ଜାପାନ
ଜାପାନ 日本国 ନିପ୍ପୋଁ-କୋକୁ ବା ନିହୋଁ-କୋକୁ |
||||||
---|---|---|---|---|---|---|
|
||||||
ଜାତୀୟ ସଙ୍ଗୀତ: |
||||||
ଜାପାନର ପ୍ରଶାସନିକ ମୋହର![]() (五七桐, ଗୋ-ଶିଚିନୋ କିରି) |
||||||
ରାଜଧାନୀ | ଟୋକିଓ (ବାସ୍ତବିକ) 35°41′N 139°46′E / 35.683°N 139.767°E | |||||
Largest city | ଟୋକିଓ | |||||
ରାଜ ଭାଷା | None[୧] | |||||
ସରକାରୀ ଭାଷା | ଆଇନୁ ଇତାକ, ରିଉକ୍ଯୁ ଭାଷାସମୂହ, ପୂର୍ବ ଜାପାନୀ, ପଶ୍ଚିମ ଜାପାନୀ, ତଥା ଅନ୍ଯାନ୍ଯ ଜାପାନୀ ଉପଭାଷାସମୂହ | |||||
National language | ଜାପାନୀ ଭାଷା | |||||
ଜାତି]କିମ୍ବା | ୯୮.୫% ଜାପାନୀ, ୦.୫% କୋରୀୟ, ୦.୪% ଚୀନା, ୦.୬% ଅନ୍ଯ[୨] | |||||
ଜାତୀୟତା | ଜାପାନୀ | |||||
ପ୍ରଶାସନ | ଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର | |||||
- | ସମ୍ରାଟ | ନାରୁହିତୋ | ||||
ଗଠନ | ||||||
- | ଜାତୀୟ ଗଠନ ଦିବସ | ଫେବୃଆରୀ ୧୧, ୬୬୦ ଖ୍ରୀ.ପୂ. [୩] | ||||
- | ମେଜ୍ଜି ସମ୍ବିଧାନ | ନଭେମ୍ବର ୨୯, ୧୮୯୦ | ||||
- | ଏବେକାର ସମ୍ବିଧାନ | ମେ ୩, ୧୯୪୭ | ||||
- | ସାନଫାନ୍ସିସକୋ | ଏପ୍ରିଲ୍ ୨୮, ୧୯୫୨ |
||||
- | ଜଳଭାଗ (%) | ୦.୮ | ||||
ଲୋକସଂଖ୍ୟା | ||||||
- | ୨୦୧୦ ଆକଳନ | ୧୨୭,୩୬୦,୦୦୦[୪] (୧୦) | ||||
- | ୨୦୦୦ census | ୧୨,୭୩,୩୩,୦୦୨ | ||||
- | ଘନତା | 337.1/କିମି୨ (୩୬) ୮୭୩.୧/ବର୍ଗ ମି |
||||
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) | ୨୦୧୦ ଅନୁମାନ | |||||
- | ସର୍ବମୋଟ | $୪.୩୦୮ trillion[୫] (୩) | ||||
- | ମୁଣ୍ଡପିଛା ହାର ହିସାବରେ | $୩୩,୮୨୮[୫] (୨୪ ତମ) | ||||
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) | ୨୦୧୦ ଆକଳନ | |||||
- | ସର୍ବମୋଟ | $୫,୩୯୦ trillion[୫] (୩ୟ) | ||||
- | ପ୍ରତିଟି ମଣିଷ | $୪୨,୩୨୫[୫] (୧୭ଶ) | ||||
ଜିନି | 38.1 (2002)[୬] | |||||
ମାନବ ବିକାଶ ସୂଚନାଙ୍କ (2010) | ![]() |
|||||
ମୁଦ୍ରା | ଅନ୍ତର୍ରାଷ୍ଟ୍ରୀୟ ସଙ୍କେତ ¥ (ୟେନ) ଜାପାନୀ ସଙ୍କେତ 円 ବା ପାରମ୍ପରିକ କାଞ୍ଜିରେ (圓)) ଏନ ଭାବେ ଉଚ୍ଚାରିତ ( JPY ) |
|||||
ସମୟ ମଣ୍ଡଳ | ଜେ.ଏସ.ଟି. (ଇଉଟିସି+9) | |||||
- | ଖରାଦିନ (ଡ଼ିଏସଟି) | ଜଣାନାହିଁ (ଇଉଟିସି+9) | ||||
ରାସ୍ତାର ଏପାଖରେ ଚାଲନ୍ତୁ | left | |||||
ଇଣ୍ଟରନେଟ ଟିଏଲଡ଼ି | .jp | |||||
ଫୋନ କୋଡ଼ | 81 |
ଜାପାନ (日本, ନିପ୍ପୋଁ ବା ନିହୋଁ), ପୂର୍ବ ଏସିଆରେ ଅବସ୍ଥିତ ଏକ ଦ୍ୱୀପ ରାଷ୍ଟ୍ର ଅଟେ । ଏହାର ପଶ୍ଚିମରେ ଜାପାନ ସାଗର, ଓଖୋତ୍ସକ ସାଗରଠାରୁ ପୂର୍ବ ଚୀନ ସାଗର ଓ ତାଇୱାନ ପର୍ଯ୍ୟନ୍ତ ବ୍ଯାପ୍ତ ହୋଇ ରହିଛି । ପ୍ରଶାନ୍ତ ଅଗ୍ନିବଳୟର ଏକ ଅଂଶ, ଜାପାନ ୬,୮୫୨ଟି ଦ୍ୱୀପରେ ଗଢାହୋଇଛି ଯାହାର ପ୍ରାୟ ୩,୭୭,୯୭୫ ବର୍ଗ କି.ମି. କ୍ଷେତ୍ରଫଳ ରହିଛି; ଦେଶର ପାଞ୍ଚଟି ମୁଖ୍ଯ ଦ୍ୱୀପ ହେଲା, ଉତ୍ତରରୁ ଦକ୍ଷିଣକୁ କ୍ରମେ ହୋକାଇଦୋ, ହୋଁଶୁ, ଶିକୋକୁ, କ୍ଯୁଶୁ ଏବଂ ଓକିନାୱା । ଟୋକିଓ ଜାପାନର ରାଜଧାନୀ ଓ ବୃହତ୍ତମ ସହର ଅଟେ । ଅନ୍ଯାନ୍ଯ ମୁଖ୍ଯ ସହରଗୁଡ଼ିକ ହେଲା; ୟୋକୋହାମା, ଓସାକା, ନାଗୋୟା, ସାପ୍ପୋରୋ, ଫୁକୁଓକା, କୋବେ ଓ କ୍ଯୋଟୋ ଇତ୍ୟାଦି ।
ଜାପାନ, ବିଶ୍ୱର ଏକାଦଶ ଜନବହୁଳ ଦେଶ ତଥା ଅଧିକ ଘନତ୍ୱ ବିଶିଷ୍ଟ ଏବଂ ଅଧିକ ସହରୀକୃତ ଦେଶମାନଙ୍କ ମଧ୍ଯରୁ ଅନ୍ଯତମ । ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି । ଜାପାନକୁ ୪୭ଟି ପ୍ରଶାସନିକ ରାଜ୍ଯରେ ବିଭକ୍ତ କରାଯାଇଛି । ଏହା ପାରମ୍ପରିକ ରୂପେ ଆଠଟି ଅଞ୍ଚଳରେ ଗଠିତ । ୩୭.୪ ନିୟୁତ ଲୋକଙ୍କ ସହ, ବୃହତ୍ତ୍ ଟୋକିଓ ଅଞ୍ଚଳ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗର ଅଞ୍ଚଳ ।
ଆଧାର[ସମ୍ପାଦନା]
- ↑ "法制執務コラム集「法律と国語・日本語」" (in Japanese). Legislative Bureau of the House of Councillors. Retrieved 19 January 2009.CS1 maint: unrecognized language (link)
- ↑ "CIA Factbook: Japan". Cia.gov. Retrieved November 9, 2011.
- ↑ According to legend, Japan was founded on this date by Emperor Jimmu, the country's first emperor.
- ↑ "Official Japan Statistics Bureau estimate". Statistics Bureau. Retrieved ୨୫ ଅଗଷ୍ଟ ୨୦୧୦.
- ↑ ୫.୦ ୫.୧ ୫.୨ ୫.୩ "Japan". International Monetary Fund. Retrieved ୫ ଜାନୁୟାରୀ ୨୦୧୧.
- ↑ "World Factbook: Gini Index". CIA. Retrieved 15 January 2011.
- ↑ "Human Development Report 2010" (PDF). UN. 2010. Retrieved 5 November 2010.