ବିଜୟଲକ୍ଷ୍ମୀ ପଣ୍ଡିତ
Appearance
ବିଜୟଲକ୍ଷ୍ମୀ ପଣ୍ଡିତ | |
---|---|
ଜାତି ସଂଘ ସାଧାରଣ ସଭାର ସଭାପତି | |
କାର୍ଯ୍ୟକାଳ ୧୫ ସେପ୍ଟେମ୍ବର ୧୯୫୩ – ୨୧ ସେପ୍ଟେମ୍ବର ୧୯୫୪[୧] | |
ପୂର୍ବ ଅଧିକାରୀ | ଲେଶ୍ଟର୍ ବି ପିଅର୍ସନ୍ |
ପର ଅଧିକାରୀ | ଏଲ୍କୋ ଏନ୍ ଭାନ୍ କ୍ଲେଫେନ୍ସ୍ |
୭ମ ମହାରାଷ୍ଟ୍ର ରାଜ୍ୟପାଳ | |
କାର୍ଯ୍ୟକାଳ ୨୮ ନଭେମ୍ବର ୧୯୬୨ – ୧୮ ଅକ୍ଟୋବର ୧୯୬୪ | |
ପୂର୍ବ ଅଧିକାରୀ | ପି ସୁବରାୟନ୍ |
ପର ଅଧିକାରୀ | ପି ଭି ଚେରିୟାନ୍ |
ଲୋକ ସଭା ସଦସ୍ୟ | |
କାର୍ଯ୍ୟକାଳ ୧୯୬୭-୧୯୭୧ | |
ପୂର୍ବ ଅଧିକାରୀ | ଜବାହରଲାଲ ନେହେରୁ |
ପର ଅଧିକାରୀ | ଭି ପି ସିଂ |
ନିର୍ବାଚନ ମଣ୍ଡଳୀ | ଫୁଲପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଲ୍ହାବାଦ, ଉତ୍ତର-ପଶ୍ଚିମ ରାଜ୍ୟ, ବ୍ରିଟିଶ ଭାରତ | ୧୮ ଅଗଷ୍ଟ ୧୯୦୦
ମୃତ୍ୟୁ | ୧ ଡିସେମ୍ବର ୧୯୯୦ ଡେରାଡ଼ୁନ, ଉତ୍ତର ପ୍ରଦେଶ, ଭାରତ | (ବୟସ ୯୦)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରଣଜିତ ସୀତାରାମ ପଣ୍ଡିତ |
ବିଜୟ ଲକ୍ଷ୍ମୀ ପଣ୍ଡିତ (୧୮ ଅଗଷ୍ଟ ୧୯୦୦ - ୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ କୂଟନୀତିଜ୍ଞ ଓ ରାଜନୀତିଜ୍ଞ, ଜବାହରଲାଲ ନେହେରୁଙ୍କ ଭଉଣୀ,[୨] ଇନ୍ଦିରା ଗାନ୍ଧୀଙ୍କ ପିଇସୀ ଓ ରାଜୀବ ଗାନ୍ଧୀଙ୍କ ଜେଜି ପଇସୀ । ନେହେରୁଙ୍କ ସମୟରେ ସୋଭିଏତ୍ ୟୁନିଅନ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ଜାତିସଂଘରେ କାମ କରିବା ପରେ ତାଙ୍କୁ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ବାବେ ଲଣ୍ଡନ ଛଡ଼ାଯାଇଥିଲା । ତାଙ୍କର ଲଣ୍ଡନ ରହଣି ଭାରତ-ବ୍ରିଟିଶ ସମ୍ପର୍କ୍କୁ ପରିବର୍ତ୍ତନ କରିଥିଲା । ତାଙ୍କ କୂଟନୀତି ଆନ୍ତ-ସରକାରୀ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ।[୩]
ଆଧାର
[ସମ୍ପାଦନା]- ↑ "Archived copy". Archived from the original on 11 ଅକ୍ଟୋବର 2012. Retrieved 22 ମାର୍ଚ୍ଚ 2012.
{{cite web}}
: CS1 maint: archived copy as title (link) - ↑ President of 62nd session, General Assembly of United Nations. "Vijay Lakshmi Pandit (India)". Retrieved 1 July 2012.
{{cite web}}
: CS1 maint: numeric names: authors list (link) - ↑ Rakesh Ankit, "Between Vanity and Sensitiveness: Indo–British Relations During Vijayalakshmi Pandit’s High-Commissionership (1954–61)." Contemporary British History 30.1 (2016): 20-39.