ବ୍ୟବହାରକାରୀ:MKar/ପର୍ବପର୍ବାଣୀ ପ୍ରସଙ୍ଗ
Appearance
ଜାନୁଆରୀ ୨୦୨୨
[ସମ୍ପାଦନା]- ୦୨: ବଉଳ ଅମାବାସ୍ୟା, ମହୋଦଧି ଅମାବାସ୍ୟା
- ୧୨: ଶାମ୍ବ ଦଶମୀ
- ୧୩: ପୌଷ ପୁତ୍ରଦା ଏକାଦଶୀ,
- ୧୪: ଉତ୍ତରାୟଣ ମକର ସଂକ୍ରାନ୍ତି
- ୧୭: ଦେବାଭିଷେକ ପୂର୍ଣ୍ଣିମା, ଧନୁଯାତ୍ରା ଶେଷ
- ୨୮: ଷଟ୍ତିଳା ଏକାଦଶୀ, ଓଳାଶୁଣୀ ମେଳା
ଫେବୃଆରୀ ୨୦୨୨
[ସମ୍ପାଦନା]- ୦୧: ମୌନୀ ଅମାବାସ୍ୟା/ବିରଜା ଦେବୀଙ୍କ ଜନ୍ମୋତ୍ସବ
- ୦୫: ସରସ୍ଵତୀ ପୂଜା
- ୦୭: ମାଘ ସପ୍ତମୀ/ ରଥ ସପ୍ତମୀ
- ୧୨: ଭୀଷ୍ମ ଏକାଦଶୀ
- ୨୭: ପଙ୍କୋଦ୍ଧାର ଏକାଦଶୀ
ମାର୍ଚ୍ଚ ୨୦୨୨
[ସମ୍ପାଦନା]- ୦୧: ମହା ଶିବରାତ୍ରି
- ୧୩: ଫଗୁ ଦଶମୀ
- ୧୫: ଗୋବିନ୍ଦ ଦ୍ଵାଦଶୀ
- ୧୪: ଅଅଁଳା ଏକାଦଶୀ
- ୧୫: ମୀନ ସଂକ୍ରାନ୍ତି
- ୧୮: ଦୋଳ ପୂର୍ଣ୍ଣିମା
- ୧୯: ହୋଲି
- ୨୩: ପଞ୍ଚ ଦୋଳ ମେଳଣ
- ୨୮: ପାପମୋଚନୀ ଏକାଦଶୀ
ଅପ୍ରେଲ ୨୦୨୨
[ସମ୍ପାଦନା]- ୦୯: ଅଶୋକାଷ୍ଟମୀ, ରୁକୁଣା ରଥ ଯାତ୍ରା
- ୧୦: ରାମ ନବମୀ
- ୧୨: କାମଦା ଏକାଦଶୀ
- ୧୪: ପଣା ସଂକ୍ରାନ୍ତି
- ୧୬: ଚୈତ୍ର ପୂର୍ଣ୍ଣିମା
ମଇ ୨୦୨୨
[ସମ୍ପାଦନା]- ୦୩: ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଆରମ୍ଭ
- ୧୦: ସୀତା ନବମୀ
- ୧୨: ମୋହିନୀ ଏକାଦଶୀ
- ୧୫: ବୃଷ ସଂକ୍ରାନ୍ତି
- ୧୬: ବୁଦ୍ଧ ପୂର୍ଣ୍ଣିମା, ଚନ୍ଦନ ପୂର୍ଣ୍ଣିମା, ବାହାର ଚନ୍ଦନ ଯାତ୍ରା ଶେଷ
- ୨୬: ଜଳକ୍ରୀଡ଼ା ଏକାଦଶୀ
- ୩୦: ସାବିତ୍ରୀ ଓଷା
ଜୁନ ୨୦୨୨
[ସମ୍ପାଦନା]- ୦୫: ଶୀତଳ ଷଷ୍ଠୀ ଯାତ୍ରା
- ୧୦: ଗଙ୍ଗା ଦଶହରା
- ୧୧: ନିର୍ଜଳା ଏକାଦଶୀ
- ୧୪: ଦେବ ସ୍ନାନ ପୂର୍ଣ୍ଣିମା, ଅଣସର ଆରମ୍ଭ
- ୧୫: ରଜ ସଂକ୍ରାନ୍ତି
- ୨୪: ଖଳିଲାଗି ଏକାଦଶୀ
- ୨୯: ନେତ୍ରୋତ୍ସବ, ନବଯୌବନ ବେଶ
ଜୁଲାଇ ୨୦୨୨
[ସମ୍ପାଦନା]- ୦୧: ରଥଯାତ୍ରା
- ୦୫: ହେରାପଞ୍ଚମୀ
- ୦୭: ପର୍ଶୁରାମାଷ୍ଟମୀ
- ୦୯: ବାହୁଡ଼ା ଯାତ୍ରା
- ୧୦: ସୁନାବେଶ, ହରିଶୟନ ଏକାଦଶୀ, ଚତୁର୍ମାସ୍ୟା ଆରମ୍ଭ
- ୧୩: ଗୁରୁ ପୂର୍ଣ୍ଣିମା
- ୧୭: ନାଗ ପଞ୍ଚମୀ
- ୨୮: ଚିତାଲାଗି ଅମାବାସ୍ୟା
ଅଗଷ୍ଟ ୨୦୨୨
[ସମ୍ପାଦନା]- ୦୬: ଝୁଲଣ ଯାତ୍ରା ଆରମ୍ଭ
- ୦୮: ଶ୍ରାବଣ ପୁତ୍ରଦା ଏକାଦଶୀ
- ୧୨: ରାକ୍ଷୀ ପୂର୍ଣ୍ଣିମା
- ୧୨: ଝୁଲଣ ଯାତ୍ରା ଶେଷ
- ୧୭: ସିଂହ ସଂକ୍ରାନ୍ତି
- ୨୧: ଖୁଦୁରୁକୁଣି ଓଷା ଆରମ୍ଭ
- ୨୩: କାଳୀୟଦଳନ ଏକାଦଶୀ
- ୨୭: ସପ୍ତପୁରୀ ଅମାବାସ୍ୟା
- ୩୦: ବାଲି ତୃତୀୟା
- ୩୧: ଗଣେଶ ପୂଜା
ସେପ୍ଟେମ୍ବର-୨୦୨୨
[ସମ୍ପାଦନା]- ୦୧: ନୂଆଖାଇ, ଋଷି ପଞ୍ଚମୀ
- ୦୨: ଷଠି ଓଷା,
- ୦୩: ରାଧାଷ୍ଟମୀ
- ୧୦: ଇନ୍ଦୁ ପୂର୍ଣ୍ଣିମା, ଭାଗବତ ଜନ୍ମ, ଭୋଦେଇ ଓଷା
- ୧୭: ବିଶ୍ଵକର୍ମା ପୂଜା
- ୨୪: ଫୁଲ୍ଲୋରି ଓଷା
- ୨୫: ମହାଳୟା ଅମାବାସ୍ୟା
- ୦୮: ନାଗ ଚତୁର୍ଥୀ
- ୦୮: ପୌଷ ପୁତ୍ରଦା ଏକାଦଶୀ, ରବି ନାରାୟଣ ଏକାଦଶୀ
- ୨୮: ପଦ୍ମ ବେଶ
- ୦୯: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ
- ୦୪: ଭୀଷ୍ମାଷ୍ଟମୀ
- ୦୭: ବରାହ ଦ୍ଵାଦଶୀ
- ୧୨: କୁମ୍ଭ ସଂକ୍ରାନ୍ତି
- ୨୦-୨୨: ଯୋରନ୍ଦା ମେଳା
- ୨୮: ଅନଙ୍ଗ ତ୍ରୟୋଦଶୀ
- ୨୬: ବାରୁଣୀ ସ୍ନାନ
- ୨୮: ବସନ୍ତ ନବରାତ୍ର ଆରମ୍ଭ
- ୩୦: ବରୁଥିନୀ ଏକାଦଶୀ
- ୦୪: ସାହି ଯାତ ଆରମ୍ଭ
- ୦୫: ବସନ୍ତ ନବରାତ୍ର ଶେଷ
- ୧୩: ସାହି ଯାତ ଶେଷ
- ୨୬: ଋକ୍ମିଣୀ ଅମାବାସ୍ୟା
- ୨୬: ଇଦ ଉଲ-ଫିତର
- ୧୧: ସୁଦଶା ବ୍ରତ
- ୧୧: ରବି ନାରାୟଣ ଏକାଦଶୀ
- ୨୧: ବୁଧେଇ ଓଷା
- ୨୩: କୃଷ୍ଣ ଜନ୍ମାଷ୍ଟମୀ
- ୦୪: ଷଠି ଓଷା, ସୋମନାଥ ବ୍ରତ ଆରମ୍ଭ
- ୦୫: କୁକ୍କୁଟୀ ବ୍ରତ
- ୦୯: ପାର୍ଶ୍ଵପରିବର୍ତ୍ତନ ଏକାଦଶୀ
- ୧୦: ସୁନିଆଁ, ବାମନ ଜନ୍ମ
- ୧୨: ଅନନ୍ତ ଚତୁର୍ଦ୍ଦଶୀ
ଅକ୍ଟୋବର-୨୦୧୯
[ସମ୍ପାଦନା]- ୦୮: ଦଶହରା
- ୧୧: ପାପାଙ୍କୁଶା ଏକାଦଶୀ
- ୧୩: କୁମାର ପୂର୍ଣ୍ଣିମା, ଲକ୍ଷ୍ମୀ ପୂଜା
- ୧୮: ଗର୍ଭଣା ସଂକ୍ରାନ୍ତି
- ୨୭: ଦୀପାବଳି
- ୨୯: ଯମଦ୍ଵିତୀୟା
- ୩୦: ନାଗ ଚତୁର୍ଥୀ
- ୨୪: ରମା ଏକାଦଶୀ
- ୨୫: ଗୋବତ୍ସା ଦ୍ୱାଦଶୀ
- ୨୬: ନରକ ଚତୁର୍ଦ୍ଦଶୀ, କାଳୀ ପୂଜା
- ୨୯: ଦୂତୀବାହନ ଓଷା
ନଭେମ୍ବର- ୨୦୧୯
[ସମ୍ପାଦନା]- ୦୪: ଗୋଷ୍ଠାଷ୍ଟମୀ
- ୦୫: ଅଅଁଳା ନବମୀ
- ୦୭: ସୁଦଶା ବ୍ରତ
- ୦୮: ପଞ୍ଚକ
- ୧୨: କାର୍ତ୍ତିକ ପୂର୍ଣ୍ଣିମା, ବାଲିଯାତ୍ରା
- ୧୪: ମାଣବସା ଗୁରୁବାର ଓଷା (ଆରମ୍ଭ)
- ୨୦: ପ୍ରଥମାଷ୍ଟମୀ
- ୨୧: କାଞ୍ଜିଅଅଁଳା ଓଷା
- ୨୫- ୨୭: ଦେବଦୀପାବଳି (ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥି
- ୧୯: ଚତୁର୍ମାସ୍ୟା ଶେଷ
- ୨୧: ବୈକୁଣ୍ଠ ଚତୁର୍ଦ୍ଦଶୀ
ଡିସେମ୍ବର
[ସମ୍ପାଦନା]- ୦୧: କୁରାଳ ପଞ୍ଚମୀ
- ୧୬: ଧନୁ ସଂକ୍ରାନ୍ତି
- ୨୦: ଅନଙ୍ଗ ତ୍ରୟୋଦଶୀ
- ୨୨: ପଣ୍ଡୁ ଓଷା
- ୨୪: ବାଟ ଓଷା
, ଛଠ ପୂଜା ---
ଅନ୍ତରାଷ୍ଟ୍ରୀୟ ମହିଳା ଦିବସ, ଭାଲେଣ୍ଟାଇନ ଦିବସ, ସାଧାରଣତନ୍ତ୍ର ଦିବସ, ପାଇ ଦିବସ, ସ୍ଵାଧୀନତା ଦିବସ (ଭାରତ)