ସଚିନ ତେନ୍ଦୁଲକର

ଉଇକିପିଡ଼ିଆ ରୁ
Jump to navigation Jump to search

ସଚିନ୍ ତେନ୍ଦୁଲକର
MP, BR, AC
Sachin Tendulkar at MRF Promotion Event.jpg
Tendulkar with the ICC Cricket World Cup
ବ୍ୟକ୍ତିଗତ ତଥ୍ୟ
ନାମସଚିନ ରମେଶ ତେନ୍ଦୁଲକର
ଜନ୍ମ (1973-04-24) ୨୪ ଅପ୍ରେଲ ୧୯୭୩ (ବୟସ ୪୮)[୧]
ବମ୍ବେ (now ମୁମ୍ବାଇ), ମହାରାଷ୍ଟ୍ର, India
ଡାକ ନାମTendlya, ଲିଟିଲ ମାଷ୍ଟର,[୧] ମାଷ୍ଟର ବ୍ଲାଷ୍ଟର[୨][୩]
ଉଚ୍ଚତା5 ft 5 in (165 cm)
ବ୍ୟାଟିଂ ପ୍ରକାରଡାହାଣ-ହାତୀ
ବୋଲିଂ ପ୍ରକାରRight-arm medium, leg break, off break
ଭୂମିକାବ୍ୟାଟ୍ସମ୍ୟାନ
ସମ୍ପର୍କୀୟଧର୍ମପତ୍ନୀ: ଅଞ୍ଜଳି ତେନ୍ଦୁଲକର (ବିବାହ ଅସୁବିଧା: ଅବୈଧ ସମୟ ।–ବର୍ତ୍ତମାନ) «Not recognized as a date. Years must have 4 digits (use leading zeros for years < 1000).»"Marriage: ଅଞ୍ଜଳି ତେନ୍ଦୁଲକର to ସଚିନ ତେନ୍ଦୁଲକର" Location: (linkback://or.wikipedia.org/wiki/%E0%AC%B8%E0%AC%9A%E0%AC%BF%E0%AC%A8_%E0%AC%A4%E0%AD%87%E0%AC%A8%E0%AD%8D%E0%AC%A6%E0%AD%81%E0%AC%B2%E0%AC%95%E0%AC%B0)
ଝିଅ: ସାରା ତେନ୍ଦୁଲକର (b. ୧୯୯୭)
ପୁଅ: ଅର୍ଜୁନ ତେନ୍ଦୁଲକର (b. ୧୯୯୯)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ   (cap ୧୮୭)୧୫ ନଭେମ୍ବର ୧୯୮୯ v ପାକିସ୍ତାନ
ଶେଷ ଟେଷ୍ଟ୧୪ ନଭେମ୍ବର ୨୦୦୩ v ୱଷ୍ଟେ ଇଣ୍ଡିଜ୍
ପ୍ରଥମ ଦିନିକିଆ   (cap ୭୪)୧୮ ଡିସେମ୍ବର ୧୯୮୯ v ପାକିସ୍ତାନ
ଶେଷ ଦିନିକିଆ୧୮ ମାର୍ଚ୍ଚ ୨୦୧୨ v ପାକିସ୍ତାନ
ଦିନିକିଆ ଜାମା ନମ୍ବର୧୦
Only T20I   (cap ୧୧)୧ ଡିସେମ୍ବର ୨୦୦୬ v ସାଉଥ ଆଫ୍ରିକା
ଘରୋଇ ଦଳ ତଥ୍ୟ
YearsTeam
୧୯୮୮Cricket Club of India
୧୯୮୮–୨୦୧୩ମୁମ୍ବାଇ
୧୯୯୨ ୟୋର୍କସାୟର
୨୦୦୮–୨୦୧୩ମୁମ୍ବାଇ ଇଣ୍ଡିଆନ
2014Marylebone Cricket Club
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ FC LA
ମ୍ୟାଚ ସଂଖ୍ୟା ୨୦୦ ୪୬୩ ୩୧୦ ୫୫୧
ମୋଟ ରନ ୧୫,୯୨୧ ୧୮,୪୨୬ ୨୫,୩୯୬ ୨୧,୯୯୯
ବ୍ୟାଟିଂ ହାର ୫୩.୭୮ ୪୪.୮୩ ୫୭.୮୪ ୪୫.୫୪
ଶତକ/ଅର୍ଦ୍ଧଶତକ ୫୧/୬୮ ୪୯/୯୬ ୮୧/୧୧୬ ୬୦/୧୧୪
ସର୍ବାଧିକ ରନ ୨୪୮* ୨୦୦* ୨୪୮* ୨୦୦*
ବଲ ସଂଖ୍ୟା ୪,୨୪୦ ୮,୦୫୪ ୭,୬୦୫ ୧୦,୨୩୦
ଉଇକେଟ ୪୬ ୧୫୪ ୭୧ 2୦୧
ବୋଲିଂ ହାର ୫୪.୧୭ ୪୪.୪୮ ୬୧.୭୪ ୪୨.୧୭
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ n/a n/a
ସବୁଠୁ ଭଲ ବୋଲିଂ ୩/୧୦ ୫/୩୨ ୩/୧୦ ୫/୩୨
କ୍ୟାଚ/ଷ୍ଟମ୍ପିଙ୍ଗ ୧୧୫/– ୧୪୦/– ୧୮୬/– ୧୭୫/–
Source: Cricinfo, ୧୫ ନଭେମ୍ବର୨୦୧୩


ସଚିନ ରମେଶ ତେନ୍ଦୁଲକର(About this soundpronunciation (ଜନ୍ମ-୨୪ ଅପ୍ରେଲ ୧୯୭୩)ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଓ ବିଶ୍ୱ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବରେ ସାରା ବିଶ୍ୱରେ ପରିଚିତ । ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର । ସେ କ୍ରିକେଟରେ ସବୁଠାରୁ ଅଧିକ ଶତକ ହାସଲ କରିଥିବ ଖେଳାଳି।[୪][୫][୬] ସଚିନ ପ୍ରଥମ ଖେଳାଳି ଭାବେ ଏକ ଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଥିଲେ । .[୭][୮] ସଚିନଙ୍କୁ ୨୦୦୨ରେ ସର୍ବକାଳୀନ ଟେଷ୍ଟ ବ୍ୟାଟ୍ସମ୍ୟାନରେ ସାର ଡୋନାଲ ବ୍ରାଡମ୍ୟାନଙ୍କ ପରେ ଦ୍ୱିତୀୟ ଓ ସେହିପରି ସର୍ବକାଳୀନ ଦିନିକିଆ ବ୍ୟାଟ୍ସମ୍ୟାନରେ ମଧ୍ୟ ଭି.ଭି.ଆନ ରିଚାର୍ଡସଙ୍କ ପରେ ଦ୍ୱିତୀୟ ସ୍ଥାନରେ ରଖାଯାଇଥିଲା।[୯] ସଚିନ ଭାରତ ତରଫରୁ ୬ ଥରକ୍ରିକେଟ ବିଶ୍ୱକପ ଖେଳିଛନ୍ତି ଓ ୨୦୧୧ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ।[୧୦] ଭାରତ ତଥା ବିଶ୍ୱ କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ରେ ଭାରତରତ୍ନ ସମ୍ମାନ ଦିଆଯାଇଛି। ଏହା ପାଇବାରେ ସେ ଭାରତର ପ୍ରଥମ ଖେଳାଳି। [୧୧]

କ୍ୟାରିୟର[ସମ୍ପାଦନା]

୧୪ ନଭେମ୍ବର ୧୯୮୭, ରଣଜୀ ଟ୍ରଫି ନିମନ୍ତେ ତେନ୍ଦୁଲକରଙ୍କୁ ପ୍ରବଣ କରାଯାଇଥିଲା । (ଇଣ୍ଡିଆଜ ପ୍ରିମିଏଅର ଡୋମେଷ୍ଟିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ) । କିନ୍ତୁ ସେ କୌଣସି ମତେ ଚୂଡାନ୍ତ ପ୍ରଜାୟରେ ଶେଷ ଏଗାର ଜଣଙ୍କ ମଧ୍ୟରୁ ବଛା ହୋଇପାରି ନଥିଲେ । କିନ୍ତୁ ତାଙ୍କୁ ପ୍ରତିସ୍ଥାପିକ ଫିଲଡର ରୂପେ ବ୍ୟବହାର କରାଯାଉଥିଲା । ଏକ ବର୍ଷ ପରେ, ୧୧ ଡିସେମ୍ବର୧୯୮୮, ବୟସ ମାତ୍ର ୧୫ ବର୍ଷ ୨୩୨ ଦିନ,ତେନ୍ଦୁଲକର ତାଙ୍କ ପ୍ରଥମ ମ୍ୟାଚ ମୁମ୍ବାଇ ପାଇଁ ଖେଳୁଥିଲେ ଓ ସେ ଭାରତର ପ୍ରଥମ କ୍ରିକେଟ ଖେଳାଳି ଯିଏକି ପ୍ରଥମ ପାରିରେ ଅପରାଜିତ ଶତକ (୧୦୦*)ରନ କରି ରେକର୍ଡ କରିଥିଲେ । ମୁମ୍ବାଇ ଦଳର ଅଧିନାୟକ ଦିଲୀପ ଭେଙ୍ଗସ୍କରଙ୍କଦ୍ୱାରା ମୁମ୍ବାଇ ଦଳରେ ଖେଳିବା ପାଇଁ ଯନ୍ତର ସହ ବଛା ହୋଇ ଥିଲେ।ତାହାପରେ ସେହି ସମୟର ଭାରତର ସର୍ବୋତମ ଫାଷ୍ଟ ବୋଲର କପିଳ ଦେବ ସଚିନଙ୍କୁ ୱଖେଡେ ଷ୍ଟାଡିଅମର ନେଟ୍ରେ ଅଭ୍ୟାସ କରୁଥିବାର ଦେଖିଥିଲେ ଯେଉଁଠିକି ଭାରତୀୟ ଦଳ ନିଉଜଲାଣ୍ଡ ଦଳ ବିପକ୍ଷରେ ଖେଳିବାକୁ ଥିଲା। ୧୯୮୮-୧୯୮୯ ସିଜନ୍ ଶେଷ ହୋଇଥିବା ବେଳେ ସେ ମୁମ୍ବାଇ ପାଇଁ ସର୍ବାଧିକ ରନ୍ କରିଥିଲେ।ସେ ସର୍ବାଧିକ ୫୮୩ ରନ୍ ଓ ୬୭.୭୭ ହାରାହାରିରେ ରନ୍ କରୁଥିଲେ।ଇରାନୀ ଟ୍ରଫି ଦିଲ୍ଲୀ ବିପକ୍ଷରେ ଅପରାଜିତ ସତକ ମଧ୍ୟ ହାସଲ କରିଥିଲେ।୧୯୮୮-୧୯୮୯ ମସିହା ମଧ୍ୟରେ ଭାରତୀୟ ଦଳ ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଥର ଯାତ୍ରା କରିଥିଲେ।ଅଷ୍ଟେଲିଆ ବିପକ୍ଷରେ ସେ ତାଙ୍କର ପ୍ରଥମ ଦୁଇ ଶତକ ହାସଲ କରିଥିଲେ।ସେ ପ୍ରଥମ ବକ୍ତି ଯିଏକି ରଣଜୀ,ଇରାନୀ ଓ ଦୁଲିପ୍ ଟ୍ରଫିରେ ଶତକ ହାସଲ କରିଛନ୍ତି।

ସଚିନଙ୍କ ପରିସଂଖ୍ୟାନର ରେଖା ଚିତ୍ର

ଆନ୍ତର୍ଜାତୀୟ କ୍ୟାରିଅର[ସମ୍ପାଦନା]

ଅଧିନାୟକ ଦାୟିତ୍ୱ[ସମ୍ପାଦନା]

ଆଘାତ ଜନିତ ସମସ୍ୟା[ସମ୍ପାଦନା]

ରେକର୍ଡ ଓ ପୁରସ୍କାର[ସମ୍ପାଦନା]

  • 2020 - ଲରେସ୍ ୱାର୍ଲ୍ଡ କ୍ରୀଡା ପୁରସ୍କାର[୧୨]ଅକ୍ଟୋବର ୨୦୧୦ରେ ସଚିନଙ୍କ ୧୪,୦୦୦ ଟେଷ୍ଟ ରନ

ଗାଲେରୀ[ସମ୍ପାଦନା]


ଆଧାର[ସମ୍ପାଦନା]

  1. ୧.୦ ୧.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; CricinfoProfile ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Sachin Tendulkar: How the Boy Wonder became Master Blaster". NDTV. 6 ନଭେମ୍ବର 2013. Retrieved 17 ନଭେମ୍ବର 2013.
  3. Gupta, Gaura (13 ନଭେମ୍ବର 2013). "Top guns salute Master Blaster Sachin Tendulkar". The Times of India. Retrieved 17 ନଭେମ୍ବର 2013.[dead link]
  4. "Tendulkar is Shane Warne's Greatest". Hindustan Times. India. Retrieved 1 ଜୁନ 2008.
  5. "The Best Cricketer". India Today. Retrieved 1 ଜୁନ 2008.
  6. "Tendulkar is greatest, says Pakistan's Captain Inzamam". Dawn. Archived from the original on 27 ମଇ 2008. Retrieved 1 ଜୁନ 2008.
  7. Highest Score in an Innings in ODI DownTheWicket
  8. Auto-updated statistics: One-Day Internationals Batting records – Most runs in an innings Cricinfo
  9. "Tendulkar second-best ever: Wisden". Rediff.com. Retrieved 27 ନଭେମ୍ବର 2008.
  10. "Reliving a dream". The Hindu. 6 ଅପ୍ରେଲ 2011. Retrieved 6 ଅପ୍ରେଲ 2011.
  11. The Times of India, news channel, 5/4/12
  12. https://www.highonstudy.com/sachin-tendulkar-wins-laureus-world-sports-awards/

ଅଧିକ ତଥ୍ୟ[ସମ୍ପାଦନା]