ଗିରିବାଳା ମହାନ୍ତି

ଉଇକିପିଡ଼ିଆ‌ରୁ
ଗିରିବାଳା ମହାନ୍ତି
ସାଳନ୍ଦୀ ସାହିତ୍ୟ ସଙ୍ଗମ, ଭଦ୍ରକରେ ଗିରିବାଳା ମହାନ୍ତି
Born
Nationalityଭାରତୀୟ
Spouseକଇଳାଶ ପଟ୍ଟନାୟକ

ଗିରିବାଳା ମହାନ୍ତି ଜଣେ ଭାରତୀୟ-ଓଡ଼ିଆ ବୈମାନିକ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ବୈମାନିକ ।[୨][୩] ଉଡ଼ାଜାହାଜ ଚଳାଇବା ନିମନ୍ତେ ବେସରକାରୀ ଲାଇସେନ୍ସ ଲାଇସେନ୍ସ ଥିବା ସେ ପ୍ରଥମ ଓଡ଼ିଆ ମହିଳା ।[୪] ୧୯୬୭ରେ ସେ ନାଇଣ୍ଟି-ନାଇନ ଇଙ୍କ., "ଇଣ୍ଟରନ୍ୟାସନାଲ ଉଇମେନ ପାଇଲଟ ଆସୋସିଆଏସନ"ଦ୍ୱାରା ସେମାନଙ୍କ ଏକ ବିଶ୍ୱସ୍ତରୀୟ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାକୁ ଆମନ୍ତ୍ରିତ ହୋଇଥିଲେ ।[୧] ସେଠାରେ ଆମେରିକା ଉପରେ ଏକ ପରିଚାଳିତ ଉଡ଼ାଣରେ ବାକି ମହିଳା ବୈମାନିକଙ୍କ ସହ ଯୋଗଦେଇଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Asian Labour. 1967.
  2. Orissa reference: glimpses of Orissa. TechnoCAD Systems. 2001.
  3. Panda, P.R. (2009). "Women and Empowerment" (PDF). Orissa Review. Retrieved 28 March 2017.
  4. ରେକ୍ସଫୋର୍ଡ଼, ଚେରିଲ (୧୫ ଜୁଲାଇ ୧୯୬୭). "Foreign Women Pilots They Fly Airliners, Gliders, Even Sets". Arizona Republic. Retrieved 28 March 2017. {{cite news}}: Check date values in: |date= (help)
  5. Enlite. Light Publications. 1968.