ନୟାଗଡ଼

ଉଇକିପିଡ଼ିଆ ରୁ
(ନୟାଗଡ ରୁ ଲେଉଟି ଆସିଛି)
Jump to navigation Jump to search
ନୟାଗଡ଼
ସହର
ଦକ୍ଷିଣକାଳୀ ମନ୍ଦିର, ନୟାଗଡ଼
ଦକ୍ଷିଣକାଳୀ ମନ୍ଦିର, ନୟାଗଡ଼
ନୟାଗଡ଼ is located in ଓଡ଼ିଶା
ନୟାଗଡ଼
ନୟାଗଡ଼
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 20°08′N 85°06′E / 20.13°N 85.1°E / 20.13; 85.1Coordinates: 20°08′N 85°06′E / 20.13°N 85.1°E / 20.13; 85.1
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନୟାଗଡ଼
ଉଚ୍ଚତା m (584 ft)
ଜନସଂଖ୍ୟା (୨୦୦୧)
 • ମୋଟ୧୪,୩୧୧
ଭାଷା
 • ସରକାରୀଓଡ଼ିଆ
ଭାରତୀୟ ମାନକ ସମୟ (UTC+୫:୩୦)
ପିନ କୋଡ଼୭୫୨୦୬୯
ତାର କୋଡ଼୦୬୭୫୩
ଗାଡ଼ି ପଞ୍ଜିକରଣOR-25

ନୟାଗଡ଼ ଭାରତର ଓଡ଼ିଶାରେ ଥିବା ନୟାଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ନୟାଗଡ,ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ଗୋଟିଏ । ଏହା ୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହା ଛେନାପୋଡ଼ ପାଇଁ ପ୍ରସିଦ୍ଧ ଅଟେ । ଏହା ୮ଟି ବ୍ଲକକୁ ନେଇ ଗଠିତ । ସେଗୁଡିକ ହେଲେ :
୧- ଭାପୁର
୨- ଦଶପଲ୍ଲା
୩- ଗଣିଆ
୪- ଖଣ୍ଡପଡା
୫- ନୟାଗଡ଼
୬- ନୂଆଗାଁ
୭- ଓଡଗାଁ
୮- ରଣପୁର

ଭୂଗୋଳ[ସମ୍ପାଦନା]

ନୟାଗଡ 20.13°N 85.1°E.ରେ ଅବସ୍ଥିତ | ଏହା ସମୁଦ୍ର ପତ୍ତନ ଠାରୁ ୧୭୮ ମିଟର ଉଚ୍ଚତାରେ ଅଛି | ଏହି ସହରର ଦକ୍ଷିଣରେ ରୁଖୀ ପର୍ବତ ଓ ଉତ୍ତରରେ ବଲରାମ ପର୍ବତ ଅଛି |

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଶିକ୍ଷା[ସମ୍ପାଦନା]

ମହରିଷି ବିଦ୍ୟାମନ୍ଦିର, ନୟାଗଡ଼

ବାହାର ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]