ଉଇକିପିଡ଼ିଆ:ଉଇକିପ୍ରକଳ୍ପ ମହିଳା/ପ୍ରଥମ

ଉଇକିପିଡ଼ିଆ‌ରୁ

ବିଭିନ୍ନ ବିଭାଗରେ ସର୍ବପ୍ରଥମ ସଫଳତା ଲାଭ କରିଥିବା ମହିଳାମାନଙ୍କ ତାଲିକା ।

ଓଡ଼ିଶା[ସମ୍ପାଦନା]

କ୍ରମାଙ୍କ ପ୍ରସଙ୍ଗ ବର୍ଣ୍ଣନା
ଅମୀୟ କୁମାରୀ ପାଢ଼ୀ ଉଚ୍ଚ ନାୟାଳୟ ବିଚାରପତି, ଆଇନଜ୍ଞ, ରାଜନୀତିଜ୍ଞ, ଶିକ୍ଷାବିତ୍
କୁନ୍ତଳା କୁମାରୀ ସାବତ କବି, ଲେଖିକା, ଚିକିତ୍ସକ
ଗିରିବାଳା ମହାନ୍ତି ବୈମାନିକ
ଜୟନ୍ତୀ ପଟ୍ଟନାୟକ ସାଂସଦ ଓ ସର୍ବ ଭାରତୀୟ ଜାତୀୟ କଂଗ୍ରେସ ନେତ୍ରୀ
ଡଲି ଜେନା ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତ୍ରୀ
ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ
ନର୍ମଦା କର ସ୍ନାତ୍ତକ
ନିବେଦିତା ଆଚାର୍ଯ୍ୟ ସମୁଦ୍ର ପଥରେ ନୌଚାଳନାକାରୀ
ନିବେଦିତା ପ୍ରଧାନ ମେୟର
୧୦ ପାର୍ବତୀ ଘୋଷ ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ ପ୍ରଯୋଜିକା
୧୧ ପ୍ରିୟମ୍ବଦା ମହାନ୍ତି ହେଜମାଦି
୧୨ ବସନ୍ତ ମଞ୍ଜରୀ ଦେବୀ ମନ୍ତ୍ରୀ
୧୩ ମହାଶ୍ୱେତା ରାୟ ବଙ୍ଗଳା ଚଳଚ୍ଚିତ୍ରରେ କାମ କରିଥିଲେ
୧୪ ମାଧବୀ ଦାସୀ
୧୫ ମିନତି ମହାପାତ୍ର ଅର୍ଜୁନ ପୁରସ୍କାର ବିଜେତା
୧୬ ରମାଦେବୀ ଚୌଧୁରୀ ରାଜନୀତିଜ୍ଞ, ୟୁରୋପ ଭ୍ରମଣକାରୀ
୧୬ ରାନୁ ମିଶ୍ର କମିଶନର
୧୭ ରୂପା ମିଶ୍ର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସମଗ୍ର ଭାରତରେ ପ୍ରଥମ
୧୮ ଶୈଳବାଳା ଦାସ ଉଚ୍ଚ ଶିକ୍ଷା ପାଇଁ ସେ ବିଦେଶ ଗସ୍ତ
୧୯ ସଂଯୁକ୍ତା ପାଣିଗ୍ରାହୀ
୨୦ ସରଳା ଦେବୀ ସତ୍ୟାଗ୍ରହ ଆନ୍ଦୋଳନକାରୀ, ଏମ୍ ଏଲ୍ ଏ
୨୧ ସରସ୍ୱତୀ ହେମ୍ୱ୍ରମ ଆଦିବାସୀ ମନ୍ତ୍ରୀ
୨୨ ସୁଧୀରା ଦାସ ଯନ୍ତ୍ରୀ
୨୩ ସୁଲକ୍ଷଣା ଦେବୀ ଆଧୁନିକ ଓଡ଼ିଆ ସାହିତ୍ୟର କବି
୨୪ ସୌମ୍ୟା ମିଶ୍ର ଭାରତୀୟ ଆରକ୍ଷୀ ଅଧିକାରୀ
୨୫ ଉର୍ମିବାଳା ରାୟ ଓକିଲ advocate
୨୬ ସୁଧାଂଶୁବାଳା ହାଜରା ଆଇନଜ୍ଞ lawer
୨୭ ଜ୍ୟୋତ୍ସ୍ନା ଦେବୀ ଚିକିତ୍ସକ surgeon
୨୮ ରଞ୍ଜିତା ମହାନ୍ତି କ୍ରିକେଟ୍ ତାଲିମଦାତା
୨୯ ଜ୍ୟୋତ୍ସ୍ନା ଦେବୀ (ଅଭିନେତ୍ରୀ) ଇଂରାଜୀ ଚଳଚ୍ଚିତ୍ର ଅଭିନେତ୍ରୀ
୩୦ ଚନ୍ଦ୍ରମଣି ନାରାୟଣୀ ସ୍ବାମୀ ଜିଲ୍ଲାପାଳ
୩୧ ନିର୍ମଳା ନାୟକ ମହାବିଦ୍ୟାଳୟ ଅଧ୍ଧ୍ୟାପିକା
୩୨ ସଂଘମିତ୍ରା କାନୁନଗୋ ଦୂରଦର୍ଶନ ସମାଚାର ପାଠିକା
୩୩ ଅମ୍ରିତା ଦାସ ଭାରତୀୟ ଆରକ୍ଷୀ ଅଧିକାରୀ (ଓଡ଼ିଶା କ୍ୟାଡର)
୩୪ ପଦ୍ମାଳୟା ଦାସ ସାମ୍ବାଦିକ
୩୫ କବିତା ମହାନ୍ତି ସ୍ଥପତି
୩୬ ବୀଣା ଦେବୀ ଆକାଶବାଣୀ ନିର୍ଦ୍ଦେଶିକା
୩୭ କଳ୍ପନା ଦାଶ ପର୍ବତାରୋହଣକାରୀ
କ୍ରମାଙ୍କ ପ୍ରସଙ୍ଗ ବର୍ଣ୍ଣନା
କାଦମ୍ବିନୀ ଗାଙ୍ଗୁଲି ସ୍ନାତ୍ତକ
ଚନ୍ଦ୍ରମୁଖୀ ବାସୁ ସ୍ନାତ୍ତକ
କାମିନୀ ରୟ ସମ୍ମାନ ସହ ସ୍ନାତ୍ତକ
ସୁରେଖା ଯାଦବ ରେଳ ଚାଳକ
ଅରୁନ୍ଧତି ଭଟାଚ୍ଚାର୍ଯ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ଧ୍ୟକ୍ଷ
ଅଞ୍ଜଳି ଗୁପ୍ତା ସୈନ୍ୟ ନ୍ୟାୟାଳୟ (court martial)
କରନେଲିଆ ସୋରାବଜୀ ଆଇନଜ୍ଞ, ବମ୍ବେ ବିଶ୍ୱବିଦ୍ୟାଳୟର ସ୍ନାତ୍ତକ, ଅକ୍ସଫୋର୍ଡର ଆଇନ ଛାତ୍ରୀ
ମୁସ୍କାନ ସେଠୀ ପୋକର ଖେଳାଳି
ହୋମାଇ ବ୍ୟାରାୱାଲା ଛାୟାଚିତ୍ର ସାମ୍ବାଦିକ
୧୦ ଅସୀମା ଚାଟର୍ଜୀ ବିଜ୍ଞାନରେ ଡକ୍ଟରେଟ୍
୧୧ ଲୈଲା ସେଠ୍ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି
୧୨ ପଦ୍ମାବତୀ ବନ୍ଦୋପାଧ୍ୟାୟ ବାୟୁ ଉପ ମାର୍ଶାଲ୍ (Air vice marshal)
୧୩ ଫାତିମା ବିବି ଉଚ୍ଚତମ ନ୍ୟାୟାଳୟର ବିଚାରପତି
୧୪ ଅନ୍ନା ଚାଣ୍ଡୀ ଉଚ୍ଚ ନ୍ୟାୟାଳୟ ବିଚାରପତି
୧୫ ବିଜୟଲକ୍ଷ୍ମୀ ପଣ୍ଡିତ ମନ୍ତ୍ରୀ, ଜାତିସଂଘ ସାଧାରଣ ସଭାର ସଭାପତି
୧୬ କାଦମ୍ବିନୀ ଗାଙ୍ଗୁଲି ଚିକିତ୍ସକ (physician)
୧୭ ଦୂର୍ବା ବାନାର୍ଜୀ ବୈମାନକ
୧୮ କଳ୍ପନା ଚାୱଲା ମହାକାଶ ଯାତ୍ରୀ
୧୯ ମଦର ଟେରେସା ନୋବେଲ୍ ବିଜେତା, ମାଗାସାସେ ପୁରସ୍କାର ବିଜେତା
୨୦ ଆରତୀ ଶାହା ଇଂଲିସ୍ ଚ୍ୟାନେଲ୍ ସନ୍ତରଣକାରୀ
୨୧ ରଜିଆ ସୁଲତାନ ଦାସବଂଶର ସୁଲତାନ୍
୨୨ ରାଜକୁମାରୀ ଅମ୍ରିତ କୌର ସ୍ୱାସ୍ଥ୍ୟ ମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ
୨୩ ମୈରା କୁମାର ଲୋକସଭା ବାଚସ୍ପତି
୨୪ ଆଶା ପାଣ୍ଡେ ଲିଜିଅନ୍ ଅଫ୍ ଅନରରର ସଦସ୍ୟ
୨୫ କମଲଜିତ ସାନ୍ଧୁ ଏସୀୟ କ୍ରୀଡା ସ୍ୱର୍ଣ୍ଣ ବିଜେତା
୨୬ ବଚେନ୍ଦ୍ରୀ ପାଲ ଏଭରେଷ୍ଟ୍ ଚଢ଼ାଳୀ
୨୭ ହମ୍ପି କୋନେରୁ ଚେସ୍ ଗ୍ରାଣ୍ଡମାଷ୍ଟର୍
୨୮ ସାନିଆ ମିର୍ଜା କନିଷ୍ଠ ଗ୍ରାଣ୍ଡସ୍ଲାମ୍ ବିଜେତା
୨୯ ଦିବ୍ୟା ତାତେ ପ୍ୟାରିସ୍ ବ୍ରେସ୍ତ ପ୍ୟାକିସ୍ ଶୂନଗାଡି ଚାଳନା ପ୍ରତିଯୋଗିତା ବିଜେତା
୩୦ ହରିତା କୌର ଦେଓଲ ବାୟୁସେନା ବୈମାନକ
୩୧ ସରଳା ଠକରାଲ ବୈମାନକ
୩୨ ସୁଚେତା କଡେଥାଙ୍କର ଗୋବି ମରୁଭୂମି ଅତିକ୍ରମ
୩୩ ପି.ଟି. ଉଷା ଅଲିମ୍ପିକ୍ ଫାଇନାଲିଷ୍ଟ୍
୩୪ ଇଶା ବସନ୍ତ ଯୋଶୀ ଭାରତୀୟ ପ୍ରଶାସନିକ ଅଧିକାରୀ
୩୫ ସରିତା ବସ୍ ଚଳାଳି
୩୬ ଊଷା ସଙ୍ଗୱନ୍ ଏଲ୍ ଆଇ ସି, ଭାରତର ପ୍ରବନ୍ଧ ନିର୍ଦ୍ଦେଶକ
୩୭ କିରଣ ବେଦୀ ଭାରତୀୟ ଆରକ୍ଷୀ ସେବା ଅଧିକାରୀ, ଜାତିସଂଘର ବେସାମରିକ ଆରକ୍ଷୀ ଉପଦେଷ୍ଟା
୩୮ ଅଦିତି ଅଶୋକ ଏସୀୟ ଯୁବ ପ୍ରତିଯୋଗିତା, ଯୁବ ଅଲିମ୍ପିକ୍ କ୍ରୀଡା, ଏସୀୟ କ୍ରୀଡା, ଅଲିମ୍ପିକ୍ କ୍ରୀଡାରେ ଭାଗ ନେଇଥିବା ଗଲ୍ଫ୍ ଖେଳାଳି
୩୯ ଆନି ବେଶାନ୍ତ ଭାରତୀୟ ଜାତୀୟ କଂଗ୍ରେସର ସଭାପତି
୪୦ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ
୪୧ ପ୍ରତିଭା ପାଟିଲ ରାଷ୍ଟ୍ରପତି
୪୨ ସୁଚେତା କୃପାଳିନୀ ମୁଖ୍ୟମନ୍ତ୍ରୀ
୪୩ ସରୋଜିନୀ ନାଇଡୁ ରାଜ୍ୟପାଳ
୪୪ ସବିଥା ଇନ୍ଦ୍ର ରେଡ୍ଡୀ ରାଜ୍ୟର ଗୃହମନ୍ତ୍ରୀ
୪୫ ଉପିନ୍ଦରଜିତ୍ କୌର ରାଜ୍ୟର ଅର୍ଥମନ୍ତ୍ରୀ
୪୬ କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
୪୭ ମମତା ବାନାର୍ଜୀ ରେଳମନ୍ତ୍ରୀ
୪୮ ବେନୋ ଜେଫିନ୍ ଏନ୍ ଏଲ୍ ସମ୍ପୂର୍ଣ୍ଣ ଅନ୍ଧ ଭାରତୀୟ ବିଦେଶ ସେବା ଅଧିକାରୀ
୪୯ ସି ବି ମୁଥାମ୍ମା ଆମ୍ବାସଡ଼ର

ପୃଥିବୀ[ସମ୍ପାଦନା]

କ୍ରମାଙ୍କ ପ୍ରସଙ୍ଗ ବର୍ଣ୍ଣନା
ଫ୍ରାନସେସ୍ ମାରିଅନ୍ Academy Award for Best Adapted Screenplay
ଆନ୍ନେ ବାଉଚେନସ୍ Academy Award for Best Film Editing
ମୁରିଏଲ୍ ବକ୍ସ୍ Academy Award for Best Original Screenplay
ଜୁଲିଆ ଫିଲିପ୍ସ Academy Award for Best Picture
ରାଚେଲ୍ ପୋର୍ଟମ୍ୟାନ୍ Academy Award for Best Original Score
କ୍ୟାଥେରିନ୍ ବିଗେଲୋ Academy Award for Best Director
ବ୍ରେଣ୍ଡା ଚାପମ୍ୟାନ୍ Academy Award for Best Animated Feature
ସାରା ବେନେଟ୍ Academy Award for Best Visual Effects
ସିର୍‌ଲେ ଦିନ୍‌ସଦାଲେ first ever recipient of the Emmy Award
୧୦ କାରେନ୍ ଆର୍ଥର୍ Emmy Award for Best Director
୧୧ ଉଜୋ ଆଦୁବା Emmy Award for drama and comedy
୧୨ ଭିଓଲା ଡାଭିସ୍ African-American to win an Emmy Award for Outstanding Lead Actress
୧୩ ବୋଦି ଇପ୍‌ସେନ୍ first woman to win the Palme d'Or
୧୪ ବାରବରା ଷ୍ଟ୍ରେଇସ୍ୟାଣ୍ଡ୍ Golden Globe Award for Best Director
୧୫ କ୍ୟାଥେରିନ୍ ବିଗେଲୋ Directors Guild of America Award for Outstanding Directing
୧୬ କ୍ୟାଥେରିନ୍ ବିଗେଲୋ best director at the BAFTA awards
୧୭ କ୍ୟାଥେରିନ୍ ବିଗେଲୋ Critics' Choice Award for Best Director
୧୮ ଆଗ୍ନେସ୍ ବାର୍‌ଦା first woman to receive an honorary Palme d'or
୧୯ ଆଭା ଦୁଭର୍‌ନେ first African-American female director to receive a Golden Globe nomination
୨୦ ଇଲା ଫିଜ୍‌ଗେରାଲ୍ଡ first woman to win multiple Grammy awards
୨୧ ଜୁଲି ଗାର୍‌ଲ୍ୟାଣ୍ଡ୍ Album of the Year, Grammy awards
୨୨ ଆଷ୍ଟ୍ରଡ ଗିଲ୍‌ବର୍ଟୋ first woman to win Record Of The Year, Grammy awards
୨୩ କାରୋଲେ କିଙ୍ଗ୍ first woman to win Song Of The Year and first to win multiple General Field Grammys, Grammy awards
୨୪ ଆସ୍‌ଲେ କ୍ଲେଭ୍‌ଲ୍ୟାଣ୍ଡ୍ first woman to win a Grammy award for best rock gospel album, Grammy awards
୨୫ ବର୍ଣ୍ଣିସ୍ ରୁବେନ୍‌ସ Man Booker Prize
୨୬ ମୋନା ଭାନ୍ ଡ୍ୟୁନ୍ poet laureate of the United States
୨୭ ଜୁଲି ସ୍କୁମାଚର୍ Thurber Prize for American Humor
୨୮ ଜୁରିନା ହାସନ୍ Malaysian National Laureate
୨୯ ସାରା ଟେସ୍‌ଡ଼ାଲେ Pulitzer Prize for Poetry
୩୦ ଜୋନା ଗାଲେ Pulitzer Prize for Drama
୩୧ ଏଡ଼ିଥ୍ ହ୍ୱାର୍‌ଟନ୍ Pulitzer Prize for Fiction