ଆଲୋଚନା:ସହଦେବ ସାହୁ (ଓଡ଼ିଶା ଅର୍ଥ ସେବା ଅଧିକାରୀ)

Page contents not supported in other languages.
ଉଇକିପିଡ଼ିଆ‌ରୁ

ଘୁଞ୍ଚାଇବା ପାଇଁ ଅନୁରୋଧ[ସମ୍ପାଦନା]

ସହଦେବ ସାହୁ (ଓଡ଼ିଶା ଅର୍ଥ ସେବା ଅଧିକାରୀ)ସହଦେବ ସାହୁ (ଓଡ଼ିଶା ସରକାରଙ୍କ ଅଧିକାରୀ) – ପ୍ରସଙ୍ଗର ଶିରୋନାମ କେବଳ "ସହଦେବ ସାହୁ" ରଖିଲେ ଭଲ ହେବ ଭାବୁଛି । ନିହାତି ଆବଶ୍ୟକ ନ ଥିଲେ ବୃତ୍ତି ଲେଖାଯାଏ ନାହିଁ । ଓଡ଼ିଶାରେ ସହଦେବ ସାହୁ ଜଣେ ଜଣାଶୁଣା ଲେଖକ । ଯଦି ଏକାଧିକ "ସହଦେବ ସାହୁ"ଙ୍କ ଉପରେ ପ୍ରସଙ୍ଗ ଥାଆନ୍ତା ତେବେ ଜଣଙ୍କ ନାଁରେ "(ଲେଖକ)", "(ପ୍ରଶାସନିକ ଅଧିକାରୀ)" ଏଭଳି ବନ୍ଧନୀ ଭିତରେ ଲେଖାଯାଇପାରିବ । ତେବେ ନିହାତି ଆବଶ୍ୟକ ନଥାଇ ଅତି ନିର୍ଦ୍ଦିଷ୍ଟ ବୃତ୍ତି -- ଏ କ୍ଷେତ୍ରରେ "(ଓଡ଼ିଶା ଅର୍ଥ ସେବା ଅଧିକାରୀ)" ଲେଖିବାରେ ହୁଏତ ଆବଶ୍ୟକତା ନାହିଁ । ତଳେ ଏ ବାବଦରେ ଅଧିକ ଆଲୋଚନା କରାଯାଇପାରିବ । ସପ୍ତାହେ ଭିତରେ କୌଣସି ଆଲୋଚନା ନ ହେଲେ "ସହଦେବ ସାହୁ"କୁ ଘୁଞ୍ଚାଇଦିଆଯିବ । ସୁଭ (ଆଳାପ) ୧୬:୫୮, ୭ ଜୁନ ୨୦୨୧ (IST)[reply]