ଗିରିବାଳା ମହାନ୍ତି
ଦେଖଣା
ଗିରିବାଳା ମହାନ୍ତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | କଇଳାଶ ପଟ୍ଟନାୟକ |
ଗିରିବାଳା ମହାନ୍ତି ଜଣେ ଭାରତୀୟ-ଓଡ଼ିଆ ବୈମାନିକ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ବୈମାନିକ ।[୨][୩] ଉଡ଼ାଜାହାଜ ଚଳାଇବା ନିମନ୍ତେ ବେସରକାରୀ ଲାଇସେନ୍ସ ଲାଇସେନ୍ସ ଥିବା ସେ ପ୍ରଥମ ଓଡ଼ିଆ ମହିଳା ।[୪] ୧୯୬୭ରେ ସେ ନାଇଣ୍ଟି-ନାଇନ ଇଙ୍କ., "ଇଣ୍ଟରନ୍ୟାସନାଲ ଉଇମେନ ପାଇଲଟ ଆସୋସିଆଏସନ"ଦ୍ୱାରା ସେମାନଙ୍କ ଏକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାକୁ ଆମନ୍ତ୍ରିତ ହୋଇଥିଲେ ।[୧] ସେଠାରେ ଆମେରିକା ଉପରେ ଏକ ପରିଚାଳିତ ଉଡ଼ାଣରେ ବାକି ମହିଳା ବୈମାନିକଙ୍କ ସହ ଯୋଗଦେଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Asian Labour. 1967.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ Panda, P.R. (2009). "Women and Empowerment" (PDF). Orissa Review. Retrieved 28 March 2017.
- ↑ ରେକ୍ସଫୋର୍ଡ଼, ଚେରିଲ (୧୫ ଜୁଲାଇ ୧୯୬୭). "Foreign Women Pilots They Fly Airliners, Gliders, Even Sets". Arizona Republic. Retrieved 28 March 2017.
{{cite news}}
: Check date values in:|date=
(help) - ↑ Enlite. Light Publications. 1968.