ବାରଙ୍ଗ
ଦେଖଣା
20°19′3.49″N 86°31′38.74″E / 20.3176361°N 86.5274278°E
| ବାରଙ୍ଗ | |
| — ସହର — | |
| ଦିଗବାରେଣି | |
| ଦେଶ | ଭାରତ |
| ଭାରତର ଜିଲାସବୁ | କଟକ |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ବାରଙ୍ଗ ଓଡ଼ିଶାର କଟକ ଜିଲ୍ଲାର ଏକ ଛୋଟ ସହର ତଥା ଏକ ପ୍ରମୁଖ ପଞ୍ଚାୟତ ସମିତି ଅଟେ । ଏହା କାଚ କାରଖାନା ଓ ନନ୍ଦନକାନନ ପାଇଁ ପ୍ରସିଦ୍ଧ । ଭୁବନେଶ୍ୱରଠାରୁ ମାତ୍ର ୧୫ କି.ମି ଦୂରତାରେ ବାରଙ୍ଗ ଅବସ୍ଥିତ ।
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |