ଭୁବନେଶ୍ୱର କୁମାର

ଉଇକିପିଡ଼ିଆ ରୁ
Jump to navigation Jump to search
ଭୁବନେଶ୍ୱର କୁମାର
Bhuvneshwar Kumar.jpg
୨୦୧୩ ଚାମ୍ପିଅନ୍ସ ଟ୍ରଫି ସମୟରେ କୁମାର
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ ଭୁବନେଶ୍ୱର କୁମର ସିଂହ
ଜଣାଶୁଣା ନାଆଁ ଭୁବି
ଉଚ୍ଚତା ୫ ft ୧୦ in (୧.୭୮ m)
ବ୍ୟାଟିଙ୍ଗ ପ୍ରକାର ଡହାଣ-ହାତି
ବୋଲିଂ ପ୍ରକାର ଡହଣ-ହାତି ଫାଷ୍ଟ-ମିଡିଅମ
ଭୁମିକା ବୋଲର (ତଳ କ୍ରମର ବ୍ୟାଟ୍ସମ୍ୟାନ)
ବିଶ୍ଵ ତଥ୍ୟ
ନିଜ ଦେଶ ପଟ ଭାରତ କ୍ରିକେଟ ଦଳ
ପ୍ରଥମ ଟେଷ୍ଟ (cap ୨୭୫) ୨୨ ଫେବ୍ରୁଆରୀ ୨୦୧୩ v ଅଷ୍ଟ୍ରେଲିଆ
ଶେଷ ଟେଷ୍ଟ ୨୪ ଜନୁଆରି ୨୦୧୮ v ଦକ୍ଷିଣ ଆଫ୍ରିକା
ପ୍ରଥମ ଦିନିକିଆ ୩୦ ଡିସେମ୍ବର ୨୦୧୨ v ପକିସ୍ତାନ
ଶେଷ ଦିନିକିଆ କ୍ରିକେଟ ୪ ଫେବ୍ରୁଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା
ଦିନିକିଆ ଜାମା ନମ୍ବର ୧୫
ପ୍ରଥମ ଟି୨୦ ୨୫ ଡିସେମ୍ବର ୨୦୧୨ v ପାକିସ୍ତାନ
ଶେଷ ଟି୨୦ଆଇ ୭ ନଭେମ୍ବର ୨୦୧୭ v ନ୍ଯୁଜିଲାଣ୍ଡ
ଟି୨୦ଆଇ ଜାମା ନମ୍ବର. ୧୫
Domestic team information
Years ଦଳ
୨୦୦୭/୦୮–ବର୍ତ୍ତମାନ ଉତ୍ତର ପ୍ରଦେଶ
୨୦୦୯-୨୦୧୦ ରୟାଲ ଚାଲେଞର୍ସ ବାଙ୍ଗାଲୋର
୨୦୧୧-୨୦୧୩ ପୁନେ ୱାରିଅର୍ସ ଇଣ୍ଡିଆ
୨୦୧୪-ବର୍ତ୍ତମାନ ସନରାଇଜର୍ସ ହାଇଦରାବାଦ
କ୍ୟାରିଅର ତଥ୍ୟ
Competition ଟେଷ୍ଟ ଦିନିକିଆ ଟି୨୦ଆଇ ଏଫସି
Matches ୨୧ ୮୩ ୨୩ ୭୦
Runs scored ୫୫୨ ୩୩୯ ୧୮ ୨୪୩୩
Batting average ୨୨.୦୮ ୧୩.୫୬ ୬.୦୦ ୨୭.୦୩
100s/50s ୦/୩ ୦/୧ ୦/୦ ୧/୧୪
Top score ୬୩* ୫୩* ୧୨୮
Balls bowled ୩୩୪୮ ୪୦୩୬ ୪୮୪ ୧୨୩୯୩
Wickets ୬୩ ୯୦ ୨୧ ୨୧୮
Bowling average ୨୬.୦୯ ୩୭.୦୭ ୨୬.୨୩ ୨୬.୫୩
5 wickets in innings ୧୨
10 wickets in match n/a n/a n/a
Best bowling ୬/୮୨ ୫/୪୨ ୩/୯ ୬/୭୭
Catches/stumpings ୮/୦ ୨୨/୦ ୩/- ୧୮/–
Source: Cricinfo, ୬ ଫେବ୍ରୁଆରି

ଭୁବନେଶ୍ୱର କୁମାର (ଜନ୍ମ ୫ ଫେବୃଆରୀ ୧୯୯୦) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ଜଣେ ଡାହାଣହାତି ସ୍ୱିଙ୍ଗ ପେସ ବୋଲର ଏବଂ ତଳ କ୍ରମରେ ଜଣେ ଉପଯୋଗି ବ୍ୟାଟ୍ସମ୍ୟାନ । ସେ ଉତ୍ତରପ୍ରଦେଶ ତରଫରୁ ଘରୋଇ କ୍ରିକେଟ ଖେଳନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭୁବନେଶ୍ୱର ହେଉଛନ୍ତି କିରଣ ପାଲ ସିଂହ ଓ ଇନ୍ଦ୍ରେଶଙ୍କ ପୁତ୍ର । ତାଙ୍କ ବାପା ଉତ୍ତରପ୍ରଦେଶ ପୋଲିସରେ ସବ ଇନିସପେକ୍ଟର ଓ ମା ଜଣେ ଗୃହିଣୀ ଅଟନ୍ତି । ତାଙ୍କ ଭାଉଣୀ ରେଖା ଅଧନଙ୍କ ଠାରୁ ସେ କ୍ରିକେଟ ଖେଳିବା ପାଇଁ ପ୍ରେରିତ ହୋଇଥିଲେ ।

କ୍ୟାରିୟର[ସମ୍ପାଦନା]

କୁମାର ଉତ୍ତରପ୍ରଦେଶ ତରଫରୁ ଘରୋଇ କ୍ରିକେଟ,ଓ ମଧ୍ୟ ଜୋନ ପାଇଁ ଦିଲ୍ଲୀପ ଟ୍ରଫି ଖେଳନ୍ତି । ୧୭ ବର୍ଷ ବୟସରେ ସେ ରଣଜୀ ବେଙ୍ଗଲ ବିପକ୍ଷରେ ଖେଳିଥିଲେ । ଉତ୍ତର ଜୋନ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୩.୦୩ ହାରରେ ବୋଲିଂ କରି ୧ଟି ୱିକେଟ ନେଇଥିଲେ ଓ ତଳେ ବ୍ୟାଟିଂ ଆସି ୩୧୨ଟି ବଲ ସମୁଖୀନ ହୋଇ ୧୨୮ ରନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କ୍ରମାଗତ ଭାବେ ୨ଟି ସିଜିନ ୨୦୦୮-୦୯ ରଣଜୀ ଟ୍ରଫିରେ ସେ ମ୍ୟାନ ଅଫ ଦି ମ୍ୟାଚ ବିଜେତା ହୋଇଥିଲେ ।

ଆନ୍ତର୍ଜାତୀୟ କ୍ୟାରିୟର[ସମ୍ପାଦନା]

୨୦୧୨ରେ ପାକିସ୍ତାନ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ସେ ନିଜର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଆଧାର[ସମ୍ପାଦନା]