ଉଇକିପିଡ଼ିଆ:ଉଇକିପ୍ରକଳ୍ପ ମହିଳା/ପ୍ରଥମ
Appearance
ବିଭିନ୍ନ ବିଭାଗରେ ସର୍ବପ୍ରଥମ ସଫଳତା ଲାଭ କରିଥିବା ମହିଳାମାନଙ୍କ ତାଲିକା ।
ଓଡ଼ିଶା
[ସମ୍ପାଦନା]କ୍ରମାଙ୍କ | ପ୍ରସଙ୍ଗ | ବର୍ଣ୍ଣନା |
---|---|---|
୧ | ଅମୀୟ କୁମାରୀ ପାଢ଼ୀ | ଉଚ୍ଚ ନାୟାଳୟ ବିଚାରପତି, ଆଇନଜ୍ଞ, ରାଜନୀତିଜ୍ଞ, ଶିକ୍ଷାବିତ୍ |
୨ | କୁନ୍ତଳା କୁମାରୀ ସାବତ | କବି, ଲେଖିକା, ଚିକିତ୍ସକ |
୩ | ଗିରିବାଳା ମହାନ୍ତି | ବୈମାନିକ |
୪ | ଜୟନ୍ତୀ ପଟ୍ଟନାୟକ | ସାଂସଦ ଓ ସର୍ବ ଭାରତୀୟ ଜାତୀୟ କଂଗ୍ରେସ ନେତ୍ରୀ |
୫ | ଡଲି ଜେନା | ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତ୍ରୀ |
୬ | ନନ୍ଦିନୀ ଶତପଥୀ | ମୁଖ୍ୟମନ୍ତ୍ରୀ |
୭ | ନର୍ମଦା କର | ସ୍ନାତ୍ତକ |
୮ | ନିବେଦିତା ଆଚାର୍ଯ୍ୟ | ସମୁଦ୍ର ପଥରେ ନୌଚାଳନାକାରୀ |
୯ | ନିବେଦିତା ପ୍ରଧାନ | ମେୟର |
୧୦ | ପାର୍ବତୀ ଘୋଷ | ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ ପ୍ରଯୋଜିକା |
୧୧ | ପ୍ରିୟମ୍ବଦା ମହାନ୍ତି ହେଜମାଦି | |
୧୨ | ବସନ୍ତ ମଞ୍ଜରୀ ଦେବୀ | ମନ୍ତ୍ରୀ |
୧୩ | ମହାଶ୍ୱେତା ରାୟ | ବଙ୍ଗଳା ଚଳଚ୍ଚିତ୍ରରେ କାମ କରିଥିଲେ |
୧୪ | ମାଧବୀ ଦାସୀ | |
୧୫ | ମିନତି ମହାପାତ୍ର | ଅର୍ଜୁନ ପୁରସ୍କାର ବିଜେତା |
୧୬ | ରମାଦେବୀ ଚୌଧୁରୀ | ରାଜନୀତିଜ୍ଞ, ୟୁରୋପ ଭ୍ରମଣକାରୀ |
୧୬ | ରାନୁ ମିଶ୍ର | କମିଶନର |
୧୭ | ରୂପା ମିଶ୍ର | ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ଭାରତରେ ପ୍ରଥମ |
୧୮ | ଶୈଳବାଳା ଦାସ | ଉଚ୍ଚ ଶିକ୍ଷା ପାଇଁ ସେ ବିଦେଶ ଗସ୍ତ |
୧୯ | ସଂଯୁକ୍ତା ପାଣିଗ୍ରାହୀ | |
୨୦ | ସରଳା ଦେବୀ | ସତ୍ୟାଗ୍ରହ ଆନ୍ଦୋଳନକାରୀ, ଏମ୍ ଏଲ୍ ଏ |
୨୧ | ସରସ୍ୱତୀ ହେମ୍ୱ୍ରମ | ଆଦିବାସୀ ମନ୍ତ୍ରୀ |
୨୨ | ସୁଧୀରା ଦାସ | ଯନ୍ତ୍ରୀ |
୨୩ | ସୁଲକ୍ଷଣା ଦେବୀ | ଆଧୁନିକ ଓଡ଼ିଆ ସାହିତ୍ୟର କବି |
୨୪ | ସୌମ୍ୟା ମିଶ୍ର | ଭାରତୀୟ ଆରକ୍ଷୀ ଅଧିକାରୀ |
୨୫ | ଉର୍ମିବାଳା ରାୟ | ଓକିଲ advocate |
୨୬ | ସୁଧାଂଶୁବାଳା ହାଜରା | ଆଇନଜ୍ଞ lawer |
୨୭ | ଜ୍ୟୋତ୍ସ୍ନା ଦେବୀ | ଚିକିତ୍ସକ surgeon |
୨୮ | ରଞ୍ଜିତା ମହାନ୍ତି | କ୍ରିକେଟ୍ ତାଲିମଦାତା |
୨୯ | ଜ୍ୟୋତ୍ସ୍ନା ଦେବୀ (ଅଭିନେତ୍ରୀ) | ଇଂରାଜୀ ଚଳଚ୍ଚିତ୍ର ଅଭିନେତ୍ରୀ |
୩୦ | ଚନ୍ଦ୍ରମଣି ନାରାୟଣୀ ସ୍ବାମୀ | ଜିଲ୍ଲାପାଳ |
୩୧ | ନିର୍ମଳା ନାୟକ | ମହାବିଦ୍ୟାଳୟ ଅଧ୍ଧ୍ୟାପିକା |
୩୨ | ସଂଘମିତ୍ରା କାନୁନଗୋ | ଦୂରଦର୍ଶନ ସମାଚାର ପାଠିକା |
୩୩ | ଅମ୍ରିତା ଦାସ | ଭାରତୀୟ ଆରକ୍ଷୀ ଅଧିକାରୀ (ଓଡ଼ିଶା କ୍ୟାଡର) |
୩୪ | ପଦ୍ମାଳୟା ଦାସ | ସାମ୍ବାଦିକ |
୩୫ | କବିତା ମହାନ୍ତି | ସ୍ଥପତି |
୩୬ | ବୀଣା ଦେବୀ | ଆକାଶବାଣୀ ନିର୍ଦ୍ଦେଶିକା |
୩୭ | କଳ୍ପନା ଦାଶ | ପର୍ବତାରୋହଣକାରୀ |
ଭାରତ
[ସମ୍ପାଦନା]କ୍ରମାଙ୍କ | ପ୍ରସଙ୍ଗ | ବର୍ଣ୍ଣନା |
---|---|---|
୧ | କାଦମ୍ବିନୀ ଗାଙ୍ଗୁଲି | ସ୍ନାତ୍ତକ |
୨ | ଚନ୍ଦ୍ରମୁଖୀ ବାସୁ | ସ୍ନାତ୍ତକ |
୩ | କାମିନୀ ରୟ | ସମ୍ମାନ ସହ ସ୍ନାତ୍ତକ |
୪ | ସୁରେଖା ଯାଦବ | ରେଳ ଚାଳକ |
୫ | ଅରୁନ୍ଧତି ଭଟାଚ୍ଚାର୍ଯ୍ୟ | ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ଧ୍ୟକ୍ଷ |
୬ | ଅଞ୍ଜଳି ଗୁପ୍ତା | ସୈନ୍ୟ ନ୍ୟାୟାଳୟ (court martial) |
୭ | କରନେଲିଆ ସୋରାବଜୀ | ଆଇନଜ୍ଞ, ବମ୍ବେ ବିଶ୍ୱବିଦ୍ୟାଳୟର ସ୍ନାତ୍ତକ, ଅକ୍ସଫୋର୍ଡର ଆଇନ ଛାତ୍ରୀ |
୮ | ମୁସ୍କାନ ସେଠୀ | ପୋକର ଖେଳାଳି |
୯ | ହୋମାଇ ବ୍ୟାରାୱାଲା | ଛାୟାଚିତ୍ର ସାମ୍ବାଦିକ |
୧୦ | ଅସୀମା ଚାଟର୍ଜୀ | ବିଜ୍ଞାନରେ ଡକ୍ଟରେଟ୍ |
୧୧ | ଲୈଲା ସେଠ୍ | ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି |
୧୨ | ପଦ୍ମାବତୀ ବନ୍ଦୋପାଧ୍ୟାୟ | ବାୟୁ ଉପ ମାର୍ଶାଲ୍ (Air vice marshal) |
୧୩ | ଫାତିମା ବିବି | ଉଚ୍ଚତମ ନ୍ୟାୟାଳୟର ବିଚାରପତି |
୧୪ | ଅନ୍ନା ଚାଣ୍ଡୀ | ଉଚ୍ଚ ନ୍ୟାୟାଳୟ ବିଚାରପତି |
୧୫ | ବିଜୟଲକ୍ଷ୍ମୀ ପଣ୍ଡିତ | ମନ୍ତ୍ରୀ, ଜାତିସଂଘ ସାଧାରଣ ସଭାର ସଭାପତି |
୧୬ | କାଦମ୍ବିନୀ ଗାଙ୍ଗୁଲି | ଚିକିତ୍ସକ (physician) |
୧୭ | ଦୂର୍ବା ବାନାର୍ଜୀ | ବୈମାନକ |
୧୮ | କଳ୍ପନା ଚାୱଲା | ମହାକାଶ ଯାତ୍ରୀ |
୧୯ | ମଦର ଟେରେସା | ନୋବେଲ୍ ବିଜେତା, ମାଗାସାସେ ପୁରସ୍କାର ବିଜେତା |
୨୦ | ଆରତୀ ଶାହା | ଇଂଲିସ୍ ଚ୍ୟାନେଲ୍ ସନ୍ତରଣକାରୀ |
୨୧ | ରଜିଆ ସୁଲତାନ | ଦାସବଂଶର ସୁଲତାନ୍ |
୨୨ | ରାଜକୁମାରୀ ଅମ୍ରିତ କୌର | ସ୍ୱାସ୍ଥ୍ୟ ମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ |
୨୩ | ମୈରା କୁମାର | ଲୋକସଭା ବାଚସ୍ପତି |
୨୪ | ଆଶା ପାଣ୍ଡେ | ଲିଜିଅନ୍ ଅଫ୍ ଅନରରର ସଦସ୍ୟ |
୨୫ | କମଲଜିତ ସାନ୍ଧୁ | ଏସୀୟ କ୍ରୀଡା ସ୍ୱର୍ଣ୍ଣ ବିଜେତା |
୨୬ | ବଚେନ୍ଦ୍ରୀ ପାଲ | ଏଭରେଷ୍ଟ୍ ଚଢ଼ାଳୀ |
୨୭ | ହମ୍ପି କୋନେରୁ | ଚେସ୍ ଗ୍ରାଣ୍ଡମାଷ୍ଟର୍ |
୨୮ | ସାନିଆ ମିର୍ଜା | କନିଷ୍ଠ ଗ୍ରାଣ୍ଡସ୍ଲାମ୍ ବିଜେତା |
୨୯ | ଦିବ୍ୟା ତାତେ | ପ୍ୟାରିସ୍ ବ୍ରେସ୍ତ ପ୍ୟାକିସ୍ ଶୂନଗାଡି ଚାଳନା ପ୍ରତିଯୋଗିତା ବିଜେତା |
୩୦ | ହରିତା କୌର ଦେଓଲ | ବାୟୁସେନା ବୈମାନକ |
୩୧ | ସରଳା ଠକରାଲ | ବୈମାନକ |
୩୨ | ସୁଚେତା କଡେଥାଙ୍କର | ଗୋବି ମରୁଭୂମି ଅତିକ୍ରମ |
୩୩ | ପି.ଟି. ଉଷା | ଅଲିମ୍ପିକ୍ ଫାଇନାଲିଷ୍ଟ୍ |
୩୪ | ଇଶା ବସନ୍ତ ଯୋଶୀ | ଭାରତୀୟ ପ୍ରଶାସନିକ ଅଧିକାରୀ |
୩୫ | ସରିତା | ବସ୍ ଚଳାଳି |
୩୬ | ଊଷା ସଙ୍ଗୱନ୍ | ଏଲ୍ ଆଇ ସି, ଭାରତର ପ୍ରବନ୍ଧ ନିର୍ଦ୍ଦେଶକ |
୩୭ | କିରଣ ବେଦୀ | ଭାରତୀୟ ଆରକ୍ଷୀ ସେବା ଅଧିକାରୀ, ଜାତିସଂଘର ବେସାମରିକ ଆରକ୍ଷୀ ଉପଦେଷ୍ଟା |
୩୮ | ଅଦିତି ଅଶୋକ | ଏସୀୟ ଯୁବ ପ୍ରତିଯୋଗିତା, ଯୁବ ଅଲିମ୍ପିକ୍ କ୍ରୀଡା, ଏସୀୟ କ୍ରୀଡା, ଅଲିମ୍ପିକ୍ କ୍ରୀଡାରେ ଭାଗ ନେଇଥିବା ଗଲ୍ଫ୍ ଖେଳାଳି |
୩୯ | ଆନି ବେଶାନ୍ତ | ଭାରତୀୟ ଜାତୀୟ କଂଗ୍ରେସର ସଭାପତି |
୪୦ | ଇନ୍ଦିରା ଗାନ୍ଧୀ | ପ୍ରଧାନମନ୍ତ୍ରୀ |
୪୧ | ପ୍ରତିଭା ପାଟିଲ | ରାଷ୍ଟ୍ରପତି |
୪୨ | ସୁଚେତା କୃପାଳିନୀ | ମୁଖ୍ୟମନ୍ତ୍ରୀ |
୪୩ | ସରୋଜିନୀ ନାଇଡୁ | ରାଜ୍ୟପାଳ |
୪୪ | ସବିଥା ଇନ୍ଦ୍ର ରେଡ୍ଡୀ | ରାଜ୍ୟର ଗୃହମନ୍ତ୍ରୀ |
୪୫ | ଉପିନ୍ଦରଜିତ୍ କୌର | ରାଜ୍ୟର ଅର୍ଥମନ୍ତ୍ରୀ |
୪୬ | କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ | ଆରକ୍ଷୀ ମହାନିର୍ଦ୍ଦେଶକ |
୪୭ | ମମତା ବାନାର୍ଜୀ | ରେଳମନ୍ତ୍ରୀ |
୪୮ | ବେନୋ ଜେଫିନ୍ ଏନ୍ ଏଲ୍ | ସମ୍ପୂର୍ଣ୍ଣ ଅନ୍ଧ ଭାରତୀୟ ବିଦେଶ ସେବା ଅଧିକାରୀ |
୪୯ | ସି ବି ମୁଥାମ୍ମା | ଆମ୍ବାସଡ଼ର |
ପୃଥିବୀ
[ସମ୍ପାଦନା]କ୍ରମାଙ୍କ | ପ୍ରସଙ୍ଗ | ବର୍ଣ୍ଣନା |
---|---|---|
୧ | ଫ୍ରାନସେସ୍ ମାରିଅନ୍ | Academy Award for Best Adapted Screenplay |
୨ | ଆନ୍ନେ ବାଉଚେନସ୍ | Academy Award for Best Film Editing |
୩ | ମୁରିଏଲ୍ ବକ୍ସ୍ | Academy Award for Best Original Screenplay |
୪ | ଜୁଲିଆ ଫିଲିପ୍ସ | Academy Award for Best Picture |
୫ | ରାଚେଲ୍ ପୋର୍ଟମ୍ୟାନ୍ | Academy Award for Best Original Score |
୬ | କ୍ୟାଥେରିନ୍ ବିଗେଲୋ | Academy Award for Best Director |
୭ | ବ୍ରେଣ୍ଡା ଚାପମ୍ୟାନ୍ | Academy Award for Best Animated Feature |
୮ | ସାରା ବେନେଟ୍ | Academy Award for Best Visual Effects |
୯ | ସିର୍ଲେ ଦିନ୍ସଦାଲେ | first ever recipient of the Emmy Award |
୧୦ | କାରେନ୍ ଆର୍ଥର୍ | Emmy Award for Best Director |
୧୧ | ଉଜୋ ଆଦୁବା | Emmy Award for drama and comedy |
୧୨ | ଭିଓଲା ଡାଭିସ୍ | African-American to win an Emmy Award for Outstanding Lead Actress |
୧୩ | ବୋଦି ଇପ୍ସେନ୍ | first woman to win the Palme d'Or |
୧୪ | ବାରବରା ଷ୍ଟ୍ରେଇସ୍ୟାଣ୍ଡ୍ | Golden Globe Award for Best Director |
୧୫ | କ୍ୟାଥେରିନ୍ ବିଗେଲୋ | Directors Guild of America Award for Outstanding Directing |
୧୬ | କ୍ୟାଥେରିନ୍ ବିଗେଲୋ | best director at the BAFTA awards |
୧୭ | କ୍ୟାଥେରିନ୍ ବିଗେଲୋ | Critics' Choice Award for Best Director |
୧୮ | ଆଗ୍ନେସ୍ ବାର୍ଦା | first woman to receive an honorary Palme d'or |
୧୯ | ଆଭା ଦୁଭର୍ନେ | first African-American female director to receive a Golden Globe nomination |
୨୦ | ଇଲା ଫିଜ୍ଗେରାଲ୍ଡ | first woman to win multiple Grammy awards |
୨୧ | ଜୁଲି ଗାର୍ଲ୍ୟାଣ୍ଡ୍ | Album of the Year, Grammy awards |
୨୨ | ଆଷ୍ଟ୍ରଡ ଗିଲ୍ବର୍ଟୋ | first woman to win Record Of The Year, Grammy awards |
୨୩ | କାରୋଲେ କିଙ୍ଗ୍ | first woman to win Song Of The Year and first to win multiple General Field Grammys, Grammy awards |
୨୪ | ଆସ୍ଲେ କ୍ଲେଭ୍ଲ୍ୟାଣ୍ଡ୍ | first woman to win a Grammy award for best rock gospel album, Grammy awards |
୨୫ | ବର୍ଣ୍ଣିସ୍ ରୁବେନ୍ସ | Man Booker Prize |
୨୬ | ମୋନା ଭାନ୍ ଡ୍ୟୁନ୍ | poet laureate of the United States |
୨୭ | ଜୁଲି ସ୍କୁମାଚର୍ | Thurber Prize for American Humor |
୨୮ | ଜୁରିନା ହାସନ୍ | Malaysian National Laureate |
୨୯ | ସାରା ଟେସ୍ଡ଼ାଲେ | Pulitzer Prize for Poetry |
୩୦ | ଜୋନା ଗାଲେ | Pulitzer Prize for Drama |
୩୧ | ଏଡ଼ିଥ୍ ହ୍ୱାର୍ଟନ୍ | Pulitzer Prize for Fiction |