ବଳରାମ ପଟ୍ଟନାୟକ
ଦେଖଣା
(Balaram Patnaikରୁ ଲେଉଟି ଆସିଛି)
ବଳରାମ ପଟ୍ଟନାୟକ | |
|---|---|
| ଜନ୍ମ | ବଳରାମ ପଟ୍ଟନାୟକ ୨୩ ଜାନୁଆରୀ ୧୯୨୮ |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଲେଖକ ଔପନ୍ୟାସିକ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଉପନ୍ୟାସ)- ୧୯୯୫ |
ବଳରାମ ପଟ୍ଟନାୟକ (ଜନ୍ମ: ୨୩ ଜାନୁଆରୀ ୧୯୨୮) ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଏବଂ ସାହିତ୍ୟିକ ।[୧][୨] ସେ ତାଙ୍କ ରଚିତ ଉପନ୍ୟାସ ଚରୈବେତି ପାଇଁ ୧୯୯୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩]
ରଚନାବଳୀ
[ସମ୍ପାଦନା]- ଚରୈବେତି - ୧୯୯୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
- ଅନାଦି ଅନନ୍ତ
- ଅରକ୍ଷ
- କେତେ ଏ ଅକୁହା କଥା
- ମହାନଦୀର ଢେଉ
- ମନ ଅରଣ୍ୟ
- ପ୍ରତିଧ୍ୱନି, ୧୯୮୦
- ରୂପାଲି ଚକର ଇତିକଥା
ଆଧାର
[ସମ୍ପାଦନା]- ↑ "000 - 099 : Generalities 004 - 006: Computer science 020 - 029 ..." dokumen.tips (in ଇଂରାଜୀ). Archived from the original on 20 September 2022. Retrieved 26 February 2019.
- ↑ "Sahitya Academy Award entires" (PDF). Retrieved 26 February 2019.
{{cite journal}}: Cite journal requires|journal=(help) - ↑ "Odisha Sahitya Akademi". odishasahityaakademi.org. Retrieved 2019-02-26.