ନାଗ ପଞ୍ଚମୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନାଗ ପଞ୍ଚମୀ
Naag pooja.jpg
ନାଗ ପଞ୍ଚମୀ ଦିନ ଏକ ନାଗ ପ୍ରତିମା ପୂଜା ହେଉଛି
ଅନ୍ୟ ନାମ ମନସା ପଞ୍ଚମୀ
ପାଳନକାରୀ ହିନ୍ଦୁମାନେ
ପ୍ରକାର ଧାର୍ମିକ, ଭାରତ ଏବଂ ନେପାଳ
ଧର୍ମାନୁଷ୍ଠାନ ନାଗ ପ୍ରତିମା କିମ୍ବା ଛବି ପୂଜା
ତାରିଖ ଶ୍ରାବଣ କୃଷ୍ଣ ପଞ୍ଚମୀ
୨୦୧୭ ତାରିଖ ୧୪ ଜୁଲାଇ (ଶୁକ୍ରବାର)
୨୦୧୮ ତାରିଖ date missing (please add)

ଶ୍ରାବଣ କୃଷ୍ଣ ପଞ୍ଚମୀ, ନାଗ ପଞ୍ଚମୀ ବା ମନସା ପଞ୍ଚମୀ ନାମରେ ଜଣା । ଏହିଦିନ ହିନ୍ଦୁ କୁମାରୀ ଏବଂ ମହିଳାମାନେ ଭଲ ଦୃଷ୍ଟିଶକ୍ତି ପାଇବା ଉଦ୍ଦେଶ୍ୟରେ ନାଗ ନାଗୁଲି ଦେବତାଙ୍କୁ ପୂଜର୍ଚ୍ଚନା କରନ୍ତି । ମାଟିର ହୁଙ୍କା ଆଣି କୋଠିରେ ସ୍ଥାପନ କରି ପୂଜାବିଧି ପାଳନ କରନ୍ତି ।[୧]

କିମ୍ବଦନ୍ତୀ[ସମ୍ପାଦନା]

ପାଳନ[ସମ୍ପାଦନା]

ଆଧାର[ସମ୍ପାଦନା]

ଗ୍ରନ୍ଥ ସୂଚୀ

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]