ମମତା ବାନାର୍ଜୀ
Appearance
ମମତା ବାନାର୍ଜୀ | |
---|---|
মমতা বন্দ্যোপাধ্যায় | |
ପଶ୍ଚିମ ବଙ୍ଗର ଅଷ୍ଟମ ମୁଖ୍ୟମନ୍ତ୍ରୀ | |
Assumed office ୨୦ ମେ ୨୦୧୧ | |
ରାଜ୍ୟପାଳ | ଏମ କେ ନାରାୟଣନ |
ପୂର୍ବ ଅଧିକାରୀ | ବୁଦ୍ଧଦେବ ଭଟ୍ଟାଚାର୍ଜି |
ଭାରତୀୟ ରେଳ ମନ୍ତ୍ରୀ | |
କାର୍ଯ୍ୟକାଳ ୨୨ ମେ ୨୦୦୯ – ୧୯ ମେ ୨୦୧୧ | |
ପୂର୍ବ ଅଧିକାରୀ | ଲାଲୁ ପ୍ରସାଦ ଯାଦବ |
ପର ଅଧିକାରୀ | ମନମୋହନ ସିଂହ |
ସାଂସଦ | |
କାର୍ଯ୍ୟକାଳ ୧୯୯୧ – ୨୦୧୧ | |
ପୂର୍ବ ଅଧିକାରୀ | ବିପ୍ଲବ ଦାଶଗୁପ୍ତା |
ପର ଅଧିକାରୀ | ସୁବ୍ରତ ବକ୍ସି |
ସଭ୍ୟ, ପଶ୍ଚିମ ବଙ୍ଗ ବିଧାନ ସଭା (ଭବାନୀପୁର ନିର୍ବାଚନ ମଣ୍ଡଳୀ) | |
ପୂର୍ବ ଅଧିକାରୀ | ବୁଦ୍ଧଦେବ ଭଟ୍ଟାଚାର୍ଜି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | [୧] Kolkata, West Bengal, India | ୫ ଜାନୁଆରୀ ୧୯୫୫
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (୧୯୭୦-୧୯୯୭) ତୃଣମୂଳ କଂଗ୍ରେସ (୧୯୯୭–ଏପର୍ଯ୍ୟନ୍ତ) |
ଘର | Harish Chatterjee Street, କଲିକତା, West Bengal, India |
ଶିକ୍ଷାନୁଷ୍ଠାନ | University of Calcutta Shri Shikshayatan College Jogamaya Devi College Jogesh Chandra Chaudhuri Law College |
ପେଷା | Politician |
Ethnicity | Bengali |
ମମତା ବାନାର୍ଜୀ ଜଣେ ଭାରତୀୟ ରାଜନେତ୍ରୀ ଯିଏକି ୨୦୧୧ ମସିହାଠାରୁ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ସେ ୧୯୫୫ମସିହା ଜାନୁୟାରୀ ୫ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିଲେ ।[୨] ସେ ମଧ୍ୟ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୈାରବ ଲାଭ କରିଥିଲେ |
ରାଜନୈତିକ ଜୀବନ
ମମତା ଜାତୀୟ କଂଗ୍ରେସରୁ ଅଲଗା ହୋଇ ୧୯୯୭ ମସିହାରେ ତୃଣମୂଳ କଂଗ୍ରେସ ଗଠନ କରିଥିଲେ ।[୩]
ସକ୍ରିୟ ଆନ୍ଦୋଳନ
ବାମପନ୍ଥୀ ସରକାରଙ୍କ ପକ୍ଷରୁ ସିଙ୍ଗୁରଠାରେ ପ୍ରସ୍ତାବିତ ଟାଟା ନାନୋ ପ୍ରକଳ୍ପ ପାଇଁ ଚାଷ ଜମି ଅଧିଗ୍ରହଣକୁ ବିରୋଧ କରି ମମତା ବେଶ ଚର୍ଚ୍ଚିତ ହୋଇଥିଲେ । ଏହାକୁ ବିରୋଧ କରି ସେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ । ଶେଷରେ ବାଧ୍ୟ ହୋଇ ବାମପନ୍ଥୀ ସରକାର ଜମି ଅଧିଗ୍ରହଣକୁ ସ୍ଥଗିତ ରଖିଥିଲେ । [୪]
ଆଧାର
- ↑ "Mamata Banerjee's Biodata in Lok Sabha's Document". loksabha.nic.in.
- ↑ "CM Mamata reveals her true age; says she is 5 years younger". OneIndia.
- ↑ Kohari, Alizeh (20 May 2011). "Mamata Banerjee sworn in as West Bengal chief minister". BBC News.
- ↑ "Trinamool unleashes violence in W Bengal". 30 November 2006. Archived from the original on 30 September 2007. Retrieved 2 December 2006.