେଟଲାଡ ଓ ବୋରସାଦରେ ସ୍କୁଲରେ ପଢିବାକୁ ଯାଇଥିଲେ । .[୩] ସେ ତାଙ୍କ ମାଟ୍ରିକ ୨୨ ବର୍ଷରେ ପାସ କରିଥିଲେ ।[୪]ସେ ବର୍ଷ ବର୍ଷ ନିଜା ପରିବାରଠାରୁ ଦୁରରେ ରହି ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ ।

ସ୍ୱଶାସନ ପାଇଁ ଲେଢେଇ[ସମ୍ପାଦନା]

ଗୁଜରାଟରେ ସତ୍ୟାଗ୍ରହ[ସମ୍ପାଦନା]

ସ୍ୱଧିନତା ପରର ଜିବନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Lalchand, Kewalram (1977). The Indomitable Sardar. Bharatiya Vidya Bhavan. p. 4. Sardar Vallabhbhai Patel 
  2. Gandhi, Rajmohan (1990). Patel: A Life. India: Navaj. p. 3. OCLC 25788696. 
  3. Gandhi, Rajmohan. Patel: A Life. p. 14. 
  4. Gandhi, Rajmohan. Patel: A Life. p. 13. 

ଅଧିକ ତଥ୍ୟ[ସମ୍ପାଦନା]