ଅନ୍ନା ଚାଣ୍ଡୀ

ଉଇକିପିଡ଼ିଆ ରୁ
Jump to navigation Jump to search
Anna Chandy
Anna chandy judge.jpg
Justice Anna Chandy
ଜନ୍ମ ଓ ଜନ୍ମସ୍ଥାନ
Anna

4 May 1905
ମୃତ୍ୟୁ20 July 1996
ଜାତୀୟତାIndian
ଜୀବିକାJudge
ନିଯୁକ୍ତିଦାତାKerala High Court
ପ୍ରସିଦ୍ଧିFirst woman Judge of India
ଶୀର୍ଷକHon. Justice
କାଳ9 February 1959 to 5 April 1967

ନ୍ୟାୟମୂର୍ତ୍ତି ଅନ୍ନା ଚାଣ୍ଡୀ(୪ ମଇ ୧୯୦୫ରୁ ୨୦ ଜୁଲାଇ ୧୯୯୬) ଭାରତର ପ୍ରଥମ ମହିଳା ନ୍ୟାୟାଧୀଷ ଥିଲେ । [୧][୨][୩] ୧୯୩୭ରେ ସେ ଏକ ଜିଲ୍ଲା ଅଦାଲତରେ ଭାରତର ପ୍ରଥମ ମହିଳା ନ୍ୟାୟାଧୀଷ ହୋଇଥିଲେ । ଏବଂ ଭାରତର ପ୍ରଥମ ମହିଳା ଥିଲେ ଯିଏକି ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ହୋଇଥିଲେ । ସେ ଏଲିଜାବେଥ୍ ଲେନ୍‌ଙ୍କ ବ‌ହୁତ ପୂର୍ବରୁ ସମ୍ପୂର୍ଣ୍ଣ ଆଙ୍ଗ୍ଲୋ-ସାକ୍ସନ୍ରେ ବିଶ୍ୱର ପ୍ରଥମ ମହିଳା ନ୍ୟାୟାଧୀଶ ଥିଲେ ।[୪][୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନ୍ୟାୟମୁର୍ତ୍ତି ଚାଣ୍ଡୀଙ୍କ ଜନ୍ମ ୪ ମଇ ୧୯୦୫ ମସିହାରେ ତ୍ରିଭେନ୍ଦ୍ରମ,କେରଳରେ ହୋଇଥିଲା ।[୫] ସେ ଜଣେ ସିରିୟାନ ଖ୍ରୀଷ୍ଟିୟାନ ଥିଲେ । ସେ ତାଙ୍କ ରାଜ୍ୟରେ ପ୍ରଥମ ଥିଲେ ଯିଏକି ଆଇନରେ ସ୍ନାତକ ପାଇଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୨୯ ମସିହାରୁ ସେ ବାରିଷ୍ଟର ଭାବେ ଅଭ୍ୟାସ କରୁଥିଲେ ଏବଂ ଏହା ସ‌ହିତ ସେ ମହିଳା ମାନଙ୍କ ଅଧିକାରକୁ ନିଜ ମାଗାଜିନ ଶ୍ରୀମତି ଜରିଆରେ ପ୍ରୋତ୍ସାହନ ଦେଉଥିଲେ । [୬] ସେ ଜଣେ ନାରୀବାଦୀ ଥିଲେ [୬][୭] , ୧୯୩୨ରୁ ୩୪ ପର୍ଯନ୍ତ ରାଜନୀତିରେ ଲିପ୍ତ ଥିଲେ । [୮] ୧୯୩୭ ମସିହାରେ ସେ ସି ପି ରାମସ୍ୱାମି ଅୟରଙ୍କଦ୍ୱାରା ତ୍ରାଭଣକୋରର ମୁନସି ଭାବେ ନିଯୁକ୍ତ ହେଲେ । [୬][୯] ଏହା ତାଙ୍କୁ ୧୯୪୮ ମସିହାରେ ଭାରତର ପ୍ରଥମ ମହିଳା ନ୍ୟାୟାଧୀଷ ବନାଇଥିଲା, ସେ ସେହି ସମୟରେ ଜିଲ୍ଲା ନ୍ୟାୟାଧୀଷ ଥିଲେ । ୯ ଫେବ୍ରୁୟାରୀ ୧୯୫୯ ମସିହାରେ କେରଳ ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ରୁପେ ନିଯୁକ୍ତ ହେବା ପରେ ସେ ଭାରତର ପ୍ରଥମ ମହିଳା ହୋଇଥିଲେ ଯିଏକି ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ହୋଇଥିଲେ । ୧୯୬୭ ମସିହା ପର୍ଯନ୍ତ ସେ କାର୍ଯ୍ୟରତ ଥିଲେ । .[୧୦] ନିଜ କାର୍ଯ୍ୟକାଳ ମଧ୍ୟରେ ସେ ମହିଳା ମାନଙ୍କ ମନରେ ଆଇନ କ୍ଷେତ୍ରରେ ବୃତ୍ତି କରିବା ପାଇଁ ଆଶାର ଜନ୍ନ କରାଇଥିଲେ । ଚାକିରୀର ଶେଷ ସମୟରେ ସେ ଭାରତୀୟ ଆଇନ୍ କମିଶନ୍‌ରେ ରହିଥିଲେ ।

ନିଧନ[ସମ୍ପାଦନା]

୧୯୯୬ ମସିହାରେ ତାଙ୍କ ନିଧନ ହୋଇଥିଲା ।[୧୧]


ଆଧାର[ସମ୍ପାଦନା]

  1. "Former Judges of High Court of Kerala". Retrieved 2013-11-29.
  2. "Women of Achievement". Archived from the original on 16 जून 2008. Retrieved 2013-11-29. Check date values in: |archivedate= (help)
  3. "supremecourtofindia.nic.in Page 3/5" (PDF). Retrieved 2013-11-29.
  4. ୪.୦ ୪.୧ "'Manu and the 'muse'". The Telegraph India. 4 June 2016.
  5. "First woman judicial officer: Anna Chandy, who was appointed munsif in the Travancore state in 1937". Retrieved 2013-11-29.
  6. ୬.୦ ୬.୧ ୬.୨ Devika J. (2005). Herself. Popular Prakashan. p. xxiv.
  7. Raman, K. Ravi, ed. (2010). Development, Democracy and the State: Critiquing the Kerala Model of Development. Routledge. p. 179. ISBN 9781135150068.
  8. Mukhopadhyay, Swapna, ed. (2007). The Enigma of the Kerala Woman: A Failed Promise of Literacy. Berghahn Books. p. 113. ISBN 9788187358268.
  9. "First to appoint a lady advocate – Mrs. Anna Chandy — as District Judge". Archived from the original on 5 July 2008. Retrieved 2008-05-27.
  10. "Former Judges of High Court of Kerala". Retrieved 2008-05-27.
  11. "Malayalam Sarva Vijnjana kOsham - Article on Anna Chandy". Retrieved 2013-11-29.