"ଜବାହରଲାଲ ନେହେରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୭ କ ଧାଡ଼ି: ୭ କ ଧାଡ଼ି:
|birth_date = ୧୪ ନଭେମ୍ବର ୧୮୮୯
|birth_date = ୧୪ ନଭେମ୍ବର ୧୮୮୯
<!-- Do not add flag icons to place of birth/death, per [[Wikipedia:Don't overuse flags]] -->
<!-- Do not add flag icons to place of birth/death, per [[Wikipedia:Don't overuse flags]] -->
|birth_place = [[ଇଲାହାବାଦ]], [[United Provinces of Agra and Oudh|United Provinces]], [[ବ୍ରିଟିଶ ରାଜ]]
|birth_place = [[ଆଲାହାବାଦ]], [[United Provinces of Agra and Oudh|United Provinces]], [[ବ୍ରିଟିଶ ରାଜ]]
|death_date = ୨୭ ମଇ ୧୯୬୪ (ବୟସ ୭୪')
|death_date = ୨୭ ମଇ ୧୯୬୪ (ବୟସ ୭୪')
|death_place = [[ଦିଲ୍ଲୀ]], [[ଭାରତ]]
|death_place = [[ଦିଲ୍ଲୀ]], [[ଭାରତ]]
୩୯ କ ଧାଡ଼ି: ୩୯ କ ଧାଡ଼ି:
}}
}}


ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା । ସେ ସ୍ଵାଧିନ [[ଭାରତ]]ର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା । ସେ ସ୍ଵାଧିନ [[ଭାରତ]]ର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ [[ହୃଦ୍‌ଘାତ]] ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।


== ପିଲାଦିନ ==
== ପିଲାଦିନ ==
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧାନଶଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଓ ମାତାଙ୍କ ନାମ ସ୍ଵରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ ଭଉଣୀ ଥିଲେ,ସେ [[United Nations General Assembly]] ର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜନେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧାନଶଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଓ ମାତାଙ୍କ ନାମ ସ୍ଵରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ ଭଉଣୀ ଥିଲେ,ସେ [[United Nations General Assembly]] ର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜନେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।


ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି [[Inns of Court School of Law (Inner Temple)]] ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ ଅଦାଲତରେ ଓକିଲାତି କରିଥିଲେ ।
ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି [[Inns of Court School of Law (Inner Temple)]] ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ ଅଦାଲତରେ ଓକିଲାତି କରିଥିଲେ ।


== ଭାରତ ସ୍ଵାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)==
== ଭାରତ ସ୍ଵାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)==
୬୧ କ ଧାଡ଼ି: ୬୧ କ ଧାଡ଼ି:
* [[q:Jawaharlal Nehru|Jawaharlal Nehru Quotations]]
* [[q:Jawaharlal Nehru|Jawaharlal Nehru Quotations]]
* [http://www.booknotes.org/Watch/77488-1/Stanley+Wolpert.aspx ''Booknotes'' interview with Stanley Wolpert on ''Nehru: A Tryst with Destiny'', 29 December 1996.]
* [http://www.booknotes.org/Watch/77488-1/Stanley+Wolpert.aspx ''Booknotes'' interview with Stanley Wolpert on ''Nehru: A Tryst with Destiny'', 29 December 1996.]



{{ଭାରତର ପ୍ରଧାନ ମନ୍ତ୍ରୀ}}
{{ଭାରତର ପ୍ରଧାନ ମନ୍ତ୍ରୀ}}
{{ଭାରତ ରତ୍ନ}}
{{ଭାରତ ରତ୍ନ}}
{{Authority control|LCCN=n/79/109335}}
{{Authority control}}

{{Persondata <!-- Metadata: see [[Wikipedia:Persondata]]. -->
| NAME = Nehru, Jawaharlal
| ALTERNATIVE NAMES = जवाहरलाल नेहरू, جواهر لال نهرو
| SHORT DESCRIPTION = 1st Prime Minister of India
| DATE OF BIRTH = 14 November 1889
| PLACE OF BIRTH = [[Allahabad]], [[United Provinces of Agra and Oudh|United Provinces]], [[British Raj|British India]]
| DATE OF DEATH = 27 May 1964
| PLACE OF DEATH = New Delhi, [[Delhi]], India
}}
{{DEFAULTSORT:Nehru, Jawaharlal}}


[[ଶ୍ରେଣୀ:୧୮୮୯ ଜନ୍ମ]]
[[ଶ୍ରେଣୀ:୧୮୮୯ ଜନ୍ମ]]
୮୪ କ ଧାଡ଼ି: ୭୨ କ ଧାଡ଼ି:
[[ଶ୍ରେଣୀ:ରାଜନୀତି]]
[[ଶ୍ରେଣୀ:ରାଜନୀତି]]
[[ଶ୍ରେଣୀ:ନେହେରୁ-ଗାନ୍ଧୀ ପରିବାର]]
[[ଶ୍ରେଣୀ:ନେହେରୁ-ଗାନ୍ଧୀ ପରିବାର]]
[[ଶ୍ରେଣୀ:୧ମ ଲୋକ ସଭା ସଭ୍ୟ]]
{{ଅଧାଗଢା}}
[[ଶ୍ରେଣୀ:୨ୟ ଲୋକ ସଭା ସଭ୍ୟ]]
[[ଶ୍ରେଣୀ:୩ୟ ଲୋକ ସଭା ସଭ୍ୟ]]
{{ଅଧାଗଢ଼ା}}

୧୭:୧୩, ୪ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଜବାହରଲାଲ ନେହେରୁ
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୨୭ ମଇ ୧୯୬୪
Monarchକିଙ୍ଗ ଜର୍ଜ ୬ (୨୬ ଜାନୁଆରୀ ୧୯୫୦)
ରାଷ୍ଟ୍ରପତିରାଜେନ୍ଦ୍ର ପ୍ରସାଦସର୍ବପଲ୍ଲୀ ରାଧାକୃଷ୍ଣନ
Governor-GeneralLouis Mountbatten
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ବୈଦେଶିକ ବ୍ୟାପାର ମନ୍ତ୍ରୀ
କାର୍ଯ୍ୟକାଳ
୧୫ ଅଗଷ୍ଟ୧୯୪୭ – ୨୭ ମଇ ୧୯୬୪
ପୂର୍ବ ଅଧିକାରୀପଦଟିଏ ତିଆରି କରାଯାଇଥିଲା
ପର ଅଧିକାରୀଗୁଲାଜରିଲାଲ ନନ୍ଦା
ଅର୍ଥମନ୍ତ୍ରି
କାର୍ଯ୍ୟକାଳ
୮ ଅକ୍ଟୋବର ୧୯୫୮ – ୧୭ ନଭେମ୍ବର ୧୯୫୯
ପୂର୍ବ ଅଧିକାରୀଟି. ଟି. କୃଷ୍ଣମଚାରି
ପର ଅଧିକାରୀମୋରାରଜି ଦେଶାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୪ ନଭେମ୍ବର ୧୮୮୯
ଆଲାହାବାଦ, United Provinces, ବ୍ରିଟିଶ ରାଜ
ମୃତ୍ୟୁ୨୭ ମଇ ୧୯୬୪ (ବୟସ ୭୪')
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକମଳା ନେହରୁ
ସନ୍ତାନଇନ୍ଦିରା ଗାନ୍ଧୀ
ଶିକ୍ଷାନୁଷ୍ଠାନଟ୍ରିନିଟି କଲେଜ, କେମ୍ବ୍ରିଜ
ପେଷାବାରିଷ୍ଟର
ସନ୍ତକ

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ଵରୂପରାଣୀ ଥିଲା । ସେ ସ୍ଵାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ପିଲାଦିନ

ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧାନଶଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ଓ ମାତାଙ୍କ ନାମ ସ୍ଵରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ ଭଉଣୀ ଥିଲେ,ସେ United Nations General Assembly ର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜନେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।

ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି Inns of Court School of Law (Inner Temple) ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ ଅଦାଲତରେ ଓକିଲାତି କରିଥିଲେ ।

ଭାରତ ସ୍ଵାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)

ଆଧାର

ଅଧିକ ତଥ୍ୟ