ଫାତିମା ବିବି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Fathima Beevi.M
Justice Fathima Beevi.JPG
Governor of Tamil Nadu
In office
25 January 1997 – 3 July 2001
ପୂର୍ବ ଅଧିକାରୀ Krishan Kant
ପର ଅଧିକାରୀ Dr. C. Rangarajan
Member National Human Rights Commission
In office
1997–2001
Judge of Supreme Court of India
In office
6 October 1989 – 29 April 1992
Personal details
ଜନ୍ମ ୩୦ ଅପ୍ରେଲ ୧୯୨୭ (1927-04-30) (୯୦ ବର୍ଷ)
Pathanamthitta, Travancore, Kerala, British Raj (now Kerala, India)
ବାପା/ମା' Meera Sahib (father)
Khadeeja Bibi (mother)
ଧର୍ମ Islam

ନ୍ୟାୟାଧୀଷ ଏମ. ଫତିମା ବିୱି (ଜନ୍ମ ୩୦ ଅପ୍ରେଲ୍ ୧୯୨୭) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ନ୍ୟାୟାଧୀଷ ଥିଲେ [୧][୨][୩][୪][୫] ଏବଂ ପ୍ରଥମ ମୁସଲିମ୍ ମହିଳା ଥିଲେ ଯିଏକି ନ୍ୟାୟତନ୍ତ୍ରର ଉଚ୍ଚତମ ପଦବୀରେ ନିଯୁକ୍ତ ହୋଇଥିଲେ । ୩ ଅକ୍ଟୋବର ୧୯୯୩ ମସିହାରେ ସେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଭାରତ)ର ସଦସ୍ୟ ହୋଇଥିଲେ, ୧୯୯୭ରୁ ୨୦୦୧[୬][୭] ପର୍ଯନ୍ତ ସେ ତାମିଲନାଡୁରେ ରାଜ୍ୟପାଳ ପଦବୀରେ ରହିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଫତିମା ବିୱି ୧୯୨୭ ମସିହା ଅପ୍ରେଲ ୩୦ ତାରିଖରେ କେରଳର ପଠାନାମଥିଟ୍ଟାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ମୀରା ସାହିବ ଏବଂ ପିତାଙ୍କର ନାମ ଖଦୀଜା ବିୱି ଅଟେ । ସେ କ୍ୟାଥୋଲିକେଟ ବିଦ୍ୟାଳୟରେ ପଢୁଥିଲେ । ସେ ୟୁନିଭର୍ସିଟି କଲେଜ, ତ୍ରିଭେନ୍ଦମରୁ ସ୍ନାତକ ଏବଂ ସରକାରୀ ଆଇନ କଲେଜ,ତ୍ରିଭେନ୍ଦମରୁ ଏଲ.ଏଲ.ବି କରିଥିଲେ ।

କ୍ୟାରିୟର[ସମ୍ପାଦନା]

୧୪ ନଭେମ୍ବର ୧୯୫୦ ମସିହାରେ ସେ ଓକିଲ ଭାବେ ବୃତ୍ତି ଆରମ୍ଭ କଲେ । ୧୯୫୮ମସିହାରେ କେରଳ ଅଧିନସ୍ଥ ନ୍ୟାୟିକ ସେବାରେ ମୁନସି ଭାବରେ ନିଯୁକ୍ତ ହେଲେ । ୧୯୬୮ ମସିହାରେ ଅଧିନସ୍ଥ ନ୍ୟାୟାଧୀଷ ଭାବେ ତାଙ୍କର ପଦୋନ୍ନତି ହେଲା । ୧୯୭୨ରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ,୧୯୭୪ ଜିଲ୍ଲା ଏବଂ ସେସନ ନ୍ୟାୟାଧୀଷ,୧୯୮୦ ମସିହାରେ ଆୟକର ଅପିଲିୟ ଟ୍ରିବ୍ୟୁନାଲର ସଦସ୍ୟ ଏବଂ ୧୯୮୩ ମସିହାରେ ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ଭାବେ ନିଯୁକ୍ତ ହେଲେ ।[୧][୮] ୬ ଅକ୍ଟୋବର ୧୯୮୯ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଷ ରୂପେ ନିଯୁକ୍ତ ହେଲେ ଓ ୨୪ ଅପ୍ରେଲ ୧୯୯୨ରେ ସେବା ନିବୃତ୍ତ ହେଲେ ।[୧]

Supreme Court of India

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "M. FATHIMA BEEVI". supremecourtofindia.nic.in. Retrieved 2009-01-15. 
  2. "Welcome to Women Era....". Retrieved 2009-01-15. 
  3. "Women in Judiciary". NRCW, Government of India. Archived from the original on 23 December 2008. Retrieved 2009-01-15.  Unknown parameter |df= ignored (help)
  4. "FIRST WOMEN OF INDIA:". womenofindia.net. Retrieved 2009-01-16. 
  5. "Convict Queen". india-today.com. Retrieved 2009-01-16. 
  6. "Raj Bhavan Chennai: Past Governors". Governor's Secretariat Raj Bhavan, Chennai - 600 022. Retrieved 2009-01-15. 
  7. "Governors of Tamil Nadu since 1946". tn.gov.in. Retrieved 2009-01-15. 
  8. "High Court of Kerala: Former Judges". highcourtofkerala.nic.in. Retrieved 2009-01-16.