ଚନ୍ଦ୍ରଶେଖର ଭେଙ୍କଟ ରମଣ

ଉଇକିପିଡ଼ିଆ‌ରୁ
ଚନ୍ଦ୍ରଶେଖର ଭେଙ୍କଟ ରମଣ
சந்திரசேகர வெங்கட ராமன்
Sir CV Raman.JPG
ଜନ୍ମ ଓ ଜନ୍ମସ୍ଥାନ୭ ନଭେମ୍ବର ୧୮୮୮(1888-11-07)
ମୃତ୍ୟୁ୨୧ ନଭେମ୍ବର ୧୯୭୦(1970-11-21) (ବୟସ ୮୨)
ଜାତୀୟତାIndian
ଶିକ୍ଷାନୁଷ୍ଠାନUniversity of Madras
ପ୍ରସିଦ୍ଧିରମଣ ପ୍ରଭାବ
ଜୀବନସାଥିLokasundari Ammal (1907–1970)
ପୁରସ୍କାରKnight Bachelor (1929)
Nobel Prize in Physics (1930)
Bharat Ratna (1954)
Lenin Peace Prize (1957)

Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରPhysics
କର୍ମାନୁଷ୍ଠାନIndian Finance Department[୧]
University of Calcutta
Indian Association for the Cultivation of Science
Indian Institute of Science
Central College, Bangalore University
Raman Research Institute
ଡକ୍ଟରୀ ଛାତ୍ରG. N. Ramachandran
Vikram Ambalal Sarabhai

ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା ‍‌(ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସି.ଭି ରମଣ ତିରୁଚିରାପଲ୍ଲୀ, ତାମିଲନାଡୁର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚନ୍ଦ୍ରଶେଖର ରାମନାଥନ୍ ଅୟର ଗଣିତ ଓ ଭୌତିକ ବିଜ୍ଞାନର ଅଧ୍ୟାପକ ଥିଲେ ।ତାଙ୍କ ମା ପାର୍ବତୀ ଅମ୍ମାଲ ଜଣେ ସଂସ୍କୃତ ପରିବାରର ମହିଳା ଥିଲେ।

ତାଙ୍କ ପିତା ୧୮୯୨ରେ ଶ୍ରୀମତୀ ଏ ବି ଏନ୍ କଲେଜ, ବିଶାଖାପଟନମ୍ରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ,ତେଣୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସେଠାକାର ଏସ୍ ଏ ଏଙ୍ଗ୍ଲୋ ଇଣ୍ଡିଆନ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ।

ମାତ୍ର ୧୨ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ୧୪ ବର୍ଷ ବୟସରେ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୦୨ରେ ସେ ମାଡ୍ରାସର ପ୍ରେସିଡେନ୍ସି କଲେଜରେ ଯୋଗ ଦେଲେ । ପରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପଢ଼ି ସେଠାରୁ ବି ଏ ଡିଗ୍ରୀ ହାସଲ କଲେ ।ସେଠାରେ ସେ ଭୌତିକ ବିଜ୍ଞାନରେ ପ୍ରଥମ ହେଲେ ଏବଂ ତାଙ୍କୁ ସୁନା ପଦକ ଦିଆଗଲା । ୧୯୦୭ରେ ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଏମ୍ ଏସ୍ ସି ଡିଗ୍ରୀ ହାସଲ କଲେ ।

କର୍ମମୟ ଜୀବନ====କର୍ମମୟ ଜୀବନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. The Nobel Prize in Physics 1930 Sir Venkata Raman, Official Nobel prize biography, nobelprize.org

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Miller, Foil A.; Kauffman, George (1989). "C. V. Raman and the Discovery of the Raman effect". Journal of Chemical Education. 66 (10): 795–801. Bibcode:1989JChEd..66..795M. doi:10.1021/ed066p795.
  • Ramaseshan S: C.V.Raman. Journal of Madras University, section B, Sept.1983, 46(1): 1–16.
  • Scientific Papers of CV Raman, Ed. S Ramaseshan, Indian Academy of Sciences, Bangalore 1988.
  • Sri Kantha S: The discovery of the Raman Effect and its impact in Biological Sciences. European Spectroscopy News, Aug/Sept. 1988, no.80, 20, 22, 24 & 26.
  • Sri Kantha S: Raman's prize. Nature, 1989; 340: 672.
  • Fabelinski I,L. Priority and the Raman Effect. Nature, 1990; 343: 686.
  • "CV Raman centennial issue". Journal of the Indian Institute of Science. 68 (11–12). 1988.

ବାହାର ଲିଙ୍କ[ସମ୍ପାଦନା]